Monthly Archives

July 2021

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ହେଲେ ପ୍ରଦ୍ୟୁମ୍ନ, ଅଜିତ ଏବଂ ସୌମ୍ୟ ରଂଜନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ଭାବେ ଦାୟିିତ୍ୱ ପାଇଛନ୍ତି ପ୍ରଦ୍ୟୁମ୍ନ ସାହୁ, ଅଜିତ ମହାନନ୍ଦ ଏବଂ ସୌମ୍ୟ ରଂଜନ ଜେନା । ତେବେ ଏହି ଦାୟିତ୍ୱ ପାଇଥିବାରୁ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଷିର୍‌ ନବାଜ୍‌ ଓ ଅଖିଳ
Read More...

ବିଜେପି ବେଲଗାଁ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଘୁନସର ସ୍ଥାନୀୟ ଶିବ ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବେଲଗାଁ ମଣ୍ଡଳ ସଭାପତି କୈଳାସ ରଣାଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେରେ ବଲାଙ୍ଗିର ଜିଲ୍ଳା ପରିଷଦ ଉପାଧ୍ୟକ୍ଷ
Read More...

ସଇଁନ୍ତଲା ବାଳିକା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲାଣି ସ୍କୁଲ କଲେଜ ବନ୍ଦ ରହିଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ ଘରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । ତେବେ ଧୀରେ ଧୀରେ କରୋନା ମହାମାରୀ ହ୍ରାସ
Read More...

ପାଞ୍ଚ ଅନାଥ ଶିଶୁଙ୍କୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ୟୁନିଟ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅର୍ନ୍ତଗତ ନାନ୍ଦୂଲ୍ ଗାଁରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ । ଏହି ଗାଁର ପାଞ୍ଚ ଭାଇ ଭଉଣୀ ଦୀପାଞ୍ଜଳି ଭୋଇ(୨୨), ସିଦ୍ଧାର୍ଥ ଭୋଇ(୨୦), ନରେଶ ଭୋଇ(୧୭), ଶଶିକାନ୍ତ ଭୋଇ (୧୬), ପୂଜା
Read More...

ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ କରୋନା ଆକ୍ରାନ୍ତ ଚିହ୍ନଟ : ୪୮୩ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨ରେ ପହଞ୍ଚିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ
Read More...

ଅତାବିରା ବ୍ଲକର ୫ ହାଇସ୍କୁଲକୁ ‘ଫାଇପ୍‌ ଟି’ ଯୋଜନାରେ ସାମିଲ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା, ରୁଷୁଡା, ପତରାପାଲି, ଲରମ୍ଭା, କାଦୋବାହାଲ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସରୁମ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରୟାସରେ
Read More...

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା : ବାପା ଓ ମା’ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅର୍ନ୍ତଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମା' କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ନେସନାଲ ବକ୍ସିଙ୍ଗ ସିଲେକ୍ସନ ଟ୍ରାଏଲ୍‌ରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରା କରିବେ କରିସ୍ମା ସ୍ୱାଇଁ ଓ ପ୍ରଦୀପ୍ତ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଅ ଡେଲାଙ୍ଗ ଝିଅ ଏବେ ନେସନାଲ ବକ୍ସିଙ୍ଗ ସିଲେକ୍ସନ ଟ୍ରାଏଲ୍‌ରେ । ପ୍ରକାଶ ଥାଉକି ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ଦଶମ ଶ୍ରେଣୀର ଛାତ୍ର ପ୍ରଦୀପ୍ତ ବେହେରା ଓ ଡେଲାଙ୍ଗ କଲେଜର ଯୁକ୍‌କ୍ତ ର ଛାତ୍ରୀ କରିସ୍ମା ସ୍ୱାଇଁ ତା
Read More...

ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ

ତୁରେକେଲା, (କୈଳାଶ ସଗ୍ରିଆ) : ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍‌ ସାମିଲ୍‌ ଥିବା ବେଳେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋପାଳପୁରଠାରେ ମେଗା ଟାଟା ଟି ପେକେଜିଙ୍ଗ ୟୁନିଟ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଇଣ୍ଡଷ୍ଟିରିଆଲ ପାର୍କ ପରିସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭର୍‌ଚୁଆଲ ମୋଡ୍‌ ମାଧ୍ୟମରେ ବୃହତ୍ତର ଟାଟା ଚା' ପେକେଜିଙ୍ଗ ୟୁନିଟର ଆନୁଷ୍ଠାନିକ ଭାବେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।
Read More...