Monthly Archives

September 2021

ପିଏମ୍‌ ମୋଦୀ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରି ଏନ୍‌ଆଇବିଏସ୍‌ଟି କ୍ୟାମ୍ପସ ଉଦ୍ଘାଟନ କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳବାୟୁ ଅନୁକୂଳ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସକାଶେ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରିଛନ୍ତି । ଡିଜିଟାଲ କାର୍ୟ୍ୟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟପୁରରେ
Read More...

୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ସୁରକ୍ଷିତ ସ୍ଥାନ : ସିଆର୍‌ଏସ୍‌ ରିପୋର୍ଟ

ୱାଶିଂଟନ୍ : ଆତଙ୍କବାଦ ଉପରେ ଆମେରିକା କଂଗ୍ରେସର ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ପରିଚିତ ଅତି କମରେ ୧୨ ଟି ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ପାକିସ୍ତାନ । ଏଥିରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଭାରତକୁ ଟାର୍ଗେଟ କରୁଥିବା
Read More...

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦର୍ଯ୍ୟୋଧନ ବାରିକଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ
Read More...

ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ମାଟିର ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଶନିବାର ଦିନ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ପ୍ରଥମ ମହିଳା ସାମ୍ବାଦିକା ଭାବେ ସେ ବେଶ୍‌ ଜଣାଶୁଣା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୮୭କୁ ବୃଦ୍ଧି ପାଇଛି । ଜଗତସିଂହପୁରରୁ ୨ ଜଣ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ
Read More...

ପୱନ କୁମାର ତିୱାରୀ ହେଲେ ବଲାଙ୍ଗିର ସିଆର୍‌ପିଏଫ୍‌ର ନୂଆ କମାଣ୍ଡେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟେଲିଅନ୍‌ ସିଆର୍‌ପିଏଫ୍‌ର ନୂଆ କମାଣ୍ଡେଣ୍ଟ ଭାବେ ଯୋଗ ଦେଇଛନ୍ତି ପୱନ କୁମାର ତିୱାରୀ । ୧୯୬୮ ମସିହାରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ମୋଲାନପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ତିୱାରୀ ୪ ଫେବୃଆରୀ ୧୯୯୧ରେ
Read More...

ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲ ସମ୍ମୁଖରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ପାଣିଛତ୍ର ଅଞ୍ଚଳର ରେହେମାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୦୮/୦୯/୨୧ରେ ସେ ବିବାହ କରିଥିଲେ । ଗଣେଶ ରାଇସ
Read More...

କରୋନା ପାଇଁ ଡେଲାଙ୍ଗରେ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର : ସମ୍ବେଦନଶୀଳ ଓ ଜଟିଳ ବୁଥ କେନ୍ଦ୍ରରେ ସିିସି କ୍ୟାମରା…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବରୁ ଡେଲାଙ୍ଗରେ ୧୧୯ଟି ବୁଥ କେନ୍ଦ୍ର ରହିଥିଲା, ଚଳିତ ଉପନିର୍ବାଚନରେ କରୋନା ପାଇଁ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର କରାଯାଇଛି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଛ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବୁଥ କେନ୍ଦ୍ରକୁ ୩ଟି
Read More...

୨ୟ ଶ୍ରେଣୀର ଛାତ୍ର କିଡ୍‌ନୀ ରୋଗରେ ଆକ୍ରାନ୍ତ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ତେନ୍ତୁଲିମୁଣ୍ଡା ଗ୍ରାମର ଗରିବ ଅସହାୟ ଈଶ୍ୱର ସୁନାଙ୍କ ପୁଅ ରାଘବ ସୁନା(୭) କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହେଉପାରୁନାହିଁ । ବର୍ତ୍ତମାନ ଶିଶୁଟି ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ବାମଦଳ ଓ କଂଗ୍ରେସ୍ ମିଳିତ ଭାବେ ଭାରତ ବନ୍ଦ ପାଳନ କଲେ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦକୁ ସଫଳ କରିବାକୁ ନେଇ ଗଞ୍ଜାମ ସହରରେ ସିପିଏମ୍‌, ସିପିଆଇ ଏବଂ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପ୍ରଥମେ ଦଳୀୟ କର୍ମୀ ମାନେ ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠ ଛକ ୧୬ ନମ୍ବର ଜାତୀୟ
Read More...