Daily Archives

“ଭଏସ୍ ଅଫ୍ ଆଲୋକ” ତରଫରୁ ବଲାଙ୍ଗିର୍ ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର୍ ଦିନ୍ ଉପଲକ୍ଷେ "ଭଏସ୍ ଅଫ୍ ଆଲୋକ" ଫେସବୁକ୍ ପେଜ୍ ତରଫରୁ ଅନଲାଇନ୍ କବିତା ଆସରର ଆୟୋଜନ କରାଯାଇଥିଲା । ଉକ୍ତ ଆସରରେ ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ୱ କରିଥିଲେ । ସଂପାଦକ ଆଲୋକ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ତଥା କୋଷାଧ୍ୟକ୍ଷ
Read More...

ଦରମା ବୃଦ୍ଧି ଦାବୀରେ କନିଷ୍ଠ ଶିକ୍ଷକଙ୍କ ଧାରଣା, ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅତିକମରେ ୧୬୦୦୦ଟଙ୍କା ଦରମା ତଥା ଚୁକ୍ତିନାମା ନିୟମ ୨୦୧୩ ଅନୁସାରେ ଓଡିଶା ବର୍ଗରେ ସାମିଲ କରିବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ
Read More...

ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ। ଓ ବିକାଶ ନେଇ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ।, ଜଳ, ପରିମଳ ଓ ବିକାଶ ନେଇ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ରାଧାମୋହନ ଦେବ ବ୍ୟବସାୟୀ ସଂଘ ଘୋରଡିଆର ସମନ୍ୱୟ ବୈଠକ ରବିବାର ରାତ୍ର ୮ଟାରେ ଘୋରଡିଆ ବଜାର ପରିସରରେ
Read More...

ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଦରଦାମ ବୃଦ୍ଧି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ସ୍ମାରକ ପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରରେ ମୋଦି ସରକାରଙ୍କ ଦୈନଦିନ ବ୍ୟବହୃତ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଭଳି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଡେଲାଙ୍ଗ ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ
Read More...

ଗୋ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ ‘ଓଡ଼ିଆ ସ୍ୱାଭିମାନ ସମ୍ମାନ’

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଂ ରୁମର ସେମିନାର ହଲ୍‌ରେ ଆୟୋଜିତ ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ ଓ କଳା ବିକାଶ କେନ୍ଦ୍ର ଛତ୍ରପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ନିଆରା ଧର୍ମୀ "ଓଡ଼ିଆ ସ୍ୱାଭିମାନ ସମ୍ମାନ" କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଗତ ୨୪ ଘଂଟାରେ ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୨୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

‘ଭାଷା ସଂଗମ’ ଓ ମୋବାଇଲ ଆପ୍‌ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ୨୨ଟି ଆଂଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା…

‘ଭାଷା ସଂଗମ ଆପ’ରେ ୨୨ଟି ଆଂଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି‘ଭାଷା ସଂଗମ’ ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ଦେବ‘ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍‌ ଆପ୍‌’ ଭାରତର ସଭ୍ୟତା, ସଂସ୍କୃତି ଓ ଇତିହାସ ଉପରେ ଅବଗତ
Read More...

ଖଡ଼ିଆଳ ଏନ୍‌ଏସି ପକ୍ଷରୁ କରୋନା ସଚେତନତା ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଡ଼ିଆଳ ଏନ୍‌ଏସି ପରିସର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ସଚେତନତା ମାଧ୍ୟମରେ
Read More...