ସ୍ୱର୍ଗତ ସଦାଶିବ ବେହେରାଙ୍କ ଜନ୍ମ ବାର୍ଷିକୀ ପାଳନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅର୍ନ୍ତଗତ ଲଖମରା ସରକାରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରାଣଦାତା ତଥା ପ୍ରତିଷ୍ଠାତା ସ୍ୱର୍ଗତ ସଦାଶିବ ବେହେରାଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏକଦା ସେ ଥିଲେ ଓଡ଼ିଶା ନିର୍ମାତା ତଥା ଇଣ୍ଡୋନେସିଆର!-->…
Read More...
Read More...