Daily Archives

ଖଡ଼ିଆଳ ଅଗ୍ନିଶମ ବାହିନୀ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀମାନେ ଦୁର୍ନୀତି ସମାଜରୁ ଦୂର କରିବା ସହ ସଚ୍ଚୋଟ ରହିବାକୁ ଶପଥ ନେଇଥିଲେ । ଖଡ଼ିଆଳ ଦମକଳ କେନ୍ଦ୍ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ
Read More...

କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା, (ନିରାକାର ମେହେର) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କଠାରୁ ଷାଠିଏ ବୋତଲ କୋରେକ୍ସ କଫ୍‌ ସିରପ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖଡ଼ିଆଳ ଓ ସିନାପାଲି ଅବକାରୀ
Read More...

ଜଗବନ୍ଧୁ ଦାସ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିରର ଉଦ୍‌ଯାପନୀ ଦିବସରେ ଇପ୍ସ କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ବିଶେଷ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସଭା କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖାର ବିଶେଷ ଅଧିବେଶନ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ରବିଚନ୍ଦ୍ର
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଶାସନ ଅଧିକାରୀ ସ୍ୱର୍ଗତ ରାଧାକାନ୍ତ ହୋତାଙ୍କ ସହଧର୍ମିଣୀ କନକ ମଞ୍ଜରୀ ହୋତାଙ୍କ ପେଲେସଲାଇନ ସ୍ଥିତ ବାସ ଭବନ ଠାରେ ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଏବଂ ମେଳାପି ମହିଳା ଥିଲେ । ତାଙ୍କ ମୃତ୍ୟୁ ସମୟରେ
Read More...

ଅଲ ଓଡିଶା ଟେଣ୍ଟ ହାଉସ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା ଏସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜୀବନ ଜୀବିକା ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡ଼ିଶା ଟେଣ୍ଟ ହାଉସ ଓନର ଆସୋସିଏସନ ଓ ବଲାଙ୍ଗିର ଜିଲ୍ଲାର ଟେଣ୍ଟ ହାଉସ ଏସୋସିଏସନର ମିଳିତ ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨ ବର୍ଷ ହେଲା ମହାମାରୀ କରୋନା ସମୟରେ ଟେଣ୍ଟ ହାଉସ ବ୍ୟବସାୟ
Read More...

ମମିତାଙ୍କ ପରିବାରଙ୍କୁ ଭେଟିଲା କଂଗ୍ରେସର କେନ୍ଦ୍ରୀୟ ଟିମ : ଏଠି ରକ୍ଷକ ଭକ୍ଷକ ସାଜିଛି – ରାଷ୍ଟ୍ରୀୟ…

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଝରଣୀ ଗାଁରେ ନେତା, ମନ୍ତ୍ରୀଙ୍କ ପ୍ରତ୍ୟେକ ଦିନ ଡେରା ପଡୁଛି । ତେବେ ମମିତା ମେହେର ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର
Read More...

ଜୁରାବନ୍ଦ ଠାରେ ବିଜେପିର ପ୍ରସ୍ତୁତି ବୈଠକ : ଶତାଧିକ କର୍ମୀ ବିଜେପିରେ ସାମିଲ

ସଇଁନ୍ତଲା, ( ଅଜିତ କୁମାର ସାହୁ) : କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତର ସ୍ଥାନୀୟ ଆମ୍ବ ବଗିଚା ନିକଟରେ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି
Read More...

ସୁବର୍ଣ୍ଣପୁର ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦକୁ କେଶରୀୟା ହିନ୍ଦୁ ବାହିନୀର ପୂର୍ଣ୍ଣ ସମର୍ଥନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଘଟଣାରେ ସଂପୃକ୍ତ ମନ୍ତ୍ରୀ ମାନଙ୍କୁ ଯଥାଶୀଘ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବୀ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦକୁ
Read More...

ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଦିବସ ନିରଡାମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ ବିଦ୍ୟାଳୟ ପ୍ରବେଶ ଦ୍ୱାର ସମ୍ମୁଖରେ ଦୀପ
Read More...