Daily Archives

ଅପରାଧୀମାନଙ୍କୁ ସୁରକ୍ଷା ଦେଉଛି ପୋଲିସ : ନ୍ୟାୟ ଅପେକ୍ଷାରେ ପୀଡିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଦିନରେ ବରଗଡ଼ ପୋଲିସର ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା ସମାଲୋଚନା ହେଇଆସୁଛି, ଯେମିତିକି ହାଜତ ମୃତ୍ୟୁ ଘଟଣା ଯେଉଁଥିରେ ପୋଲିସ ବଦନାମ ହେଉଛି । ଏଭଳି ଜିଲ୍ଲାରେ ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ପୋଲିସର ଭୂମିକା ସନ୍ଦେହଜନକ ରହୁଥିବା
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୯୬ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ଗତ ୨୪ ଘଂଟାରେ ୫୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭୮୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କୋଶଲ ଯୁବ ସମନ୍ୱୟ ସମିତି ତରଫରୁ ସିନ୍ଧେକେଲାରେ ବିକ୍ଷୋଭ ପ୍ରଦର୍ଶନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କୋଶଲ ଯୁବ ସମନ୍ୱୟ ସମିତି ତରଫରୁ ମମିତାଙ୍କ ଗାଁ ଝରନିରୁ ବଲାଙ୍ଗିର ପଦଯାତ୍ରାରେ ବାହାରି ସିନ୍ଧେକେଲା ମୁଖ୍ୟ ରାସ୍ତା ଏବଂ ଥାନା ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେବା ସହ ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ
Read More...

ବିଜେପି ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ବୈଠକ : ଯୋଗ ଦେଲେ କଲହାଣ୍ଡି ସାଂସଦ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପଠାରେ ଆଜି ଭାଜପାର ଅନୁସୂଚୀତ ଜାତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ରୂପେ ଡ଼ଃ. ବିଭୁ ପ୍ରଶାଦ ତରାଇ ଯୋଗ ଦେଇ ଦଳୀୟ ସଂଗଠନ ମଜଭୁତ ସହ ତୃଣମୂଳ ସ୍ତରରେ
Read More...

ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଖଡ଼ିଆଳ ସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ
Read More...

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା : ଗିରଫ ଗୋବିନ୍ଦକୁ ସାରା ରାତି ଏସପିଙ୍କ କାର୍ଯ୍ୟାଳୟରେ ଜେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଗତକାଲି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ ପରେ ସାରା ରାତି ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳୟରେ ଜେରା ହୋଇଛି । ପୁରା ଘଟଣାର ଗୋଟି ଗୋଟି ସତ ତା'
Read More...

ମହୁଲପାଲିରେ ଗଜଳଷ୍ମୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପାଳନ ହେଲା ମା' ଗଜଳଷ୍ମୀଙ୍କ ପୂଜା । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ୨୦ତମ ମା' ଗଜଳଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଅପରାହ୍ନ ୨ଟା ସମୟରେ କଳସ ଯାତ୍ରାରେ
Read More...

ମହୁଲପାଲିରେ ସବୁଜ ସାଥୀ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ମହୁଲପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ପ୍ରକୃତି ବନ୍ଧୁ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
Read More...