Monthly Archives

August 2021

ଉପାନ୍ତ ଅଞ୍ଚଳରେ ଥିବା ପିଏଚ୍‌ସିରେ ସ୍ୱାଧୀନତା ଦିବସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଗହଣରେ ସେଠାକାର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ୭୫ ତମ
Read More...

ୟୁଜି ୩ ପରୀକ୍ଷା ଅନ୍‌ଲାଇନ୍‌ରେ ଦେବାକୁ କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସମ୍ପ୍ରତି କରୋନାର ଭୟାଭୟତା ଥମିନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଭୟ କରୁଛନ୍ତି । ଯାହାକୁ ନେଇ ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗଂଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦଙ୍କ ଜରିଆରେ
Read More...

ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ବ୍ଳକ କିଷାନ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ବର୍ଷାର ଦେଖା ଦେଉନ ଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ଚିନ୍ତାର
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ପଦଧ୍ଵନିର ଇତିହାସ ଏବେବି ଗୁଞ୍ଜରୀତ ସୃଷ୍ଟି କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମ ଜାରୀ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ଘୁମୁସର ଖଣ୍ଡ ଅଞ୍ଚଳର ପାଇକ ବିଦ୍ରୋହ, ବେଲଗୁଣ୍ଠା, ପାରଳାଖେମୁଣ୍ଡି ଅଞ୍ଚଳରେ ସ୍ଵାଧୀନତା ସଂଗ୍ରାମୀ ଓ ପାଇକମାନଙ୍କ ବିଦ୍ରୋହ
Read More...

୭୫ ତମ ସ୍ୱାଧୀନତା ଦିବସ ଅବସରରେ ୭୫ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ ତମ ସ୍ଵାଧୀନତା ଦିବସ ଅବସରରେ ତଥା ବରଗଡ ରକ୍ତ ଭଣ୍ଡାର ଏବଂ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ସେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ତରଫରୁ ବରଗଡ ସର୍ବେଶ୍ଵର ମଣ୍ଡପଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ସେବାଶ୍ରୀ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜ ସେବାରେ ସଂକଳ୍ପ ପରିବାରର ରହିଥିବା ଅବଦାନକୁ ହୃଦୟଙ୍ଗମ କରି ସୋହେଲା ସ୍ଥିତ ସଂସ୍କୃତି ଭବନ ଠାରେ ହଟ୍‌ ନ୍ୟୁଜ୍‌ ୨୪ର ପ୍ରଥମ ସ୍ଵନକ୍ଷେତ୍ର ଉତ୍ସବରେ ସଂକଳ୍ପ ପରିବାରକୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ଗର୍ବ ଓ
Read More...

ବିଶ୍ଵବିଦ୍ୟାଳୟରେ କରୋନା ଟେଷ୍ଟ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ରାଜ୍ୟ ସମ୍ପାଦକ ତଥା ନୂଆପଡ଼ା ପର୍ଯ୍ୟବେକ୍ଷକ ସୁମନ କୁମାର ନନ୍ଦଙ୍କ ନେତୃତ୍ଵରେ ଏକ ଛାତ୍ର ପ୍ରତିନିଧି ଦଳ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ସାକ୍ଷାତ କରି
Read More...

ଡେଲାଙ୍ଗରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ମହିଳା ସମିତି, କ୍ଲବ, ପାଠାଗାର, ମିଡିଆ ପରିବାର, ବିଭିନ୍ନ ବଜାରରେ ଥିବା ବ୍ୟବସାୟୀ ସଂଘ ପକ୍ଷରୁ ରବିବାର ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ବୈଠକ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ହୋଟେଲ ଏକମ୍ବ୍ରରେ ରାଜ୍ୟ ସଭାପତି ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାଟିକୁ ରାଜ୍ୟ ମହାସଚିବ ହାନେସ ପାତ୍ରବାଗ ଏଜେଣ୍ଡା
Read More...

ସମାଜସେବୀଙ୍କ ଅନୁରୋଧ ରକ୍ଷା କରି ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶୃତି ଦେଲେ ସବ୍ୟସାଚୀ ମିଶ୍ର

କଳାହାଣ୍ଡି, (କେପିଏନ୍‌ଏସ୍‌) : ତିନି ଝିଅ ଏବଂ ସ୍ତ୍ରୀଙ୍କୁ ଧରି ଧର୍ମଗଡ଼ ବ୍ଲକ ତାରାପୁର ପଞ୍ଚାୟତ ତାରାପୁର ଗାଁରେ ହସଖୁସିରେ ଚାଲିଥିଲା ଚୌବନ ଚଣ୍ଡୀଙ୍କ ପରିବାର । ଅତି କଷ୍ଟରେ କୁଳି ମଜୁରୀ କରି ପରିବାର ମୁହଁରେ ଆହାର ଦିଅନ୍ତି ଚୌବନ । ହେଲେ ଆଠ ବର୍ଷର ସାନ ଝିଅ ସସ୍ମିତାଙ୍କ ନାକରେ
Read More...