Daily Archives

ଦୁର୍ବୃତ୍ତଙ୍କ କଳା କାରନାମା : ଦିନ ଦ୍ୱିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ୪ ଲକ୍ଷ ଲୁଟିନେଲେ

କେନ୍ଦୁଝର : ପୁଣି ଦୁର୍ବୃତ୍ତଙ୍କ କଳାକାରନାମା ଲୋକଲୋଚନକୁ ଆସିଛି । ଆଜି ଦିନ ଦ୍ୱିପ୍ରହରରେ ୪ ଲକ୍ଷ ଟଙ୍କା କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ତହସିଲ ସାମ୍ନାରୁ ଏକ କଳା ରଙ୍ଗର ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ବାଇକ ଡିକିକୁ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ
Read More...

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଲା : ୯୯.୦୪% ପାସ ହାର

ନୂଆଦିଲ୍ଲୀ : ଆଜି ଦିନ ୧୨ଟାରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ନିଜ ପରୀକ୍ଷାଫଳ ଜାଣି ପାରୁଛନ୍ତି । ଚଳିତ ବର୍ଷ ସିବିଏସଇ ଦଶମରେ ପାସ ହାର ୯୯.୦୪ ପ୍ରତିଶତ ରହିଥିବା ବେଳେ ପିଲାଙ୍କୁ ପଛରେ ପକାଇ ବାଜି
Read More...

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ କ୍ରମେ ପିଏମ୍‌ କେଆର୍‌ସ ଫଣ୍ଡ ଷ୍ଟେଟ ସିଏସ୍‌ଆର୍‌ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି । ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ
Read More...

କଚ୍ଚାଘର ବଦଳରେ ପକ୍କାଘରବାଲାଙ୍କୁ ମିଳୁଛି ଆବାସ ଯୋଜନା : ତଦନ୍ତ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଗରିବ ଜନସାଧାରଣଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗଇ ଦେଉଛନ୍ତି । କିନ୍ତୁ ବଡାବଡିଆ ଓ କର୍ତ୍ତୃପକ୍ଷଙ୍କ ପ୍ରିୟା ପ୍ରୀତି ଯୋଗୁଁ ଗରିବଙ୍କ ବଦଳରେ ପକ୍କା ଘର ବାଲଙ୍କୁ ଆବାସ ଯୋଜନା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଲୋଇସିଂହା ବ୍ଲକ ହୀରାପୁର
Read More...

ବେଆଇନ କାର୍ଯ୍ୟ ଉପରେ ଖବର ପ୍ରସାରଣ ପରେ ରେଂଜର୍‌ଙ୍କ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା, ଗୁଳି କରିବାକୁ ଧମକ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲ ଭିତରେ ବନବିଭାଗର ବେଆଇନ କାର୍ୟ୍ୟକଳାପ ଦେଖିବାକୁ ମିଳିଛି । ଜଙ୍ଗଲ ରାସ୍ତା ନିର୍ମାଣରେ ଫରେଷ୍ଟର ଏବଂ ରେଂଜର ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରିଛନ୍ତି ।
Read More...

କେନାଲ କାମର ଅନୁଧ୍ୟାନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବାଗଦୋର ପଞ୍ଚାୟତର ଗଙ୍ଗାଧାର ପ୍ରକଳ୍ପର ଚାଷୀଙ୍କ ଅଭିଯୋଗ ହୋଇଥିବା କେନାଲ କାମର ମହାଦୁର୍ନୀତିର ଖବର ପାଇବା ପରେ କାମ ହୋଇଥିବା ଜାଗାକୁ ଯାଇ କାମର ଅନୁଧ୍ୟାନ କରିବା ସହ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରନ୍ତଙ୍କର ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୧୦୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ,
Read More...

ନୂଆ ଡାକ୍ତର ନିଯୁକ୍ତି ଓ ଡେପୁଟେସନ ନିଯୁକ୍ତିକୁ ବାତିଲ କରିବା ଦାବୀରେ ଜନମଞ୍ଚ ପକ୍ଷରୁ ପାଟଣାଗଡ଼ ଡ଼ାକ୍ତରଖାନା…

୫୦ ହଜାର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ଡ଼ାକ୍ତରଖାନା ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାଠାରେ ଦିନିକିଆ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ଜନମଞ୍ଚ ସିଭିଲ ସୋସାଇଟି
Read More...

ଜନନେତା ଅରୁଣ ଦେ’ଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇ ସଭାପତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ଜନନେତା, ପୂର୍ବତନ ବିଧାୟକ, ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ପରାମର୍ଶଦାତା ଅରୁଣ ଦେ’ଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗରେ
Read More...

ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଂଜାମ ମହାବିଦ୍ୟାଳୟକୁ ସଫଳତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ବିନା ପରୀକ୍ଷାରେ ଓ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ +୨ଫଳାଫଳ ଅନୁଯାୟୀ ଗଂଜାମ ମହାବିଦ୍ୟାଳୟକୁ ୯୨.୦୨% ସଫଳତା ମିଳିଛି । ମହାବିଦ୍ୟାଳର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ
Read More...