Daily Archives

ଲେବିଡି ଗ୍ରାମରେ କୃଷକ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନୁକୂଲ୍ୟରେ ଶରଧାପାଲି ଗ୍ରାମ ପଞ୍ଚୟତ ଲେବିଡି ଗ୍ରାମଠାରେ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କୃଷକ ମେଳାରେ ଶରଧାପାଲି ଗ୍ରାମ ପଞ୍ଚାୟତର ଶତାଧିକ
Read More...

ଆମ୍ଭମୁଣ୍ତାରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତ ଆମ୍ଭମୁଣ୍ଡା ଗ୍ରାମରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନସାଧାରଣଙ୍କ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ
Read More...

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ଦଧାନା
Read More...

ଜମଲା ଡିଗ୍ରୀ କଲେଜରେ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରିଖରୁ ୨୪ ତାରିଖ ଯାଏଁ ନଅଟି କଲେଜରେ ରେଡକ୍ରସ ସୋସାଇଟିର ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ
Read More...

ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ନୂଆଁଖାଇ ଭେଟଘାଟର ସ୍ଥାୟୀ ସଭାପତି ଲଲିତ ଜଗତଙ୍କ ସଭାପତିତ୍ବରେ ଧାନ ମଣ୍ଡି ମାଣ୍ଡୋସିଲଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ଖପ୍ରାଖୋଲ ପୋଲିସକୁ ମିଳିଲା ବଡ ସଫଳତା : ବାଇକ ଚୋର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, କଫସିରଫ ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା, କିନ୍ତୁ ରମାକାନ୍ତ ସାହୁ ଯେଉଁ ଦିନଠୁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେଲେ ସେହି ଦିନଠୁଁ ଖପ୍ରାଖୋଲ ଥାନା
Read More...

ଡେଲାଙ୍ଗରେ ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ଡେଲାଙ୍ଗ ବ୍ଲକ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ
Read More...

ମହାଳୟାରେ ସାମୂହିକ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ମହାଳୟା ଅବସରରେ ପୂଜ୍ୟପୂଜା ସେବା ସଂଗଠନ ଓ ଜଗନ୍ନାଥ କ୍ଲବର ମିଳିତ ଆନୁକୁଲ୍ୟରେ ଜଗନ୍ନାଥପଡାଠାରେ ସାମୂହିକ ଶ୍ରଦ୍ଧାଞ୍ଜଳି ଓ ଦୀପ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଡା. ଲୋକେଶ୍ୱର ସାଏ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ କପିଳ ପତି
Read More...

ପ୍ରୟାତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ, ପ୍ରଗତିଶୀଳ ସାହିତ୍ୟିକ ତଥା ବିଶିଷ୍ଟ ବାମପନ୍ଥୀ ଚିନ୍ତକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ ସଭା ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓ
Read More...