Daily Archives

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ - ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣକରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରାଛକଠାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏଠାରେ
Read More...

ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବର୍ଷାରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି, ସରସରା,
Read More...

ଶ୍ରୀବତ୍ସ ତ୍ରିପାଠୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବରିଷ୍ଠ କର୍ମଚାରୀ ଶ୍ରୀବତ୍ସ ତ୍ରିପାଠୀଙ୍କ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା । ନିଜ ଗ୍ରାମ ବରତୁଣ୍ଡାର ଅଙ୍ଗନଦୀ କୂଳର ସ୍ୱର୍ଗଦ୍ୱାର ଘାଟରେ
Read More...

ଦରମା ବୃଦ୍ଧି ଦାବୀରେ ଓସାକ୍ସ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ, କଳାବ୍ୟାଚ ପରିଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲଇଣ୍ଡିଆ ଏଡସ୍‌ କଣ୍ଟ୍ରୋଲ ଏମ୍‌ପ୍ଲଇଜ ୱେଲଫେୟାର ଆସୋସିଏସନ(ଏଆଇଏସିଇଡବ୍ଲ୍ୟୁଏ)ଙ୍କ ଡାକରାରେ ଆଜିଠାରୁ ନାକୋ ଅଧୀନସ୍ଥ କର୍ମଚାରୀମାନଙ୍କର ଦେଶବ୍ୟାପୀ ଅସହଯୋଗ ଧର୍ମଘଟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ୨୫ଜଣ ଓସାକ୍ସ
Read More...

ଗୋପବନ୍ଧୁ ଯୁବକ କ୍ଲବ ପକ୍ଷରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସମାରପାଲି ଗ୍ରାମର ଯୁବକମାନେ ଏକତ୍ରୀତ ହୋଇ ଗ୍ରାମର ନାଳ ନର୍ଦ୍ଦମା ଅଳିଆ ଆବର୍ଜନା ଅନାବନା ଘାସ ଗୁଡିକ ସଫା କରିଛନ୍ତି । ମଶା ବଂଶ ବିସ୍ତାର ନ ହେବା ପାଇଁ ଏହି କାର୍ଯ୍ୟ ତୁଲାଇଛନ୍ତି । ଏହି ଗ୍ରାମର ଯୁବ ଗୋଷ୍ଟୀ ଆଗାମୀ
Read More...

ଖଦ୍ୟୋତ ଅନୁଷ୍ଠାନର ପରିବେଶ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ବୈଠକ ତଥା ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାୟୁ ମଣ୍ଡଳରୁ ଅମ୍ଲଜାନର ସ୍ତର ଆସ୍ତେ ଆସ୍ତେ କମିବାକୁ ଲାଗୁଛି, ସେଥିପାଇଁ ଆମ ଦୈନନ୍ଦିନ ଜୀବନରେ ଆମେ
Read More...

ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ

ଭୁବନେଶ୍ୱର : ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କରିଛନ୍‌ନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏସ୍ ବିରଞ୍ଚି ସାହୁ ଗିରଫ ହୋଇଥିବା ବେଳେ ଚଢ଼ାଉ ସମୟରେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ
Read More...

ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ : ସ୍କୁଲ ମିଶ୍ରଣ ଓ ବନ୍ଦ ନୀତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସରକାର ମନ ଇଛା ବାବେ ସ୍କୁଲ ଗୁଡିକୁ ମିଶ୍ରଣ କରିବା ସହିତ ବନ୍ଦ
Read More...

ରାଜ୍ୟ ସରକାରଙ୍କ ଶିକ୍ଷାନୀତି ମେଧାବୀଙ୍କ ପାଦର ବେଡ଼ି ସାଜୁଛି, ସରକାରୀ ଚାକିରୀ ଆବେଦନ ସୀମା ୪୨ ବର୍ଷକୁ ବୃଦ୍ଧି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ନିଜର ଭୁଲ ସରକାରୀ ଚାକିରୀ ନୀତ ଅନୁସାରେ ଚାକିରୀ ଆବେଦନ ସୀମା ମାତ୍ର ୩୨ ବର୍ଷ ରଖିଛନ୍ତି । ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶିକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୁକ୍ତି ସୀମା ଅତିକ୍ରମ ହୋଇପଡୁଛି । ଅନ୍ୟପଟେ ଦେଶର
Read More...

ସାଲେପାଲି ବାର୍ଦ୍ଧକ୍ୟ ଆବାସରେ ମହିଳା ସମିତି ଓ ଇନ୍‌ହ୍ୱିଲ ତରଫରୁ ସାହାଯ୍ୟ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମ୍ୟ ମଙ୍ଗଳ ପାଠାଗାର ସାଲେପାଲି ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସ ଠାରେ ମାରୱାଡି ମହିଳା ସମିତି ତଥା ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିରର ଇନହ୍ୱିଲ ଶାଖା କର୍ମକର୍ତ୍ତା ଏବଂ ସଦସ୍ୟମାନେ ୧୫ଜଣ ମହିଳା ଏବଂ ୧୦ଜଣ ପୁରୁଷ ଅନ୍ତେବାସୀଙ୍କୁ ତାଙ୍କ
Read More...