Monthly Archives

July 2021

ବୃକ୍ଷ ରୋପଣ କଲେ ଯୁବକ ମାନେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ବରିହାପାଲି ପଞ୍ଚାୟତ ଅଧିନସ୍ଥ ଆମମୁଣ୍ଡା ଗ୍ରାମର ଯୁବକମାନେ ଏକ ନିଆରା ପ୍ରୟାସ କରିଛନ୍ତି । ଗ୍ରାମର ରାସ୍ତାକଡ଼ରେ ପ୍ରାୟ ୨୦୦ଟି ଗଛ ଲଗାଇଛନ୍ତି । ସେହି ଯୁବକମାନେ ହେଲେ ରଞ୍ଜନ, କେଶ, ସଚିନ, ଆଲୋକ, ଆକାଶ, ପ୍ରତାପ,
Read More...

ମହିଳାଙ୍କୁ କୁମ୍ଭୀର ଖାଉଥିବା ଦୃଶ୍ୟ ଭାଇରାଲ : ଦୃଶ୍ୟଟି ଜଗତସିଂହପୁରର ବୋଲି ଚର୍ଚ୍ଚା

ଜଗତସିଂହପୁର : ଜଣେ ମହିଳାଙ୍କୁ କୁମ୍ଭୀର ଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଦୃଶ୍ୟଟି ଅତ୍ୟନ୍ତ ଲୋମହର୍ଷଣକାରୀ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ଏହି ଦୃଶ୍ୟଟି ଜଗତସିଂହପୁର ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ତେବେ ଉଚିତ୍‌
Read More...

ଦାବୀ ପୂରଣ ନହେଲେ ନଗର ଚିକିତ୍ସାଳୟ କର୍ମଚାରୀ ଆନ୍ଦୋଳନ କରିବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟ ଏକ ପୁରାତନ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ସହର ତଥା ସହର ବାହାରୁ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଯୋଗୁଁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ନଗର
Read More...

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଭର୍ଚୁଆଲ ମିଟିଂ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ, ଦେବଦତ୍ତ ମେହେର ଏବଂ ସଂଯୋଜନା କରିଥିଲେ ବନମାଳୀ ସାହୁ । ସଭାରେ ପ୍ରମୋସନ, ଶିକ୍ଷକ ବଦଳି ଆଉ ଶିକ୍ଷକ ମାନଙ୍କର ଛାତ୍ର ଓ ଅଭିଭାବକ ସହ
Read More...

ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ବିଫଳ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି
Read More...

ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ପ୍ରଧାନ ଉଭୟ ଏନ୍‌ଡିଆର୍‌ଏଫ୍‌ ଓ ଏନ୍‌ସିବିର ଡିଜି ରୂପେ ଗୁରୁ ଦାୟିତ୍ୱ ତୁଲାଇବେ । ଶ୍ରୀ ପ୍ରଧାନ ୧୯୮୮
Read More...

ୱାନ ନେସନ୍ ୱାନ ରାସନ୍ କାର୍ଡ ରାଜ୍ୟରେ ଆରମ୍ଭ ହେଲା

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ । ତେବେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ
Read More...

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଗଞ୍ଜାମ ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ପିଡିଏସ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା ଓ ଉନ୍ନୟନ ସମୀକ୍ଷା ସହ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮, ଭଦ୍ରକରୁ
Read More...

ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ…

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।
Read More...