Monthly Archives

July 2021

ଦରଦାମ ବୃଦ୍ଧି ବିରୁଦ୍ଧରେ ହିନ୍ଦ୍‌ ମଜ୍‌ଦୁର ସଭା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆଜି ହିନ୍ଦ ମଜଦୁର ସଭା, ରାଜ୍ୟ କମିଟି ନିଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ ବିକ୍ଷେଭ କରାଯାଇଛି । ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ହିନ୍ଦ ମଜଦୁର ସଭା, ରାଜ୍ୟ ସଂପାଦକ ରାଜେନ୍ଦ୍ର ଦାଶଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ
Read More...

ସାରସ୍ୱତ ସାଧକ ପ୍ରେମାନନ୍ଦ ବେହେରାଙ୍କ ବିୟୋଗରେ ଶୋକ

କଟକ : କଟକ ସଦର ବୟାଳିଶମୌଜା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ କଳାକାର ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ, ସୁଲେଖକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ବରାଳ ମା'ନାରାୟଣୀ କାଳୀପୂଜା
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ସାପ ଧରିବାରେ ଚର୍ଚ୍ଚାରେ ରହି ଆସୁଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବିକି ଜି ନାଗ । ହଜାର ହଜାର ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଛନ୍ତି ତେବେ ଆଜି ବ୍ଳକର ଭନ୍ଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମର ସ୍ଥାନୀୟ
Read More...

ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଗଞ୍ଜାଉଡାର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସେବା ଚେରି ଟେବୁଲ୍ ଟ୍ରଷ୍ଟର ଉପସଭାପତି ଗିରିରାଜ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ : ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିକ୍ଷୋଭ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ପ୍ରଥମ ଲହରରେ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ କାର୍ଯ୍ୟକରି ଆସିଥିବା ତିନିଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ବହିଷ୍କାର କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ
Read More...

ନିମୋନିଆ ଓ କରୋନା ଟିକାକରଣ ପାଇଁ ସଚତନତା ସଭା

ତୁରେକେଲା, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ଘଡିସନ୍ଧି ମୁହୂର୍ତ୍ତରେ ଚଟୂଅନକାସ୍ଥିତ ଅଙ୍ଗନବାଡ଼ି ଖ କେନ୍ଦ୍ରଠାରେ ଏକ ସଚତନତା ସଭା ଅନୁଷ୍ଠିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ
Read More...

ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ବୃକ୍ଷ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ଯୁବ ସମାଜସେବୀ ରଘୁନାଥ ନାୟକଙ୍କ ପ୍ରଚେଷ୍ଟା ବଳରେ ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ବୃକ୍ଷ ରଥରେ ଦେଶାତ୍ମବୋଧକ ବାଦ୍ୟ ଯନ୍ତ୍ରରେ ଗ୍ରାମ ପରିକ୍ରମା କରିଥିଲେ ଓ ଗ୍ରାମର ମହିଳାମାନେ ଧୂପ ଦୀପ ଜାଳି
Read More...

ଗାଁ ସାଥୀ ଦୁର୍ନୀତି କରୁଥିବା ଅଭିଯୋଗ ନେଇ ବହିସ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି, ଯାହା ଫଳରେ ଶ୍ରମିକ ମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବା ସହ
Read More...

ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତା : ୧୬ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଧାରଣା ଦେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଝାରବନ୍ଧ ବ୍ଲକକୁ ଆସୁଥିବା କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ଓ ବିଧାୟକ, ବ୍ଲକ ଚ୍ୟାରମେନ, ପିଡି, ଡିଆରଡିଏ, ବିଡିଓ, ଆସିଷ୍ଟାଣ୍ତ ଇଂଜିନିୟର, ଜୁନିୟର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ନେଇ ବ୍ଳକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତେ ପକ୍କା ଘରରେ ରହିବେ ବୋଲି ଭାଷଣ ବାଜିରେ କଥା ସାରି ଦେଇଛନ୍ତି ହେଲେ ହଜାର ହଜାର ଲୋକେ ଏବେ ବି ଭଙ୍ଗା ଘରରେ ଜୀବନ
Read More...