Daily Archives

ସରକାରୀ ଚାକିରିରୁ ଅବସର ନେଲେ କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଗାଇଡ ଲାଇନ ଅନୁଯାୟୀ ଆଜି ବଲାଙ୍ଗିର ଜଙ୍ଗଲ ବିଭାଗର କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଦୀର୍ଘ ୪୧ ବର୍ଷ ଧରି ଅନବରତ ଭାବେ ସେବା ଯୋଗାଇ ଆସୁଥିଲେ । ସେ ଜଣେ କତ୍‌ର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତିତା,
Read More...

ଛାତ୍ର କଂଗ୍ରେସ ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଥିବା ବେଳେ ମୋଟ ୧୭ଟି ବିଭାଗରେ ଥିଲା ୟୁଜି ଓ ପିଜି ପାଠ୍ୟକ୍ରମ । ସେଥିମଧ୍ୟରୁ ମୋଟ ୪ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇନଥିଲା । ୧ଜୁନ ୨୦୨୦ରେ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ବିଧିବଦ୍ଧ ଭାବରେ
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦର ଭୂମି ପୂଜନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସାହିତ୍ୟ କଳାପରିଷଦର ଭୂମିପୁଜନ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ମୁଖ୍ୟ ଅତିଥି ରୁପେ ଯୋଗଦାନ ଦେଇ ସାହିତ୍ୟ କଳା ପରିଷଦର ଭୂମି ପୁଜନ କରିଥିଲେ । ପରିଷଦର ସଭାପତି ଡ଼. ନାରାୟଣ ମିଶ୍ର, ଉପସଭାପତି ସୁରେଶ ଭୋଇ,
Read More...

ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଛତ୍ରପୁରଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକର ପୋଟଲାମପୁର ଓ ଭିକାରିପଲ୍ଲୀ ଏହି ଦୁଇ ଗ୍ରାମପଞ୍ଚାୟତ ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ
Read More...

ମିନି ଟ୍ରକରୁ ୧୮୦ ବସ୍ତା ନବରତ୍ନା ଡିଏପି ସାର ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ପଟରୁ ଆସୁଥିବା ନବରତ୍ନା ଡିଏପି ସାର ୧୮୦ ବସ୍ତା ସାର ଧଉରାଭଟା ଛକ ନିକଟରେ ଏକ ମିନି ଟ୍ରକ ଓଡି ୦୩ ସି ୭୫୬୯କୁ ଜବତ କରି ଜଗଦଲପୁର ଥାନାକୁ ଆଣିଥିଲେ ଜଗଦଲପୁର ପୋଲିସ ଦଳ ରାତ୍ରରେ ପେଟ୍ରୋଲିଂ
Read More...

ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ସେବା କେବେ ଚାଲୁ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀମାନେ ବରଗଡ଼ ପୁରୁଣା ହସ୍ପିଟାଲକୁ ଆସୁଛନ୍ତି ଅଲ୍ଟ୍ରା
Read More...

ରୋଗୀ କଲ୍ୟାଣ ସମିତିର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ଡ଼ାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୭ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩ ଜଣ,
Read More...

ଚର୍ଚ୍ଚାର ବିଷୟ : ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଫଲାଇନ ମାଟ୍ରିକ ପରୀକ୍ଷା ନିମନ୍ତେ ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳାଫଳରେ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ
Read More...

ଗଞ୍ଜାମ ଜିଲ୍ଲାରେ ମାଟ୍ରିକ ଅଫଲାଇନ ପରୀକ୍ଷା ଶୃଙ୍ଖଳିତ : ଜିଲ୍ଲାରେ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଅଫଲାଇନ ପରୀକ୍ଷା ସଂଗଠିତ ହୋଇଛି । ଆଜିଠାରୁ ଶୃଙ୍ଖଳିତ ଭାବେ ଆରମ୍ଭ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ୱାରା ପରିଚାଳିତ ଏହି
Read More...