Daily Archives

କେ.ଗାଁ ଥାନା ଆଇଆଇସି ତମୁ ପରଜା ସସପେଣ୍ଡ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟରେ ଅବହେଳା ଯୋଗୁଁ କେ.ଗାଁ ଥାନା ଆଇଆଇସି ତମୁ ପରଜାଙ୍କୁ ସସପେଣ୍ଡ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ମମିତା ନିଖୋଜ ପରେ ପରିବାରର ଅଭିଯୋଗ ରଖିନଥିବାରୁ ସସପେଣ୍ଡ କରାଯାଇଥିବା ଜଣାପଡିଛି ।
Read More...

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ

ସିନାପାଲି, (ନିରାକାର ମେହେର) : ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି । ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମଗ୍ରୀ ଯୋଗାଇ ଦେଉଥିବା
Read More...

ମମିତା ମେହେର ପ୍ରତି ଅମାନୁଷିକ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଏବଂ ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦାବୀ କଲା ଦଳିତ…

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ କରିବା ସହ ଘଟଣାର ସିବିଆଇ ତଦନ୍ତ ଏବଂ ତୁରନ୍ତ
Read More...

ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଫାଶୀ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ…

କଂଟାବାଂଜି, (ମନୀଷ କୁମାର ହଂସ) : ଅଧ୍ୟକ୍ଷା ମମିତା ମେହେରକୁ ଯୋଜନା ବଦ୍ଧଭାବେ ହତ୍ୟା କରାଯାଇ ତାଙ୍କୁ ବିଦ୍ୟାଳୟ ପରିସରରେ ଥିବା ଷ୍ଟାଡିୟମରେ ପୋତାଯାଇଥିଲା । ଏହି ହତ୍ୟାକାଣ୍ଡରେ ସେହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ନିଜେ ସଂଶ୍ଲିଷ୍ଟ ଥିବାରୁ ତାକୁ
Read More...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବୀରେ ଆଜି ସଇଁନ୍ତଲା ବନ୍ଦ, ଗୋବିନ୍ଦଙ୍କୁ ଫାଶୀ ଦିଆଯାଉ- ବିଜେପି

ସଇଁନ୍ତଲା, (ଅଜିତ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଏହାକୁ ସମର୍ଥନ ଜଣାଇଛି ସଇଁନ୍ତଲା ବିଜେପି । ତେବେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର
Read More...

ସିବିଆଇ ତଦନ୍ତ ଦାବୀ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟା ଘଟଣାରେ ବିଭିନ୍ନ କୋସଲବାଦୀ ଯୁବ ସଂଗଠନମାନଙ୍କ ତରଫରୁ ଗତକାଲି ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଘଟଣାର ଗୁରୁତ୍ୱ ଅନୁଭବ କରି ତୁରନ୍ତ ସଂପୃକ୍ତ ମନ୍ତ୍ରୀଙ୍କୁ ଅପସାରଣ କରିବା ସହ
Read More...

ଏସ୍‌ୟୁସିଆଇ ପକ୍ଷରୁ ପ୍ରତିବାଦ, କୁଶ ପୁତ୍ତଳିକା ଦାହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦାବୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଶାଖା ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ସଂପୃକ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଥାନା ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଆଜି କଂଗ୍ରେସ ଦଳ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଥାନା ଘେରାଉ କରଯାଇଛି । ଏହି ହତ୍ୟା ଘଟଣା ସାରା ଓଡିଶା ଆବାଳ
Read More...

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବଲାଙ୍ଗିର ବନ୍ଦ ସଫଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଲିଙ୍ଗ ସନସାଇନ କଲେଜ ଅଦ୍ଧ୍ୟକ୍ଷ୍ୟା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ମମିତାଙ୍କ ଅପହରଣ ଖବର ଆସିବା ଦିନଠୁଁ ଅଂଚଳରେ ଅଶାନ୍ତ ପରିବେଶ ଲାଗି ରହିଥିବା ବେଳେ ଆଶଙ୍କା ମୁତାବକ ଘଟଣାରେ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ
Read More...

ଆଜିଠାରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠାରୁ ସାରା ରାଜ୍ୟରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଯାଇଛି । ଶିକ୍ଷା ଅନୁଷ୍ଠାନର କ୍ୟାମ୍ପସଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରି ବିଶୋଧନ କରାଯାଇଥିବା ବେଳେ ପାଠପଢା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେବା
Read More...