ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ
ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଠାରୁ ୧୫ କିଲୋମିଟର ଦୂର ଭଁଇଷା ଗାଆଁ ବାହାରୁ ପୁଣି ୩ କିଲୋମିଟର ଦୂରରେ ରହିଛି ପାଟଣାଗଡ ବ୍ଳକର ଗୋଟିଏ ମାତ୍ର ଆଦର୍ଶ ବିଦ୍ୟାଳୟ । ତେବେ ଭଁଇଷା ଗାଆଁ ବାହାରୁ ଆଦର୍ଶ ବିଦ୍ୟାଳୟ ଯାଏ ୩ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି ।!-->…
Read More...
Read More...