Monthly Archives

August 2021

ଧାରାବାହିକ ‘ଶ୍ରୀମନ୍ଦିର’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ବଲାଙ୍ଗିର ମାଟିର ଝିଅ ଜାଗୃତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଗଜପତି ମହରାଜା ଓ କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆଜି ଠାରୁ ପ୍ରତି ସମୋବାରରୁ ଶୁକ୍ରବାର ରାତି ୯:୩୦ରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ‘ଶ୍ରୀମନ୍ଦିର’ ଧାରାବାହିକ । ତେବେ ଏହି ‘ଶ୍ରୀମନ୍ଦିର’ ଧାରାବାହିକରେ ମୁଖ୍ୟ ଭୂମିକାରେ
Read More...

ଛତ୍ରପୁରଠାରେ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ କ୍ରୀଡା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମଠାରେ ଆଞ୍ଚଳିକ ହକି ସଂଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ
Read More...

ଭାରତର ଯୋଗେଶ କଥୁନିଆ ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଲେ

ଟୋକିଓ : ଭାରତର ଯୋଗେଶ କଥୁନିଆ ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଛନ୍ତି । ଏଫ୍‌୫୬ କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ଯୋଗେଶଙ୍କ ସଫଳତାରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Read More...

ଆଫଗାନିସ୍ତାନରେ ଫ୍ରାନ୍ସ ଉଦ୍ଧାର କାର୍ଯ୍ୟ ଶେଷ କରି ତିନି ହଜାର ଲୋକଙ୍କୁ ଉଦ୍ଧାର କଲା

ପ୍ୟାରିସ୍ : ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି, ଏହି ସମୟରେ ଫ୍ରାନ୍ସ ଶୁକ୍ରବାର ଦିନ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ ଶେଷ କରିଛି ଏବଂ କାବୁଲ ବିମାନବନ୍ଦରରେ ନିର୍ମିତ ଫ୍ରାନ୍ସର ଅସ୍ଥାୟୀ ଦୂତାବାସ ମଧ୍ୟ ବନ୍ଦ
Read More...

ରାଷ୍ଟ୍ରୀୟ ଖେଳ ଦିବସ ପାଳିତ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ସର୍ବ ପୁରାତନ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟର ମହତାବ ସ୍ପୋଟସ୍‌ ଏକାଡେମୀ ଆନ୍ୟୁକୁଲ୍ୟରେ ଗତକାଲି ଡେଲାଙ୍ଗ ବ୍ଲକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା କ୍ରୀଡାବିତ୍‌
Read More...

ବଲାଙ୍ଗିର ଜିଲ୍ଲା ହକି ସଂଘର ଜାତୀୟ କ୍ରୀଡା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଏବିଏସ୍‌ଏସ୍‌ କ୍ଲବ ପରିସରରେ ଗତକାଲି ଜିଲ୍ଲା ହକି ସଂଘ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ପାଳନ କରିଛି । ସଂଘର ସଭାପତି ବେଳାଳ ସିଂ ଭୋଇଙ୍କ ଅଧ୍ୟକ୍ଷତା ତଥା ସମ୍ପାଦିକା ଆନନ୍ଦିନୀ ଦର୍ଜିଙ୍କ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫୨୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୫ ଜଣ ଆଂଚଳିକ
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଲାଟିନମ ଜୁବ୍‌ଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇହଲିଳା ସମ୍ଭରଣ କରିଥିବା ପୁରାତନ ଛାତ୍ର ଶୁଭ ସିଂ ଡନସନା,
Read More...

ଦେଓଗାଁରେ ଜେଏମ୍ଏଫ୍‌ସି କୋର୍ଟ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ଜେଏମ୍‌ଏଫ୍‌ସି କୋର୍ଟର ଆବଶ୍ୟକତା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପ୍ରତିଷ୍ଠା କରାଯାଉନଥିବାରୁ ଦେଓଗାଁବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦେଓଗାଁ ବ୍ଳକ ଏକ ଆଦିବାସୀ, ହରିଜନ ଅଧ୍ୟୁସିତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଦେଓଗାଁ
Read More...

ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ସୁରେନ୍ଦ୍ର ନାଗ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ଥିବା ଜାଣି ଦେଓଗାଁ ବ୍ଲକ ମହଲେଇ ପଞ୍ଚାୟତ ପାଣ୍ଡେଲ ଗାଁର ସୁରେନ୍ଦ୍ର ନାଗ (୨୯) ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଆଗରୁ ମଧ୍ୟ ପାଞ୍ଚ ଥର ରକ୍ତ ଦେଇ
Read More...