Daily Archives

ଡ୍ରେନ ସଫା ନଥିବାରୁ ବଲାଙ୍ଗିର ରେଲୱେ ଷ୍ଟେସନ ରାସ୍ତାରେ ଲହଡା ମାରୁଛି ବର୍ଷା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିର ସହରରେ ମଧ୍ୟ ବର୍ଷା ଲାଗି ରହିଛି । ବଲାଙ୍ଗିର ରେଲୱେ ଷ୍ଟେସନକୁ ଯିବା ରାସ୍ତାରେ ଡ୍ରେନ ସଫା ନଥିବାରୁ ରାସ୍ତା ସାରା ଜଳମଗ୍ନ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଘରଭିତରକୁ ମଧ୍ୟ
Read More...

ଲଗାଣ ବର୍ଷାରେ ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିର ବାହାରୁ ବର୍ଷା ପାଣି ମନ୍ଦିରର ଗମ୍ଭୀରା ଗୃହ ଭିତରକୁ ପଶୁଥିବା ବେଳେ ଛାତ ଉପରୁ ମଧ୍ୟ ପାଣି ଗଳୁଥିବା କହିଛନ୍ତି ମନ୍ଦିର ପୂଜକ ମଳୟ କୁମାର
Read More...

ବର୍ଷାରେ ବେହାଲ ସଇଁନ୍ତଲା ଡାକ୍ତରଖାନା : ଛାତରୁ ଝରୁଛି ପାଣି ରୋଗୀ ହନ୍ତସନ୍ତ, ପ୍ରଶାସନର ଅବହେଳା ଯୋଗୁଁ ରୋଗୀ ହଇରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ଡାକ୍ତରଖାନାର ସ୍ୱଚ୍ଛତା, ସୁନ୍ଦର ପରିବେଶ ତଥା ଡାକ୍ତରଖାନାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କୁ ଦାୟିତ୍ୱ ଦେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷାରେ ଅଂଶରାଜ ପ୍ରଧାନ ଯୁକ୍ତଦୁଇ ବିଜ୍ଞାନରେ ଓ ମହମ୍ମଦ ନିଜାମ୍ ଯୁକ୍ତଦୁଇ ବାଣିଜ୍ୟରେ ବରଗଡ ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବାରୁ ସେମାନଙ୍କୁ ଭାରତ ବିକାଶ ପରିଷଦ
Read More...

ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ : ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ ରହିଥିବା ବେଳେ ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗାନ୍ଧୀନଗରପଡ଼ାର ଗାନ୍ଧୀ ଷ୍ଟେଚ୍ୟୁ ପଟରୁ ରାମଗୋପାଲ ହିନ୍ଦୀ ହାଇସ୍କୁଲକୁ ଯିବା ବେଳେ ବାମକଡ଼ରେ ପଡ଼ୁଥିବା ବ୍ରିଜ୍‌ ତଳେ ।
Read More...

ପଦ୍ମପୁର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋଡ଼ାସମ୍ବର ମାଟିର ଆଉ ଜଣେ ସୁଯୋଗ୍ୟ ସନ୍ତାନ, ଜଣେ ବରିଷ୍ଠ କଳାକାର, ନାଟ୍ୟ ନିର୍ଦେଶକ ଲେଖକ, ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କର ଆଜି ପଦ୍ମପୁର ମେହେରପଡ଼ା ସ୍ଥିତ ନିଜସ୍ୱ ବାସଭବନରେ ପରଲୋକ ହୋଇ ଯାଇଅଛି । ଜମିଦାରୀ ସମୟରେ
Read More...

ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ଗାଳ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ବୀଣାପାଣି ଭଜନ କଳା ସଂସ୍କୃତି ପରିଷଦ ମନାପଡା ଦ୍ଵାରା ସମ୍ମାନିତ ହେଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ନାଟ୍ୟ କଳାର ଏନ୍ତୁଡ଼ିଶାଳ ମନାପଡା, ଅତାବିରା ଗ୍ରାମର ବୀଣାପାଣି ଭଜନ କଳା ଓ ସଂସ୍କୃତି ପରିଷଦ, ତରଫରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨୦୨୧ରେ ଆଜି ସଂକଳ୍ପ ପରିବାର, ବରଗଡ଼କୁ ସମାଜ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନପତ୍ର ବା ପ୍ରଶଂସା ପତ୍ର
Read More...

ଆସନ୍ତା ୧୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ) : ଚଳିତ ସେପ୍ଟେମ୍ବର ୧୯ ତାରିଖ ରବିବାର ଦିନ ବଲାଙ୍ଗିର ସିଭିଲ କୋର୍ଟ ତଥା ବଲାଙ୍ଗିର ଜିଲ୍ଲାର ତାଲୁକ ସ୍ତରରେ ସମସ୍ତ କୋର୍ଟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ । ୧୯ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଏହି ଲୋକ ଅଦାଲତରେ ପ୍ରାୟ
Read More...

ସଫଳତା ପଥରେ ଜ୍ୟୋତିରଂଜନ : ଟାଇକଣ୍ଡୋରୁ ୟୁଟ୍ୟୁବର, ସବୁଥିରେ ମାହିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିଶୁ ପ୍ରତିଭା ଜ୍ୟୋତିରଂଜନ ପାଢ଼ୀ । ମଦର ପବ୍ଲିକ୍‌ ସ୍କୁଲରେ ଅଧୁନା ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ କ୍ଲାସରୁ ବନିଛନ୍ତି ସଫଳ ୟୁଟ୍ୟୁବର । ପଢ଼ା ପାଇଁ କିଛି ସମୟ ପାଇଁ ବାପାଙ୍କ ଠାରୁ ମୋବାଇଲ୍‌ ଆଣିବା ସହ ସମୟର
Read More...