Daily Archives

ପେଟ୍ରୋଲ ପମ୍ପ ସାମ୍ନାରେ ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ର ତିନି ପେଟ୍ରୋଲ ପମ୍ପ ତଥା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପେଟ୍ରୋଲ, ଡିଜେଲ ଗ୍ରାହକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ସକାଳ ୯ଟା
Read More...

ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ସୁନାମଧନ୍ୟ ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ୬୫ ବର୍ଷ ବୟସରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ନିଜ ବାସଭବନରେ ତାଙ୍କର ବିୟୋଗ ଘଟିଥିବା ଜଣାପଡିଛି । ସେ ଗତ ଦେଢ଼ ମାସ ହେଲା ଅସୁସ୍ଥ ଥିଲେ ।
Read More...

କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲର ଇନ୍‌ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା
Read More...

ସାବୁଳିଆ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାବୁଳିଆସ୍ଥିତ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲ ପରିସରରେ ଇକୋ କ୍ଲବ ଆନୁକୂଲ୍ୟରେ ଏକ ବନ ମହୋତ୍ସଵ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏହି ବନ ସଂରକ୍ଷଣ ଆସରରେ ବୃକ୍ଷ ଚାରା ରୋପଣ, ସବୁଜିମା ଓ ତା'ର ଉପକାରୀତା
Read More...