Daily Archives

ଅଟକି ରହିଲା ତପସ୍ୱିନୀ ଏକ୍ସପ୍ରେସ : ଯାତ୍ରୀ ହଇରାଣ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ଦୀର୍ଘ ୨ ଘଣ୍ଟା ଧରି ଅଟକି ଥିଲା ତପସ୍ୱିନୀ ଏକ୍ସପ୍ରେସ୍‌ । ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକି ଥିବା ସୂଚନା ମିଳିଛି । ଏକ ଘରୋଇ କଂପାନୀ ରେଳ
Read More...

ନୂଆପାଲି କ୍ରିକେଟ୍ ପ୍ରତିଯୋଗିତା : ରତାଖଣ୍ଡିକୁ ହରାଇଲା ଗାଈବାହାଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରର ମା' ପାଟଖଣ୍ଡା ମିନି ଷ୍ଟାଡିୟମରେ ନୁଆପାଲିର ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ପ୍ରତଯୋଗିତା ଅନୁଷ୍ଠିତ ହେଉଛି । ୧୬ଟି ଦଳକୁ ନେଇ ଅନୁଷ୍ଟିତ ହୋଇଥିବା ଏହି ଟୁର୍ନାମେଣ୍ଟାର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଚାଟିପଦରକୁ
Read More...

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କିଷାନ ସଂଗଠନ ପକ୍ଷରୁ ତହସିଲ ଅଫିସ ଘେରାଉ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ ଆଦି ସମସ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଷାନ
Read More...

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଥାନା ଅନ୍ତର୍ଗତ ବଡ଼ବାହାଲ ଗାଁର ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ସେହି ଗାଁର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦୀର୍ଘ ବର୍ଷ ପୂର୍ବରୁ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ
Read More...

ବେଲଗାଁରୁ ୮ ଫୁଟ୍‌ର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ଗ୍ରାମର ପଠାନ ପଡ଼ାଠାରେ ଏକ ବଡ଼ ସାପ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ଉକ୍ତ ସ୍ଥାନରେ ପହଁଚି ୮ ଫୁଟର ଅଜଗର ସାପ ଉଦ୍ଧାର
Read More...

ବିଜେପି ଜଗଦଲପୁର ମଣ୍ଡଳ ସ୍ତରୀୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକର କୁମିର ଗ୍ରାମ ପଞ୍ଚାୟତର କୁମିର ଗ୍ରାମଠାରେ ଆଜି ମଙ୍ଗଳବାର ଦିନ ଜଗଦଲପୁର ମଣ୍ଡଳ ସ୍ତରୀୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧ରୁ ଜଣେ, ମୁରିବାହାଲ ବ୍ଲକ ତେତେଲଖୁଣ୍ଟି ଗ୍ରା.ପ.ରୁ ଜଣେ ଓ ଲଖନା ଗ୍ରା.ପ.ରୁ ଜଣେ,
Read More...

ପେଟ୍ରୋଲିୟମ ଜାତଦ୍ରବ୍ୟ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକସ୍ମିକ ଦରବୃଦ୍ଧି ନେଇ ଶାସକ ବିଜେଡିର ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦରବୃଦ୍ଧି ଚିନ୍ତା କଠୋର ପନ୍ଥୀ ଭାବନା ଏବଂ ଅଗଣତାନ୍ତ୍ରିକ ନୀତି ବୋଲି କୁହାଯାଇଛି । ଜାଳେଣି ଗ୍ୟାସ ଓ ତୈଳ ଦର ବୃଦ୍ଧିକୁ ନେଇ ଓଡ଼ିଶାର ଗରୀବ ଲୋକଙ୍କ ଉପରେ ଚଡ଼କ ପଡିଛି । ଏନେଇ ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ବିଜେଡି ଦଳ
Read More...

ସରକାରୀ ସହାୟତା ଅପେକ୍ଷାରେ ମା’ ଭଗବତୀ ମହିଳା ଆଶ୍ରମ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧାଠାରେ ଦୁଇ ଉଦଯୋଗୀ ମହିଳାଙ୍କ ଉଦ୍ୟମରେ ଅଞ୍ଚଳର ଗରିବ ତଥା ଅସହାୟ ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ମା' ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମ ପ୍ରତିଷ୍ଠା କରାଯାଇଛି । ଏଠାରେ ଗରିବ ଅସହାୟ ମହିଳା ମାନଙ୍କୁ ବିଭିନ୍ନ
Read More...

ମାଗଣା ସ୍ୱାସ୍ଥ୍ୟ ସେବା କାହା ପାଇଁ : ଅଜଣା ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପଦ୍ମିନୀ

ସିନାପାଲି, (ନିରାକାର ମେହେର) : ଗରିବ ଅସହାୟ ତଥା ଅଭାବ ଗ୍ରସ୍ତ ଲୋକଙ୍କ ଚିକିତ୍ସା ସେବା ପାଇଁ ସରକାର ଅନେକ ପ୍ରକାର ମାଗଣା ଚିକିତ୍ସା ସେବା ଯୋଗାଇ ଦେବାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀ ତଥା ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଏବଂ ଲୋକଙ୍କ
Read More...