Daily Archives

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ନିର୍ମାଣାଧୀନ ପାର୍କରେ ଚୌକିଦାର ଭାବେ କାମ କରୁଥିବା
Read More...

କର୍ତ୍ତବ୍ୟ ଫାଉଣ୍ଡେସନ୍‌ ତରଫରୁ ଆନିମଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କର୍ତ୍ତବ୍ୟ ଫାଉଣ୍ଡେସନ୍‌ ତରଫରୁ ବଲାଙ୍ଗିରରେ ପ୍ରଥମ ଥର ପାଇଁ ଆନିମଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଗୋଶାଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ମା’ ସମଲେଇ ମନ୍ଦିର ଠାରେ ଆନିମଲ୍‌ ରେସ୍କ୍ୟୁ ଭ୍ୟାନକୁ ପୂଜାର୍ଚ୍ଚନା କରାଯାଇଥିବା
Read More...

ଅଏଁଲାସାରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ : ପୋଡି ଦେଲେ ୫ ବଖରା ଘର, ଜଣେ ଗୁରୁତର : ନ୍ୟାୟ ଦାବୀରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଳା ଥାନା ଅନ୍ତର୍ଗତ ଆଇଲାସାରି ଗ୍ରାମରେ ଗୋଷ୍ଠୀ ବିବାଦ ପୁଣି ମୁଣ୍ଡ ଟେକିଛି । ମଙ୍ଗଳବାର ରାତିରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଏକ ମାରପିଟ ଘଟଣା ପରେ ଗ୍ରାମର ଗୋଟିଏ ଗୋଷ୍ଠୀ ଯାଇ ଅନ୍ୟ
Read More...

ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ବିଜେପିର ପାଇକମାଲ ବିଦ୍ୟୁତ ବିଭାଗ ସବଡିଭିଜନ ଅଫିସ ସମ୍ମୁଖରେ ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲ ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ବିଦ୍ୟୁତ ବିଭାଗର ଡିଗ୍ରୀସ୍ଥିତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଗୋବର୍ଦ୍ଧନ
Read More...

ବିଦ୍ୟୁତ ଶୁକ୍ଲ ବୃଦ୍ଧିକୁ ନେଇ ଆଗକୁ ଆସିଲା ପଦ୍ମପୁର ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କୋଭିଡ ସମୟରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି ବର୍ଦ୍ଧିତ ବିଦ୍ୟୁତ ବିଲ । କୋଭିଡ ମହାମାରୀ ଯୋଗୁଁ ଲୋକେ ଅସୁବିଧାରେ ଥିବା ବେଳେ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ସହ ହାତ ମିଳେଇ ଯେଉଁ ବର୍ଦ୍ଧିତ ବିଦ୍ୟୁତ ବିଲର ଚକ୍ରାନ୍ତ
Read More...

ଆମ୍ବପୁଆରେ ପାଳିତ ହେଲା କୋଭିଡ ଗାଇଡ଼ ଲାଇନ କ୍ରମେ ଜଗନ୍ନାଥଙ୍କ ପହଣ୍ଡି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ୪୦ ନଂ. ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରାର ନୀତିକାନ୍ତି ଅନୁଯାୟୀ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଆମ୍ବପୁଆ ଶ୍ରୀ ଜଗନ୍ନାଥ ମନ୍ଦିର
Read More...

ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକର ଉନ୍ନୟନ ପ୍ରକଳ୍ପର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକର ପୋଇରାଶି, ମଲାଡ଼, ସନ୍ତୋଷପୁର, ହୁମ୍ମା ଓ ସୁବଳୟା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଉନ୍ନୟନ ପ୍ରକଳ୍ପଗୁଡିକର ପରିଦର୍ଶନ ଓ ସମୀକ୍ଷା କରିବା ସହ ସ୍ଥାନୀୟ ଜନ ପ୍ରତିନିଧି, ନେତୃବୃନ୍ଦ ଓ
Read More...

ଆଦୃତ ଚିଲ୍‌ଡ୍ରେନ୍‌ ହୋମ୍‌କୁ ଏକ ବସ୍‌ ଦାନ କଲେ ଓମ୍‌ ଭେଲି ସ୍କୁଲ ଚେୟାର୍‌ମେନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାୱା ଏକାଡେମୀ ଅନ୍ତର୍ଗତ ଆଦୃତ ଚିଲ୍‌ଡ୍ରେନ୍‌ ହୋମ ବଲାଙ୍ଗିର ଶାଖାରେ ରହୁଥିବା ୩୫ ଜଣ ଅନାଥ ଶିଶୁଙ୍କ ଉଦ୍ଦେଶ୍ୟରେ ସହାୟତାର ହାତ ବଢ଼ାଇ ଉକ୍ତ ସଂସ୍ଥାକୁ ଏକ ବସ୍‌ ପ୍ରଦାନ କରିଛନ୍ତି ଟିଟିଲାଗଡର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ଚେୟାର୍‌ମେନ ଦୀପକ ସାହୁ ।
Read More...

ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମନ୍ତ୍ରୀ ଆରୁଖ

ପବିତ୍ର ବାହୁଡାଯାତ୍ରା ଅବସରରେ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡରୁ ଗଡ଼ିଲା ବସ ଭଞ୍ଜନଗର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରକଳ୍ପକୁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଭଞ୍ଜନଗର ଓ ଏହାର ଆଖପାଖ
Read More...

ସୁଖ ଦୁଃଖରେ ସାଥୀହୋଇ ବାଟଚାଲି ପାରିଲେ ହିଁ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବାହୁଡା ଯାତ୍ରାର ପବିତ୍ର ଲଗ୍ନରେ ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ପୂଜ୍ୟ ପୂଜା ସେବା ସଂଗଠନର ସମ୍ପାଦକ ମଦନ ମୋହନ ରଥଙ୍କ ୨୫ତମ ବିବାହ ବାର୍ଷିକୀ ଅବସରରେ ଉପସ୍ଥିତ ସଦସ୍ୟ ମାନେ ଏହି ମତ ରଖିଥିଲେ । ଅନୁଷ୍ଠାନର ସଭାପତି ଡାକ୍ତର ଅଶୋକ
Read More...