Daily Archives

ଅପରେସନ୍‌ ପାଇଁ ସହଯୋଗର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ଗ୍ରାମର ଚାନ୍ଦିନୀ ପ୍ରଧାନୀ ଯାହାର ବୟସ ୮ ବର୍ଷ ଅଟେ । ମଳ ଦ୍ୱାରରେ ଅସୁବିଧା ଥିବାରୁ ସେ ପେଟ ପଟୁ ତିଆରି କରାହୋଇଥିବା ରାସ୍ତା ଦେଇ ମଳତ୍ୟାଗ କରିଥାଏ । ତାର ଚିକତ୍ସା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ କିଛି ସୁଫଳ
Read More...

୫.୭ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟବାହାଲି ଗ୍ରାମରେ ଜଣେ ଯୁବକଙ୍କ ଘରେ ସାପ ରହି ଥିବା ସ୍ଥାନୀୟ ଲୋକେ ଦେଖି ବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ଉକ୍ତ ଗ୍ରାମକୁ ପହଁଚି ୫.୭ଫୁଟର ଗୁଖୁରା
Read More...

ଆବାସ ଯୋଜନାରେ କୋସଳାଞ୍ଚଳକୁ ଉପେକ୍ଷା ପ୍ରସଙ୍ଗ : ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ଆସନ୍ତା ୨୩ରୁ କେୱାଇସିସିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ସରକାର ରାଜ୍ୟରେ ପ୍ରାୟ ୮୧୭୪୪୪ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଷଣା କରିଛନ୍ତି । ଯୋଜନାର ୯୮% କେବଳ ଉପକୂଳ ଓଡିଶା ପାଇଁ ଧାର୍ଯ୍ୟ କରଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଯୋଜନାରେ କୋଶଳାଞ୍ଚଳର ୯ଟି ଜିଲ୍ଲାକୁ ସଂପୁର୍ଣ୍ଣ ବାଦ ଦିଆଯାଇଛି,
Read More...

ବର୍ଷାର ଦେଖା ନାହିଁ, ଚାଷୀ ଆତୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ଦେଖା ନାହିଁ, ଚାଷୀମାନେ ଆତୁର ହେଲେଣି । ଗତ କିଛିଦିନ ହେଲା ବର୍ଷା ନାହିଁ । ଫଳରେ ଚାଷଜମିରେ ହୋଇଥିବା ବର୍ଷାଜଳ ଖରାରେ ଶୁଖିସାଇଛି । ଏପରିକି ଅନେକ କୃଷିକ୍ଷେତ୍ର ଏବେ ଚାରଣ ଭୂଇଁ ପାଲଟିଛି । ଚାଷୀମାନେ ଚାଷ ଲାଗି ପ୍ରାରମ୍ଭିକ ବେଉଷଣ କାମ ଆରମ୍ଭ
Read More...

କୀଟନାଶକ ଔଷଧ ପିଇ ପ୍ରେମରେ ବିଫଳ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି : କୀଟନାଶକ ଔଷଧ ପିଇ କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ପ୍ରାୟ ୯ଟାରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ପିଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ । କିଛି ସମୟ
Read More...

ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ୬୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୧୬ଟି ଜିଲ୍ଲାରୁ ସଂକ୍ରମିତମାନେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଓ
Read More...

ସାବଧାନ : ଅନ୍‌ଲାଇନରେ ମାତିଛନ୍ତି ଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନ୍‌ଲାଇନରେ ମାତିଛନ୍ତି ଠକ । ଟିକିଏ ଅସାବଧାନତା ପାଇଁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଏମିତି ଏକ ଠକାମୀର ଶିକାର ହେଇଛନ୍ତି ମାନଚିନା ଗ୍ରାମର ସୁମନ୍ତ ଚରଣ ବେହେରା । ଯାହାଙ୍କ ପାଖକୁ ୭୬୭୯୬୨୪୦୭୦ ନମ୍ବରରୁ କଲ୍‌ ଆସିଥିଲା । କଲ କରି
Read More...

ବ୍ରିଟେନରେ କରୋନାର ତୃତୀୟ ତରଙ୍ଗ ଅସମ୍ଭାଳ : ୬ ମାସ ପରେ ସର୍ବୋଚ୍ଚ ନୂତନ ମାମଲା, ୧୨୦୦ ରୁ ଅଧିକ ବିଶେଷଜ୍ଞ…

ଲଣ୍ଡନ : ବ୍ରିଟେନ ବର୍ତ୍ତମାନ କରୋନା ମହାମାରୀର ତୃତୀୟ ତରଙ୍ଗର ଶିକାର ହୋଇଛି । ଶୁକ୍ରବାର ଦିନ, ୫୧,୮୭୦ ନୂତନ ମାମଲା ସହିତ ୬ ମାସର ରେକର୍ଡ ଭାଙ୍ଗିଛି । ଜାନୁଆରୀ ପରଠାରୁ ପ୍ରଥମ ଥର ପାଇଁ ବ୍ରିଟେନରେ ୫୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଘଟିଛି, ଯେତେବେଳେ ପୁଣି ପ୍ରାୟ ୬୮ ପ୍ରତିଶତ
Read More...

ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଅନେକ ଅଂଚଳରେ ବନ୍ୟା ପରି ପରିସ୍ଥିତି : ଅନେକ ରେଳ ଲାଇନ ବି ଅଚଳ

ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା ସାଧାରଣ ଜୀବନକୁ ବହୁତ ପ୍ରଭାବିତ କରିଛି । ମୁମ୍ବାଇର ତଳି ଅଂଚଳରେ ରହୁଥିବା ଲୋକେ ଘୋର୍‌ ବର୍ଷା ଯୋଗୁଁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶନିବାର ରାତି ସାରା ମାୟାନାଗରୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଅନେକ ତଳି ଅଂଚଳରେ
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୨୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୭୨ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୯୪୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି
Read More...