Monthly Archives

August 2021

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ଦେଶାତ୍ମବୋଧକ ବହୁଭାଷୀ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନରେ ସମ୍ବାଦ ସାହିତ୍ୟ ଘର ବିଜ୍ଞାପିତ ଅଞ୍ଚଳ ପରିଷଦ ରମ୍ଭା ଓ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ୭୫ ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ
Read More...

ଲର୍ଡସରେ ଭାରତର ଦମଦାର ବିଜୟ : ଇଂଲଣ୍ଡକୁ ୧୫୧ ରନରେ ହରାଇ ୧-୦ରେ ସିରିଜ ଆଗୁଆ ଭାରତ

ଲଣ୍ଡନ : ମଙ୍ଗଳବାର ଖେଳ ଆରମ୍ଭ ବେଳକୁ ମନରେ ଢେର ଆଶା ଆଶଙ୍କା ଥିଲା । ପନ୍ତ ପ୍ୟାଭିଲିୟନ ଫେରିବା ପରେ ଆସନ୍ନ ପରାଜୟ ବି ଜଳ ଜଳ ଦେଖା ଯାଉଥିଲା । ହେଲେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା କମାଲ କଲେ । ଅପୂର୍ବ ସାହସ, ଅସୀମ ଧୈର୍ଯ୍ୟ ଓ ଦୃଢ଼ ଏକାଗ୍ରତାର ବଳିଷ୍ଠ ନମୁନା ଦେଖାଇ
Read More...

ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ପାଳିତ ହେଲା ୭୫ତମ ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସିଆର୍‌ପିଏଫ୍‌ର ସମସ୍ତ ଅଧିକାରୀ ଓ ଯବାନ ମାନେ ପତାକା
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ :…

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : "ସ୍କାନ" ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା' ସମଲେଇ ପୀଠରୁ ପୂଜାର୍ଚନା ପରେ ଶୁଭାରମ୍ଭ ହୋଇଛି । "ସ୍କାନ"ର ମୁଖ୍ୟ ଉପଦେଷ୍ଟା ତଥା
Read More...

୭୫ତମ ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପ ସଭାପତି ନାଉରି ନାୟକ
Read More...

ଜଗଦଲପୁରରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମକୁ ପହଂଚିଥିଲା । ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼ା. ଗାୟତ୍ରୀ ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମହିଳା ସ୍ଵାସ୍ଥ୍ୟକର୍ମୀ ଗୀତା ଲୁହାର,
Read More...

୭୫ତମ ସ୍ୱାଧୀନତା ଦିବସ ଅବସରରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ
Read More...

ସମ୍ବାଦ ସାହିତ୍ୟ ଘରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ କୋଭିଡ ଗାଇଡ୍‌ ଲାଇନ୍‌ କଟକଣାକୁ ଆଖି ଆଗରେ ରଖି ବୃକ୍ଷ ରୋପଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡ.ମାନଭଞ୍ଜନ ପ୍ରଧାନ, ସଂପାଦକ ଅଶୋକ ବହିଦାର, ଉଚ୍ଚ ବିଦ୍ୟାଳୟର
Read More...

କଂଟାବାଂଜି ବନ ବିଭାଗ ଦ୍ୱାରା ଚଢଉ : ୭୦ ହଜର ଟଙ୍କାର ଶାଗୁଆନ କାଠ ଜବତ

ମୁଖ୍ୟ ଆସାମୀ ଫେରାର, ଜଣେ ଗିରଫ କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଥାନା ତଥା ବନାଂଚଳ ଅଧିନସ୍ଥ ସହରର ଉପକଣ୍ଠସ୍ଥ ଡୁମେରଚୁଆଁ ଗାଁରେ ବେନିୟମ ଭାବେ ଶାଗୁଆନ କାଠର ଫର୍ନିଚର ୟୁନିଟର କାମ କରୁଥିବା ଅଭିଯୋଗରେ ରବିବାର ଦିନ ସ୍ଥାନୀୟ ଜଂଗଲ ବିଭାଗ ଅତର୍କିତ ଭାବେ ଚଢଉ
Read More...

‘ମାସ୍କୋ’ ଓ ‘କାର୍ପ୍’ ଦ୍ଵାରା ଜାତୀୟ ସଂହତି କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ମାସ୍କୋ' ଓ 'କାର୍ପ୍' ଦ୍ଵାରା ଏକ ଜାତୀୟ ସଂହତି କର୍ମଶାଳା ସ୍ଥାନୀୟ ମାସ୍କୋ ଓ କାର୍ପ୍ର ସମ୍ମିଳନୀ କକ୍ଷଠାରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଅଧିବେଶନରେ ଏହି
Read More...