Daily Archives

ଦୀପାଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ହୁଇଲ ଚେୟାର : ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ନଥିପତ୍ର ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଜଣେ ଦିବ୍ୟାଙ୍ଗ ଶିଶୁ ହୁଇଲ ଚେୟାର ପାଇଛନ୍ତି ଏହା ସହ ଆଶୀର୍ବାଦ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ
Read More...

ଏସ୍‌ୟୁସିଆଇ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବୀରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀ ଏବଂ ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଉଦ୍ଧାର ହେଲେ ଦିବ୍ୟାଙ୍ଗ ମନୋଜ

ସୋନପୁର, (ପ୍ରଭୁଦତ୍ତ ରଥ ରଥ) : ସୋନପୁର ବସଷ୍ଟାଣ୍ଡ ନିକଟ ପଞ୍ଚରଥ ମନ୍ଦିର ଠାରେ ଅସହାୟ ଅବସ୍ଥାରେ ବଲାଙ୍ଗିର ଜିଲ୍ଲାର ୨୩ ବର୍ଷୀୟ ଭିନ୍ନକ୍ଷମ ଯୁବକ ମନୋଜ ରହି ଆସୁଥିଲେ । ମନୋଜଙ୍କ ବାପା ମାଆ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଦାଦନ ଖଟନ୍ତି । ମନୋଜ ନିଜର ଜେଜେବାପା ସହିତ ରୁହନ୍ତି । ସେ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋବିନ୍ଦ ନାୟକଙ୍କୁ ସହାୟତା ରାଶି ପ୍ରଦାନ

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡ଼େଲାଙ୍ଗ ତହସିଲ ଅନ୍ତର୍ଗତ ଡ଼େଲାଙ୍ଗ କୋଠବାଡ ପଞ୍ଚାୟତର ବଡଆଙ୍କୁଲା ଗ୍ରାମର ଗୋବିନ୍ଦ ନାୟକଙ୍କୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ୧୦ ହଜାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୭ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଲକ ପାର୍ଲିମାଲ ଗ୍ରା.ପ.ରୁ ଜଣେ,
Read More...

ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଗତକାଲି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା ବ୍ଲକର କୌଣସି ଛାତ୍ରଛାତ୍ରୀ ଯୋଗଦାନ କରି ନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ବ୍ଲକ ଓ
Read More...

ସ୍ୱର ଉଠାଇଲେ ବାମପନ୍ଥୀ : ‘ମୋଦି ସରକାର ଗାଦି ଛାଡ଼’

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍‌ର ବୃଦ୍ଧି ଏକ ଅଗଣତାନ୍ତ୍ରିକ ନୀତି ବୋଲି ବାମପନ୍ଥୀ ଦଳ ଘୋର ସମାଲୋଚନା କରିଛି । ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଡାଲି, ଚିନି, ଘିଅ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ
Read More...

ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୧୬ ଜୁଲାଇ ସକାଳ ୬ଟାରୁ ୦୧ ଅଗଷ୍ଟ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣ ହାର କମ୍ ଥିବା ୨୦ଟି ଜିଲ୍ଲାକୁ କ୍ୟାଟେଗୋରି "ଏ" ତଥା ଅଧିକ ସଂକ୍ରମଣ ହାର ଥିବା
Read More...

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୦୨୧-୨୨ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ୦୧-୧୧-୨୦୨୧ରୁ ୩୧-୦୩-୨୦୨୨ ମଧ୍ୟରେ ପରିଚାଳିତ ହେବ। ଏଥିପାଇଁ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଥବା ପାଣି ପଞ୍ଚାୟତରେ ଆଗୁଆ
Read More...

ବିଜେପିକୁ ଶକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ଜିଲ୍ଲା ସଭାପତି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଜେପିକୁ ମଜବୁତ କରିବା ପାଇଁ ସାତ ଗୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି ।
Read More...