Daily Archives

ବଲାଙ୍ଗିର ଦିନ୍‌କୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ଓ ଲୋଇସିଂହା ବିଧାୟକଙ୍କ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଉତ୍ସବ ପାଳନକୁ ସରସ ସୁନ୍ଦର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବଙ୍କୁ ସୁପାରିଶ ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏ ସମ୍ବନ୍ଧରେ ଜିଲ୍ଲାପାଳକୁ କେତେକ ସାମାଜିକ ଓ
Read More...

ଭୀମଡୁଙ୍ଗୁରିଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ସାମାଜିକ ସୁରକ୍ଷା ଶିବିରରେ ଯୋଗଦେଲେ ନରସିଂହ

ଭିନ୍ନକ୍ଷମ ସହାୟତା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ବିଧାନ ପ୍ରଦତ୍ତ ଅଧିକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପଂଚାୟତର ଭୀମଡୁଙ୍ଗିିରିଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବ୍ଲକସ୍ତରୀୟ ଭିନ୍ନକ୍ଷମ
Read More...

କଂଗ୍ରେସରେ ଯୋଗ ଦେଳେ ଅନେକ ଛାତ୍ର ଓ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଛାତ୍ର ଓ ଯୁବକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଗତକାଲି
Read More...

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ପାଟଣାଗଡରେ ର‍୍ୟାଲି ଓ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ପାଟଣାଗଡ ଉପଖଣ୍ଡ ଶାଖା ତରଫରୁ ର‍୍ୟାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମେତ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ ଗିରଫ କରିବା
Read More...

ମୋ ସ୍କୁଲ ଅଭିଯାନରେ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ କଲେ ବିଇଓ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ପଣ୍ଡିତ ଅକ୍ଷୟ
Read More...

ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗସ୍ତ କରିଥିବା ବେଳେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ବ୍ଳକର ଭଦ୍ରା ପଞ୍ଚାୟତ ସ୍ଥିତ ସ୍ଥାନୀୟ ପୋଖରୀର କାମ କରାଯାଉ ଥିବା ବେଳେ ତାହାର ତଦାରଖ ମଧ୍ୟ
Read More...

ଖୁଟୁଲିମୁଣ୍ଡାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ପଟୁଆପାଲି ପଂଚାୟତ ଅନ୍ତର୍ଗତ ଖୁଟୁଲିମୁଣ୍ଡା ଗ୍ରାମ ନିକଟସ୍ଥ ରମାଇ ପାହାଡ ପାଦଦେଶରେ ଥିବା ହନୁମାନ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟ ପ୍ରହରୀନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଦୀପାବଳି
Read More...

ଲୋକ ଯୋଜନା ଅଭିଯାନ-୨୦୨୧ ନିମନ୍ତେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲୋକ ଯୋଜନା ଅଭିଯାନ ୨୦୨୧ ନିମନ୍ତେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା
Read More...

ଆଲୋକର ପର୍ବ ଦୀପାବଳି ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଦୀପାବଳି ଅବସରରେ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆନନ୍ଦ ଉତ୍ସାହର ସହିତ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି । ଏହି ଦିନ ବଡବଡୁଆ ତଥା ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ରାତିରେ ଦୀପଦାନ ଉତ୍ସବ ପାଳନ ହୁଏ । ପିଣ୍ଡଦାନ ସହିତ ଜ୍ୱଳନ୍ତ ବଳିତା,
Read More...

ଛତ୍ରପୁର ବ୍ଳକ୍ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତି ବୈଠକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ବରିଷ୍ଟ ନାଗରିକ, ବୃଦ୍ଧିଜୀବୀ, ଗ୍ରାମର ଭଦ୍ରବ୍ୟକ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ
Read More...