Daily Archives

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର (ସାହୁ ଭବନ) ଧର୍ମଶାଳରେ ଠାରେ ଜିଲ୍ଲା ତୈଳିକ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ସମାଜର ଅଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ
Read More...

ଜାତୀୟ କ୍ରୀଡା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେସୀରା ସ୍ଥିତ ମାର୍କେଟ ୟାର୍ଡରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ
Read More...

ଯାଦବ ସମାଜ ବୁଦ୍ଧିଜୀବୀ ମଞ୍ଚର ଉଦ୍‌ଘାଟନୀ

ସମାଜିକ,ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତିକୁ ଗୁରୁତ୍ୱ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡା ଜିଲ୍ଲାର ଶତାଧିକ ଯାଦବ,
Read More...

ରଚନା ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ରଚନା' ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । କବି ପ୍ରହ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସମ୍ବଲପୁର ଜିଏମ୍ କଲେଜ ଭୀମ ଭୋଇ ଚେୟାରର ପ୍ରଫେସର କବି
Read More...

ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କର ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ
Read More...

ବିଜେଡିର ବଲାଙ୍ଗିର ବ୍ଲକ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଅର୍ନ୍ତଗତ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ବଲାଙ୍ଗିରର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ କର୍ମକର୍ତ୍ତାଙ୍କୁ କର୍ମଠ, ସୁସଙ୍ଗଠିତ ତଥା ନିର୍ଭୟରେ ଆଗାମୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ.୫ରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

ବିରଳ ରକ୍ତଦାନ କଲେ ଯୁବକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି ।ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ବର୍ଷସାରା ରକ୍ତଦାନ
Read More...

ବାଲିଗୁଡାରେ ସୂଚନା ଅଧିକାର କର୍ମୀ ତାଲିମ ଶିବିର ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶା ସୂଚନା ଅଧିକାର ଅଭିଯାନ, ଭୂବନେଶ୍ୱର ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ଚାପ୍ଟର ଦ୍ୱାରା ବନବାସୀ ସେବା ସମିତିର ତାଲିମ କେନ୍ଦ୍ର, ବାଲିଗୁଡା ଠାରେ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ ଦିନିକିଆ ସୂଚନା ଆଇନ ଉପରେ ତାଲିମ ପ୍ରଦାନ
Read More...

ବେଲପଡା ବନ ଦୂର୍ଗା ସେଣ୍ଟ୍ରାଲ ନର୍ସରୀଠାରେ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ସାମ୍ବାଦିକତାର ମୁଲ୍ୟବୋଧ କିପରି ଭାବରେ ସାମ୍ବାଦିକର ପରିଚୟ ସୃଷ୍ଟି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବନଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘର
Read More...