Monthly Archives

August 2021

ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜେଡି ଜୋନ୍‌ ସ୍ତରୀୟ ବୈଠକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀର ଜୋନ୍‌ ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥିଙ୍କ ସଭାପତିତ୍ବରେ ପ୍ରବାଦ ପୁରୁଷ ବିଜୁ
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କଳିକେଶଙ୍କ ଦାବୀ : ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବହୁ ପ୍ରତିକ୍ଷୀତ ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ
Read More...

ବିଶ୍ଵ ଫଟୋଗ୍ରାଫି ଦିବସରେ ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଆଜି ଜିଲ୍ଲାର ୭ ଜଣ ବୟୋଜ୍ୟେଷ୍ଠ ଫଟୋଗ୍ରାଫରଙ୍କୁ ଏବଂ ମିଡ଼ିଆରେ କାର୍ଯ୍ୟରତ ଯୁବ ଫଟୋଗ୍ରାଫର୍‌ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଂଘ
Read More...

ରକ୍ତଦାନ ମହାନ ଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସକାଳେ ଦେଖିବାକୁ ମିଳିଲା ଏମତି ଏକ ଘଟଣା ଟେ ଯେଉଁଠି ଗୋଟେ ମନୁଷ୍ୟ ହିଁ ମନୁଷ୍ୟର ରକ୍ଷା କରିପାରେ । ଜଣେ ବ୍ୟକ୍ତିକୁ ରକ୍ତ ଦରକାର ଥିଲା ବେଳେ ସର୍ବଦା ପ୍ରସ୍ତୁତ ଓଡ଼ିଶା ଜୈନ ସମାଜର ମହା ମନ୍ତ୍ରୀ, ସମାଜ ସେବକ, କେସିଙ୍ଗାର ବହୁ ଚର୍ଚ୍ଚିତ ଭାଇ
Read More...

ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ମନୋନୀତ ହେଲେ ଜ୍ଞାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜ୍ଞାନ ରଞ୍ଜନ ସରାଫଙ୍କୁ ଆଜି ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି । ଟିଟିଲାଗଡ଼ ପୌରପରିଷଦର ଏକ ମାତ୍ର କଂଗ୍ରେସ ପୌରପରିଷଦ ସଭ୍ୟ କୃଷ୍ଣ ସରାଫଙ୍କ ଏକ ମାତ୍ର ସୁପୁତ୍ର ଜ୍ଞାନ ରଞ୍ଜନ ସରାଫ । ଛାତ୍ର ଜୀବନରୁ
Read More...

ମା’ସମଲେଶ୍ୱରୀ ଏନ୍‌ଏସି ସଫେଇ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବୀପତ୍ର ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମା'ସମଲେଶ୍ୱରୀ ଏନ୍‌ଏସି କର୍ମଚାରୀ ସଂଘ ପକ୍ଷରୁ ଏକ ୫ଦଫା ଦାବୀ ପତ୍ର ଆଜି ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଦର୍ଶାଇଯାଇଛି, ସାତ ମାସ ହେଲାଣି ଇପିଏଫ୍‌ ଟଙ୍କା କଟୁଥିଲେ ମଧ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦୁଇଜଣ ନୂଆ କେଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ଜଣେ ଓ ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛିନ୍ତି ।
Read More...

ପଦ୍ମପର ଅଞ୍ଚଳକୁ ମରୁଡି ଘୋଷଣା କରାଯିବାକୁ ଦାବୀ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୭ ତମ ସ୍ଥାପନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ନୃସିଂହନାଥ ସ୍ଥିତ ଭାଗବତ ତ୍ଵତ୍ତ ଆଶ୍ରମ ଠାରେ ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ତମ ଜନ୍ମ ଦିବସ ପାଳନ କରାଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ୍ ବେହେରାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ
Read More...

ସଦ୍‌ଭାବନା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶପଥ ପାଠ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦ୍‌ଭାବନା ଦିବସ ଅବସରରେ ଆଜି ଏକ ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଅଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ
Read More...

ପୋଲିସ ପାଟ୍ରୋଲିଂ ଯୋଗୁଁ ଦାରିଙ୍ଗବାଡିରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏଟିଏମ୍‌ ମେସିନ୍‌ ଭାଙ୍ଗିଥିଲେ ସୁଦ୍ଧା ଟଙ୍କା ଲୁଟ୍‌ କରିବାରେ
Read More...