Monthly Archives

June 2021

ବେଆଇନ ଭାବେ ଅପମିଶ୍ରିତ ମଦ କାରବାର ବୃଦ୍ଧି ଯୋଗୁଁ ଦେଓଗାଁରେ ଅବକାରୀ ଥାନା ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୫୩ ବର୍ଷ ହେଲା ଦେଓଗାଁ ବ୍ଳକ ଅନ୍ତର୍ଗତ ଗାଁ ଗୁଡ଼ିକ ତୁଷୁରା ଅବକାରୀ ଥାନା ଅଧିନରେ ରହିଅଛି । ଜାତୀୟ ରାଜପଥ, ଭାଟି ସଂଖ୍ୟା ଅଧିକ ଓ ଅପମିଶ୍ରିତ ମଦ କାରବାର କ୍ରମାଗତ ଭାବେ ବଢ଼ୁଥିବାରୁ ଦେଓଗାଁରେ ଅବକାରୀ ଥାନା ପ୍ରତି‌ଷ୍ଠା ପାଇଁ ବାରମ୍ବାର ଦାବୀ
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ଜନ୍ମ ଦିନ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ
Read More...

୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରର ଆନ୍ତରିକ ସୁରକ୍ଷା ଓ ସ୍ଥାନୀୟ ପ୍ରଶାସନର ସହାୟତା ପାଇଁ ସିଆର୍‌ପିଏଫ୍‌ ସର୍ବଦା କର୍ତ୍ତବ୍ୟରତ । ନିଜ ଦାୟିତ୍ୱ ନିଭେଇବା ସଂଗେ ସଂଗେ ସିଆର୍‌ପିଏଫ୍‌ ସାମାଜିକ ସୁରକ୍ଷା, ସଚେତନତା ଆଦି କାର୍ୟ୍ୟକ୍ରମ ମଧ୍ୟ ହାତକୁ ନେଇ ଆସିଛି । ଏହି କ୍ରମରେ
Read More...

ଆସନ୍ତା କାଲି ଓଡ଼ିଶାରେ ପହଞ୍ଚିବ ଓଡ଼ିଆ ଯବାନ ଥବିରଙ୍କ ମୃତ ଦେହ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନ ଜଣଙ୍କ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି
Read More...

ରକ୍ତଦାନ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଶିବିର ଉଦଘାଟନ କରିଥିଲେ । ଶ୍ରୀ ବରିହାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଏହି ଶିବିରରେ ସର୍ବାଧିକ ୫୨ ୟୁନିଟ ରକ୍ତ ସଂଗୃହୀତ
Read More...

ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନାଙ୍କ ଦେହାନ୍ତ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଊପୁର ହୀରାକୁଦ କଲୋନୀ ନିବାସୀ ତଥା ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନା(୬୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥବା ବେଳେ ତାଙ୍କ ପରଲୋକ
Read More...

ବାତ୍ୟା ପ୍ରଭାବିତ ଅସହାୟଙ୍କୁ ପଣ୍ଡାପଡ଼ା ମଣ୍ଡଳ ବିଜେପି ପକ୍ଷରୁ ସହାୟତା

କେନ୍ଦୁଝର : ୟାସ ବାତ୍ୟା ପ୍ରଭାବିତ ଘଟଗାଁ ବ୍ଲକ ପଣ୍ଡାପଡା ମଣ୍ଡଳର ବିନିଦା, ପଣ୍ଡାପଡା ଏବଂ ପୁରୁମୁଣ୍ଡା ପଞ୍ଚାୟତର ଲୋକ ମାନଙ୍କୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ୟାସ ବାତ୍ୟା ପ୍ରଭାବିତ ପାନ ମୁଣ୍ଡା, ମହର୍ଗୀ ନାଏକ, ପିତାମ୍ବର ନାଏକ, ନରୁତମ ନାଏକ, ଅମିନ ନାଏକ, ଦରିଆ
Read More...

ଦେଓଗାଁ ସେବାଶ୍ରମ ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକରଣ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତସି ସେବାଶ୍ରମ ଓ ଜିଲ୍ଲା ସ୍ଥିତ ଆଦ୍ରୁତ ଶିଶୁ ଗୃହର ଅନ୍ତୋବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭିବୃଦ୍ଧି ସକାଶେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ
Read More...

କେନ୍ଦୁମୁଣ୍ଡା ଜଙ୍ଗଲରେ ଶିକାରୀ ଧରାପଡିଲା

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅଧିନ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲକୁ ଶିକାର କରିବା ଉଦ୍ଧେଶ୍ୟରେ ଯାଇଥିବା ଶିକାରୀ ବନ୍ଧୁକ ସହିତ ମହାବିରୋଡ଼ ବନବିଭାଗ ହାତରେ ଧରାପଡିଲେ ।ମହାବିରୋଡ଼ ରେଞ୍ଜ ଅଧିକାରୀ ହରମୋହନ ନାୟକଙ୍କ ନେତୃତ୍ୱରେ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ
Read More...

ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣ ସେବା ସବୁରି ବନ୍ଦୋବସ୍ତ ମାଧ୍ୟମରେ ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର
Read More...