Daily Archives

ନିମୁର୍ଲା ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗଶିରା ପଞ୍ଚାୟତ ଅଧିନସ୍ଥ ନିମୁର୍ଲା ଗାଁରେ ଏକ ପରିବାର ଗୁଣୀ ଗାରେଡି କରି ଗ୍ରାମର ଲୋକଙ୍କୁ ଭୟଭୀତ କରୁଥିବା ନେଇ ଗାଁରେ ଜୁଲାଇ ପହିଲାରୁ ଅଶାନ୍ତିର ବାତାବରଣ ଲାଗି ରହିଥିଲା । ଗ୍ରାମବାସୀ ଏବଂ ବ୍ରଜ ଭୋଇ ପରିବାର
Read More...

ଛତ୍ରପୁରର ଦୁଇ ବରେଣ୍ୟ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିରେ ଲୀଳା ଖେଳସାରି ସମସ୍ତଙ୍କ ଗହଣରେ ଛାଡି ଚାଲିଯାଇଥିବା ଦୁଇ ସ୍ୱର୍ଗତ ଆତ୍ମାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖଣ୍ଡଦେଉଳି କଲେଜ ଅଧ୍ୟକ୍ଷ ଡ଼ଃ. ଦୁର୍ଯ୍ୟୋଧନ ସେଠୀ ଏବଂ ଗଞ୍ଜାମ ଜିଲ୍ଲା ଖାଉଟୀ ସୁରକ୍ଷା ଅଦାଲତର
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୩୫୧୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୬୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଓଏସ୍‌ଏସ୍‌ସି ଦୁର୍ନୀତିର କମିଶନ୍ ପାଲିଟିଛି : ଭାଜପା ଯୁବମୋର୍ଚ୍ଚା

ବରଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ଷ୍ଟାପ୍‌ ସିଲେକସନ୍‌ କମିଶନ୍ ଏବେ ଦୁର୍ନୀତିର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ
Read More...

ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ ନିଲମ୍ବିତ ହେଲେ

କଳାହାଣ୍ଡି, (ପିକେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ନିଲମ୍ବିତ ପୋଲିସ ଅଧିକାରୀ ମାନେ ହେଲେ ଏଏସ୍‌ଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି । ଏହା ସହ ଥାନାରେ
Read More...

ହରିଶଙ୍କର ହରିଣ ପାର୍କ : ଅଜଣା ସଂକ୍ରମଣ ଆଶଂକାରେ ୩ ଦିନରେ ୯ ହରିଣର ମୃତ୍ୟୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ଥିବା ହରିଣ ପାର୍କରେ ଅକାଳରେ ହରିଣ ମାନଙ୍କର ଜୀବନ ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ୩ ଦିନରେ ୯ ଗୋଟି ହରିଣର ମୃତ୍ୟୁ ଘଟିଛି । ତେବେ କ'ଣ ପାଇଁ ହରିଣ
Read More...

ରାଜ୍ୟରେ ଆସନ୍ତା ୯ରୁ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୯ରୁ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ କେବଳ ଶେଷ ବର୍ଷ ପାଇଁ ହେବ ଅଫ୍‌ଲାଇନ୍ କ୍ଲାସ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କଲେଜ ଖୋଲିବା ପୂର୍ବରୁ କଲେଜ ପରିସର ସଫା ସହ ବିଶୋଧନ କରିବାକୁ
Read More...