Daily Archives

ଛତ୍ରପୁର ଉପକଣ୍ଠ ମା’ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃବୃନ୍ଦଙ୍କ ପରିଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମା'ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃବୃନ୍ଦଙ୍କ ରବିବାର ପରିଦର୍ଶନ ହୋଇଛି । ନବନିର୍ମିତ ମନ୍ଦିର ଏବଂ ବେଢ଼ା ପରିସରରେ ଉନ୍ନୟନ ଯୋଜନା ସରକାରୀ ଓ ବେସରକାରୀ ସ୍ତରରେ ପ୍ରଗତି ହୋଇଆସିଛି । ସୂଚନା ଯୋଗ୍ୟ ଯେ,
Read More...

ଦିବ୍ୟାଙ୍ଗ ଜଗନ୍ନାଥଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କଲେ ପାଇକମାଲ ବିଜୁ ଜନତା ଦଳ ବ୍ଲକ ସଭାପତି ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ ଜାମସେଠ ପଞ୍ଚାୟତ ଭାରୁଆମୁଣ୍ଡା ଗ୍ରାମକୁ ଯାଇ ପାଇକମାଲ ବ୍ଲକ ଉପ ସଭାପତି ତଥା ଯୁବ ସମାଜସେବୀ ଶରତ ଚନ୍ଦ୍ର ତାଣ୍ଡି, ଆଇଟି ସଂଯୋଜକ
Read More...

ବିଧାୟକଙ୍କୁ ଭେଟି ୪ ଦଫା ଦାବୀ ଜଣାଇଲେ ଓଡିଶା ପାଇପ୍‌ ଜଳ କର୍ମଚାରୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଘୋଷଣା କରିଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ କାର୍ଯ୍ୟରତ ପମ୍ପ ଚାଳକ ଯଥା ଏସଇଏମ କର୍ମଚାରୀମାନେ ଦୈନିକ ମାତ୍ର ୭୬ ଟଙ୍କା ପାଉଣା ପାଉଛନ୍ତି । ଏହାବିରୁଦ୍ଧରେ ଓଡ଼ିଶା ପାଇପ ଜଳ କର୍ମଚାରୀ
Read More...

ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ, ଡେପୁଟି କମାଣ୍ଡେଣ୍ଟ ସୁରେଶ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଇନଚାର୍ଜ
Read More...

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ତଥା ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଏକ ଶାସ୍ତ୍ରୀୟ ସଙ୍ଗୀତ ଓ ଭାବ ସଙ୍ଗୀତର କାର୍ଯ୍ୟକ୍ରମ ହେଇଯାଇଛି । ପ୍ରଥମେ ବନାରସ ଘରାନାର ପ୍ରସିଦ୍ଧ ଗୁରୁ ତଥା ଶାସ୍ତ୍ରୀୟ ସଙ୍ଗୀତଜ୍ଞ
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥୁରାଜ ହାଇସ୍କୁଲ ଠାରେ ଜିଲା ସ୍ତରୀୟ ବିଜ୍ଞାନ ମେଳା, ପରିବେଶ ପ୍ରଦର୍ଶନୀ ତଥା ବିଜ୍ଞାନ ଆଲୋଚନା ଚକ୍ର ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧୀକାରୀ ଧ୍ରୁବଚରଣ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ବୋହୂଙ୍କୁ ଏସିଡ୍‌ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍‌ ଦ୍ୱାରା ଏସିଡ୍‌ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ
Read More...

କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ହଟିଲା ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ କୋଶଲ ଯୁବ ସମନ୍ୱୟ ସମିତିର ସଭ୍ୟମାନଙ୍କୁ ଛାଡ଼ିବା ଦାବୀରେ କଂଗ୍ରେସ ଓ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ଏବେ ତାହା ହଟିଥିବା ଜଣାପଡ଼ିଛି ।
Read More...

ସାର କଳାବଜାରୀକୁ ବିରୋଧ କରି ଖପ୍ରାଖୋଲ କୃଷି ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା : ୟୁରିଆ ସହିତ ଭିଟାମିନ ନେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କେତେକ ସାର ଦୋକାନରେ ୟୁରିଆ ସାର କିଣିବା ବେଳେ ଚାଷୀ ହଇରାଣ ହେଉଥିବା ଓ ସାର କଳାବଜାରୀ ସହ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକରେ ସାର କଳାବଜାରୀ ହେଉଥିବା ଓ
Read More...

ମନ୍ତ୍ରୀ ଟୁକୁନୀଙ୍କୁ ବିରୋଧ ପରେ ଗତକାଲି ଠାରୁ ଥାନାରେ କୋଶଲ ସଂଗ୍ରାମୀଙ୍କୁ ଅଟକ : ପ୍ରତିବାଦରେ ଜାତୀୟ ରାଜପଥ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତକାଲି ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍‌କ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁଠାରେ କୋଶଳ ସଂଗ୍ରାମୀ ମାନେ ବିରୋଧ କରିଥିଲେ । ଫଳରେ ସଇଁନ୍ତଲା ପୋଲିସ ଗତ ରାତି ୮ଟା ସମୟରୁ ବର୍ତ୍ତମାନ ସୁଦ୍ଧା ଥାନାରେ
Read More...