Daily Archives

ଭାରତୀୟ ଜନତା ଯୁବମୋର୍ଚ୍ଚାର ସାଙ୍ଗଠାନିକ ବୈଠକ

ପଦ୍ମପୁର, (ନିରେଜ କୁମରେ ପାଣୀ) : ଆଜି ପଦ୍ମପୁରଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ମନୋନୀତ ହୋଇଥିବା ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଯୁବମୋର୍ଚ୍ଚା
Read More...

କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ହେଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳର ବିଭିନ୍ନ ଉତ୍ତର ଦାୟିତ୍ୱରେ ମଧ୍ୟ ପାଦ ଦେଉଥିବା ସହ ସାଙ୍ଗଠନିକ ସୁଦୃଢତାକୁ ଆହୁରି ମଜବୁତ କରିବା ପାଇଁ ଯୁବମୋର୍ଚ୍ଚା ଉପରେ ଦଳ ନିଜର ଆସ୍ଥା ଓ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ପକ୍ଷରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୬ ଗୋଟି ଅକ୍ସିଜେନ କନସେନଟ୍ରେଟର ସମେତ ୨ ହଜାର ଏନ ୯୫ ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ଅଯୋଜିତ କାର୍ଯ୍ୟକ୍ରମରେ ବ୍ଲକ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସିର ପ୍ରତ୍ୟାଖ୍ୟାନ ପ୍ରସଙ୍ଗ : ଛାତ୍ର କଂଗ୍ରେସ ପକ୍ଷରୁ କୁଳପତିଙ୍କୁ ଦାବୀପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରିବାକୁ ୟୁଜିସିର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦେଖା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛି । ଯଥା
Read More...

ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲଠାରେ କୁଶମେଲ ମଣ୍ଡଳ ସଭାପତି କିଶୋର ପଟେଲଙ୍କ ସଭାପତିତ୍ୱରେ ବିଜେପିର ମଣ୍ଡଳ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ସମେତ ବୈଠକ ପ୍ରଭାରୀ ଜୌତିରଂଜନ
Read More...

ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ, ଓଡ଼ିଶା ସରକାରଙ୍କ ରାଜନୈତିକ ଷଡଯନ୍ତ୍ର, ଅବହେଳା ଓ ବୈମାତୃକ ଆଭିମୁଖ୍ୟ
Read More...

ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା : ୫ ମୃତ, ୪୦ ନିଖୋଜ ସୂଚନା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ପ୍ରଚଂଡ଼ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ସୂଚନା
Read More...

ମୌସୁମୀ ଅଧିବେଶନ : ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ପାମ୍ପଲେଟ୍ ଉଡ଼ାଇଲେ, ପେଗାସସ୍‌ ପ୍ରସଙ୍ଗକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନ । ଆଜି ବି ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦଙ୍କ ହଂଗାମା ଜାରି ରହିଛି । ପେଗାସସ୍ ଗୁପ୍ତଚର ଦୁର୍ନୀତି, କରୋନାର ଦୁଃଖଦ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟ ତୀକ୍ଷ୍ଣ ରୂପ ନେଇଛି । ଏଥି ସହିତ କଂଗ୍ରେସ ସମେତ ୧୪ ଟି ବିରୋଧୀ
Read More...

ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହିତ ବିବାହ କଲେ, ପରେ ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ପ୍ରତିଶୋଧ ନେଲେ

ଇସ୍‌ଲାମାବାଦ : ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ହତ୍ୟାକାରୀକୁ ଜଣେ ମହିଳା ବିବାହ କରି ଏପରି କିଛି କରିଛନ୍ତି, ଯାହାକୁ ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରତିଶୋଧ ନେବାକୁ ହିିଁ ମହିଳା ଜଣକ ଏପରି ଜାଲ ବୁଣିଥିଲେ । ସେ ତିନି ବର୍ଷ ଧରି ସ୍ୱାମୀଙ୍କ ହତ୍ୟାକାରୀଙ୍କଠାରୁ ପ୍ରତିଶୋଧ
Read More...

ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ନକଲି ପୋଲିସ୍ ନୋଟିସ୍ ପଠାଇ ଠକେଇ : ଧରାପଡ଼ିଲା ଗ୍ୟାଙ୍ଗ୍

ନୂଆଦିଲ୍ଲୀ : ଦେଶରେ ଗୁପ୍ତରେ ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ । ଏଭଳି ପରିସ୍ଥିତିରେ ଅନେକ ଗ୍ୟାଙ୍ଗ ଇଣ୍ଟରନେଟରେ ସକ୍ରିୟ ଅଛନ୍ତି, ଯେଉଁମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକେଇ
Read More...