Daily Archives

ଦଶରଥଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । କେତେ ସୁଖରେ ପରିବାରର ଲୋକଙ୍କ ଘର ସଂସାର ଚଳୁଥିଲା । ହେଲେ ଘରକୁ ମାଡି ଆସିଲା ଦୁଃଖର ଢେଉ । ଅନେକ ହସ ଖୁସିରେ ଦଶରଥଙ୍କ ଦିନ ବିତୁ ଥିବା ବେଳେ
Read More...

ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଦିନ୍‌ ଆୟୋଜନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବଲାଙ୍ଗିର ଦିନର ଆୟୋଜକ କମିଟି ସମ୍ବର୍ଦ୍ଧନା ଜଣାଇଛନ୍ତି । ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆଙ୍କ ନେତୃତ୍ୱରେ ୧୦ ଜଣିଆ କମିଟିର ସଦସ୍ୟ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ
Read More...

ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଙ୍ଗା ଦଦରା ଘରେ ଏକାକୀ ପଡିରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ୬୫ ବର୍ଷୀୟ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର । ପକ୍ଷାଘାତର ଶିକାର ହୋଇ ବିକଳାଙ୍ଗ ଅବସ୍ଥାରେ ପଡି ରହିଥିବା ଅସହାୟ ବୃଦ୍ଧ ଜଣକ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ
Read More...

କେରମେଲି ପଞ୍ଚାୟରେ ଅନିୟମିତତା ନେଇ ବିଡିଓଙ୍କ ଠାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଅନେକ କାର୍ଯ୍ୟରେ ଅନିୟମିତତା ହେଇଥିବା ନେଇ ବିଡିଓ ଚନ୍ଦ୍ର ମଣୀ ନାଗଙ୍କ ଠାରେ ଅଭିଯୋଗ ହୋଇଛି । ସୂଚନା ମତେ ଗତ ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପାଇକସମରା ଗ୍ରାମର ପ୍ରଧାନ ପଡ଼ା କଂକ୍ରିଟ
Read More...

ଛଟ୍‌ ପୂଜା ସମୟରେ ନଦୀରେ ବୁଡ଼ି ୪ ପିଲାଙ୍କ ମୃତ୍ୟୁ

ଝାଡଖଣ୍ଡ : ମଙ୍ଗଳବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର ମୁଫସିଲ ପୋଲିସ ଷ୍ଟେସନ ଅଞ୍ଚଳର ମଙ୍ଗ୍ରୋଡିହ ଗ୍ରାମରେ ଛଟ୍‌ ପୂଜା ଉତ୍ସବ ଅବସରରେ ଉସ୍‌ରି ନଦୀରେ ବୁଡ଼ିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତ ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍ ବୋଲି ଦର୍ଶାଯାଇଛି ।
Read More...

ରାଉରକେଲାରେ ରେଳ ଡିଭିଜନ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତି ଓ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ଝାରସୁଗୁଡା ସର୍କିଟ ହାଉସ୍‌ଠାରେ ବିଭିନ୍ନ ଦାବୀ ନେଇ ସ୍ମାରକପତ୍ର ମାନ ପ୍ରଦାନ କରାଯାଇଛି ।
Read More...

ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍‌ର ଡ଼େପୁଟି ମ୍ୟାନେଜର ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟବହିର୍ଭୁତ ସମ୍ପତ୍ତି ଠୁଳ…

ଭୁବନେଶ୍ୱର : ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ ଲିମିଟେଡ଼୍‌ର ଡ଼େପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି
Read More...

ବିଜେପୁରରେ କଳାକାର ସମାବେଶ : ବିଡିଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପାଞ୍ଚ ଦଫା ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଏନ୍‌ଏସି ସଦରମହକୁମାରେ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡିଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ଛଅ ଦଫା ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଡିଓ ତୃପ୍ତିମୟୀ ବରେଇ
Read More...

ତାମିଲନାଡୁରେ ତିନି ଦିନ ହେଲା ଜାରି ରହିଛି ବର୍ଷା : ୫ ମୃତ, ୫ଶହରୁ ଅଧିକ ଲୋକ ବାସହରା

ଚେନ୍ନାଇ : ତାମିଲନାଡୁରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୫ଶହରୁ ଅଧିକ ଲୋକ ବାସହରା ହୋଇଥିବା ସୂଚନା ମିଳିଛି । ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬.୮୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା
Read More...

ରାଉରକେଲାର ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟକଳା ପ୍ରତି ସମର୍ପିତ ୨୪ଗୋଟି ନାଟ୍ୟସଂସ୍ଥା (ରଂଗମଂଚ, ପ୍ରୟାସ, ସ୍ପନ୍ଦନ, ସଂପର୍କ, ସଂ କଳ୍ପ, ମହୁମାଛି, ପ୍ରତିଧ୍ବନି, ସ୍ବସ୍ତି ଝଙ୍କୃତ, ନ୍ୟୁ କ୍ବେଷ୍ଟ ରିପୋର୍ଟରୀ, କଳାକାର ଏକତା ମଂଚ, ବିଲିଭର, ଆମେ ନାଟୁଆ, ସାରନା ନବଯୁବକ ସଂଘ, କଲଚରାଲ
Read More...