Monthly Archives

July 2021

ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଇଂଜିନିୟର କୁନାଲ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳର ବିଭିନ୍ନ ଉତ୍ତର ଦାୟିତ୍ୱରେ ମଧ୍ୟ ପାଦ ଦେଉଥିବା ବେଳେ ଗତ ସୋମବାର ଦିନ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ଯୁବମୋର୍ଚ୍ଚା ପାଇଁ ବିଭିନ୍ନ
Read More...

ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି) ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କନିଷ୍ଠ ବର୍ଗ (ଷଷ୍ଠରୁ ଅଷ୍ଟମ
Read More...

୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଡ଼୍ରାଇଭର୍‌ ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନଳିନୀ ଛକ ନିକଟରେ ସୋନପୁର ଥାନା ପୁଲିସ ପକ୍ଷରୁ ଏକ ଟ୍ରକ ଉପରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ସିଜି- ୧୦ ସି ୯୭୬୦ ନମ୍ବର ବିଶିଷ୍ଟ ଏକ ବଡ଼ ଟ୍ରକରେ ରାଜ୍ୟ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ୨ୟ ପ୍ରସ୍ତୁତି ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବା ପାଇଁ ୨ୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ବିଭିନ୍ନ ଜିଲ୍ଲାସ୍ତରୀୟ
Read More...

ସାପୁଆଙ୍କ ଠାରୁ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଚର୍ଚ୍ଚାରେ କର୍ତ୍ତବ୍ୟ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କର୍ତ୍ତବ୍ୟ ଫାଉଣ୍ଡେସନ ସବୁ ସମୟରେ ଅସହାୟ, ରୋଗୀଣା, ଦୁର୍ଘଟଣାର ଶିକାର ହେଉଥିବା ଗାଇଗୋରୁ, ସାପ, ମାଙ୍କଡଙ୍କ ଭଳି ଜୀବଜନ୍ତୁଙ୍କୁ ସହାୟତାର ହାତ ବଢାଇ ଚର୍ଚ୍ଚାରେ ରହି ଆସିଛି । ତେବେ ଆଜି ସ୍ଥାନୀୟ ସୁଦପଡା ଇସ୍‌କନ୍‌ ମନ୍ଦିର ନିକଟରେ ଏକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ବାବୁଫାସଡ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୭ ଏବଂ ୱାର୍ଡ ନଂ. ୨୦ରୁ ୪ ଜଣ ଲେଖାଏଁ, ପାଟଣାଗଡ ବ୍ଲକ ଭଇଁସା
Read More...

ଅଛରାଏ ବର୍ଷାରେ ସମୁଦ୍ରର ଭ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ବୌଦ୍ଧ ମନ୍ଦିର ସମ୍ମୁଖରେ ସମୁଦ୍ରର ଭ୍ରମ ସୃଷ୍ଟି ହେଉଛି । ଘଣ୍ଟାଏ ବର୍ଷାରେ ଦିନ ଦିନ ଧରି ପାଣି ଘେରରେ ରହୁଛି ବୌଦ୍ଧ ମନ୍ଦିର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗନିଆଁପାଲିସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିରକୁ ନେଇ ସମଗ୍ର
Read More...

କଳାହାଣ୍ଡି ଜିଲ୍ଲାରୁ ଚାଲାଣ ହେଉଛି ବ୍ୟାପକ ନକଲି ବିଦେଶୀ ମଦ : କଳାବଜାରୀ ହେଉଛି କି କିରୋସିନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ବ୍ୟାପକ ପରିମାଣରେ ନକଲି ବିଦେଶୀ ମଦ ସହ ବ୍ୟାପକ ପରିମାଣରେ କିରୋସିନ କଳାବଜାର ହେଉଥିବାର ଏକ ବଡ଼ ଅଭିଯୋଗ ହେଉଛି । ତେବେ ଗତ ଜୁନ ମାସ ୩୦ ତାରିଖ ଦିନ ଟିଟିଲାଗଡ଼ ଅବକାରୀ ବିଭାଗ ଟିଟିଲାଗଡ଼
Read More...

ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ରାହୁଲ ଜୈନ ଯୋଗ ଦେଇଛନ୍ତି । ବୁଧବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଦାୟିତ୍ୱ ତାଙ୍କ ହାତକୁ ଯାଇଛି । ତେବେ ଏହି
Read More...

ଗରିବର୍ ହକ୍ ଆବାସ୍ ଯୋଜନା ଲାଗି ସୁନ୍ଦରଗଡ଼ ନେ ଗର୍ଜିଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଲାଞ୍ଚଲ୍ (ପଶ୍ଚିମ୍ ଓଡ଼ିଶା) ପ୍ରତି ହେଉଥିବାର୍ ପାତର୍ ଅନ୍ତର୍‌କେ ବିରୋଧ କରି ଆଜି ସୁନ୍ଦରଗଡ଼ରେ ପଦଯାତ୍ରା କରି ଜିଲ୍ଲାପାଲ୍ ନିଖିଲ୍ ପବନ୍ କଲ୍ୟାଣଙ୍କୁ ଦାବୀପତ୍ର ଦେଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ।
Read More...