Daily Archives

ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ ଓ ସଙ୍ଗୀତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅଂଚଳର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧିମାନେ ଗୋଟିଏ ମଂଚରେ ବସି ପାରିଲେ ଅଂଚଳରେ ହେଉଥିବା ବିକାଶ କାର୍ଯ୍ୟର କ୍ଷୀପ୍ରତା ନିଶ୍ଚୟ ଦୁଇଗୁଣିତ ହୋଇପାରିବ । କିଛି ଦିନ ପୂର୍ବରୁ ବଲାଙ୍ଗିରର କିଛି ଯୁବକ ବଲାଙ୍ଗିର ଦିନ
Read More...

ମନିଷ ଅନୁରାଗଙ୍କ ସ୍ମୃତିରେ ସାରା ଓଡିଶା ଫାଉଣ୍ଡେସନ ତରଫରୁ ତିନିଦିନ ବ୍ୟାପି ଶିଶୁମେଳା ଉଦଘାଟିତ

ରେଢାଖୋଲ, (କେପିଏନ୍‌ଏସ୍‌) : ମନିଷ ଅନୁରାଗ (ଗୁଡ୍ଡୁ) ଙ୍କ ସ୍ମୃତିରେ ସାରା ଓଡିଶା ଫାଉଣ୍ଡେସନ ତରଫରୁ ଆଜିଠୁ ତିନିଦିନିଆ ଶିଶୁମେଳା ରେଢାଖୋଲର ସବୁଠୁ ପୁରୁଣା ୧୯୪୭ରେ ସ୍ଥାପିତ ଗୌର ଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି । ଏହି ମେଳାର ଉଦ୍ଦେଶ୍ୟ ହେଲା ମନିଷ
Read More...

ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗିରର ଦୁଇ ଖେଳାଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ ନଭେମ୍ବରରୁ ହିମାଞ୍ଚଳ ପ୍ରଦେଶର ଉନା ଠାରେ ହେବାକୁ ଥିବା ୩୧ତମ ଉପ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ବଲାଙ୍ଗିରର ଦୁଇ ଖେଳାଳି ମନୋନୀତ ହୋଇଛନ୍ତି । ଉକ୍ତ ଦୁଇ ଜଣ ଖେଳାଳିଙ୍କ ନାମ କ୍ଷୀରସିନ୍ଧୁ ଛତ୍ରିଆ ଓ କୁବେର ମଲ୍ଲିକ ମୁରିବାହାଲ
Read More...

ଜନବହୁଳ ରାସ୍ତା କଡ଼ରେ ଠିଆ ହୋଇଛି ଶୁଖିଲା ଗଛ : ହଟେଇବା ପାଇଁ ସାଧାରଣରେ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଚନ୍ଦ୍ରଶେଖର ଶିବ ମନ୍ଦିର ତଥା ଦୁର୍ଗାମଣ୍ଡପ ସାମ୍ନାର ଜନବହୁଳ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ବଡ଼ ବଡ଼ ଶୁଖିଲା ଗଛ । ଶାନ୍ତିପଡ଼ାରୁ ସହର ଆଡ଼ୁକୁ ଯାଇଥିବା ରାସ୍ତା କଡ଼ରେ ରହିଥିବା ଏହି ଦୁଇଟି ଶୁଖିଲା ଗଛ କେତେବେଳେ ବି କାହା
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କ ବିରୋଧ ପ୍ରଦର୍ଶନ

ବରଗଡ଼, (କେପିଏନ୍‌ଏସ୍‌) : ଆଜି ବରଗଡ଼ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ସମାବେଶରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସହ ବରଗଡ଼ ଜିଲ୍ଲାକୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନବୀନ । ୫ଟି ରୂପାନ୍ତରଣ କାର୍ୟ୍ୟକ୍ରମରେ ୭୧ଟି ସ୍ମାର୍ଟ ସ୍କୁଲ
Read More...

ବିଜେପୁର ସଭାସ୍ଥଳରେ ପହଞ୍ଚଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସଭାସ୍ଥଳରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଜେପୁରରେ ମୁଖ୍ୟମନ୍ତ୍ରୀ ଆସୁ ପହଂଚିଥିବା ବେଳେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ
Read More...

ଜିଏସ୍‌ଟି ବିଭାଗର ତନାଘନା ପରେ ଜୋରିମାନା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଗତକାଲି ଦୁଇପହର ସମୟରେ ପୁଲିସ କୋଣସି ସୁତ୍ରରୁ ଖବର ପାଇ ଏକ ପିକ୍‌ଅପ୍‌ ଭେନକୁ ଅଟକ ରଖିଥିଲା । ସୂଚନା ମୁତାବକ ଗାଡି ଡ୍ରାଇଭର ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟ ସାମଗ୍ରୀର ବିଲ ଦେଖାଇଥିଲେ ହେଲେ ଗାଡିରେ ଅଧିକ ମୂଲ୍ୟର ସାମଗ୍ରୀ ରହିଥିବା ସନ୍ଦେହରେ
Read More...

ସଇଁନ୍ତଲାରେ ନୂତନ ରେଞ୍ଜର ଭାବେ ଯୋଗଦେଲେ ସଙ୍ଘମିତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗରେ ରେଞ୍ଜର ଭାବେ ରାଜକିଶୋର ହରପାଲ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କର ବଦଳି ହେବା ପରେ ଆଜି ସଙ୍ଘମିତ୍ରା ଭୋଇ ନୂତନ ରେଞ୍ଜର ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ରାୟଗଡାର ଗୁଡାରି ବନ ବିଭାଗ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୫ ବୃଦ୍ଧି ପାଇଛି । ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା ।
Read More...

ଗତ ୨୪ ଘଂଟାରେ ୨୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...