Daily Archives

ବସ୍ତି ଅଞ୍ଚଳର ଗରୀବ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଇ-ସ୍କୁଲ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ସାଧାରଣ ଶିକ୍ଷା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ ଭାବରେ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯେଉଁ ଛାତ୍ରଛାତ୍ରୀମାନେ
Read More...

ଏଲ୍‌ଆଇସି ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ସାଂଗଠନିକ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଏଲ୍‌ଆଇସି (ଜୀବନ ବୀମା ନିଗମ) ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ଏକ ସାଂଗଠନିକ ସଭା ସେକ୍ଟର ୧୯ ରାଉରକେଲା ଏଲଆଇସି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନୃସିଂହ ଚରଣ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ସୁନିଲ
Read More...

ସାହାଜପାଣି ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ଦଳ ଛାଡି ବିଜେଡିରେ ଯୋଗଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ସାହାଜପାଣି ପଞ୍ଚାୟତ ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ପ୍ରଫୁଲ୍ଲ ମାଝୀଙ୍କ ସମେତ ବିଜେପିର ଅନ୍ୟ କର୍ମୀ ମାନେ ବିଧାୟକ ସରୋଜ ମେହେରଙ୍କ ତତ୍ୱଅବଦାନରେ ଖପ୍ରାଖୋଲ ବ୍ଲକ ସହଜପାଣି ପଞ୍ଚାୟତର ସକ୍ରିୟ
Read More...

ଭୁବେନେଶ୍ୱର-କଲିକତା ଅଭିମୁଖେ ବାହାରିଲେ ତିନି ପରିବ୍ରାଜକ : ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ପରିବେଶ ଓ ଆତିଥ୍ୟକୁ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁସ୍ଥ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସଚେତନତାର ମହତ ବାର୍ତ୍ତା ନେଇ ରାୟପୁର ସହରରୁ ଅକ୍ଟୋବର ୭ ତାରିଖରୁ ୩ ଯୁବ ପରିବ୍ରାଜକ ଭାରତ ବର୍ଷର ୨୯ଟି ରାଜ୍ୟକୁ ପଦଯାତ୍ରାରେ ବାହାରି ଗତକାଲି ସୁବର୍ଣ୍ଣପୁରରେ ପହଞ୍ଚିଥିଲେ । ତିନି ପରିବ୍ରାଜକ ଆଜି ସକାଳ ୮
Read More...

ମମିତା ହତ୍ୟା ମାମଲା : କାର୍ଯ୍ୟାନୁଷ୍ଠାନ ଦାବୀ ତେଜୁଛି, ଉପଯୁକ୍ତ ନ୍ୟାୟ ସହ କ୍ଷତିପୂରଣ ଦାବୀ କଲା ନିଖିଳ ଓଡ଼ିଶା…

ନୂଆପଡ଼ା, (ନିରାକାର ମେହେର) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ନିଖିଳ ଓଡ଼ିଶା ମେହେର ସମାଜ ଘୋର ନିନ୍ଦା କରିଛି । ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ତତ୍ୱାବଧାନରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩୦୫ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ପୁରୀ, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ
Read More...

ଛତ୍ରପୁର ବ୍ଳକର ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ରାସ୍ତାର ଭିତ୍ତି ପ୍ରସ୍ତର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆନୁକୁଲ୍ୟରେ ଛତ୍ରପୁର ବ୍ଲକର ଜଗତପଲ୍ଲୀ ଛକଠାରୁ ବଡ ମାଧପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁକ୍ରବାର ବଉଳଗାଁ ଚାରିଛକଠାରେ ଏହି ମେଗା ପ୍ରକଳ୍ପ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର
Read More...

ଛତ୍ରପୁର ବ୍ଳକ୍ ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ କର କମଳରେ ବିଭିନ୍ନ ପ୍ରକଳ୍ପର ମାରାଥନ୍ ଉଦ୍‌ଘାଟନ ହୋଇଯାଇଛି ।
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ସହରାଞ୍ଚଳର ଏନ୍‌ଏସି ନିର୍ବାହୀ ଅଧିକାରୀ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥା ତଦାରଖ ନିମନ୍ତେ ୱାର୍ଡ ପରିଦର୍ଶନ କରିବେ । ଘରୁ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେବ । ସମସ୍ତ ସହରାଞ୍ଚଳର ସୌନ୍ଦର୍ଯ୍ୟିକରଣ ଓ
Read More...

ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ବହିସ୍କାର କରିବା ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟା ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀକୁ ବହିସ୍କାର କରିବ ଏବଂ ଘଟଣାର ସିବିଆଇ ତଦନ୍ତ କରାଯିବା ଦାବୀ ନେଇ ଗତକାଲି ଜିଲ୍ଲାପାଳ ଅଫିସ ସମ୍ମୁଖରେ ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି
Read More...