Monthly Archives

June 2021

ଗୁରୁମୁନି ଗାଁରେ ପହଞ୍ଚିଲା ଓଡ଼ିଆ ଯବାନ ଥବିରଙ୍କ ମୃତ୍ୟୁଦେହ : ମନ୍ତ୍ରୀ ଟୁକୁନି ଜଣାଇଲେ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନଙ୍କ କାର୍ୟ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ତେବେ ଆଜି ସକାଳୁ ୭ ଘଣ୍ଟା ସମୟରେ ନିଜ ଭିଟାମାଟିକୁ ପାର୍ଥିବ
Read More...

ଗଞ୍ଜାମ ସହରାଞ୍ଚଳରେ ପାନୀୟଜଳ ସମସ୍ୟା

ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ପାନୀୟଜଳ ସମସ୍ୟା ଦେଖାଦେଇଛି । ଗ୍ରୀଷ୍ମଦିନ ଯୋଗୁଁ ଷ୍ଟାଣ୍ଡପୋଷ୍ଟ ଓ ଗୃହମାନଙ୍କୁ ସଂଯୋଗ ହୋଇଥିବା ପାଇପରେ ଠିକ ଭାବେ ପାଣି ଆସୁନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।
Read More...

କାଇଁଚପୁର ପଞ୍ଚାୟତରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବୃଦ୍ଧି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ମଦ୍ୟପାନ କରି ଦୃବୁତ୍ତମାନେ ବିଳମ୍ବିତ ରାତ୍ରରେ ବିଭିନ୍ନ ସ୍ଥାନରେ ଚୋରି କରୁଥିବା ପୂର୍ବତ୍ତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ
Read More...

ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେଶର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଦ୍ବାରା ଗତକାଲି ସଂଧ୍ୟା ୬ଘଟିକା ସମୟରେ ବିଶିଷ୍ଟ ନାଟ୍ୟକାର ତଥା ଚଳଚିତ୍ର ଅଭିନେତା ଡକ୍ଟର ଅଟଳ ବିହାରୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୬୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୧୩୧୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୯୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୨୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କରୋନା ସଚେତନତା ବାର୍ତ୍ତା ବାହକ ଯାନର ଶୁଭାରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନକୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକ ୭ ଜଣ, ବେଲପଡ଼ା ବ୍ଲକରୁ ୧୩ ଜଣ, ଦେଓଗାଁ
Read More...

ଡ୍ରେନରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଵିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୧୧ ରଜାପଡାରେ ନୂତନ ଡ୍ରେନ ନିର୍ମାଣ ହେଉଛି । ଡ୍ରେନଟି ସମ୍ପୂର୍ଣ୍ଣ ରୂପେ ମେଳା ଅଛି ଯଦ୍ୱାରା ଗର୍ଭବତୀ ଥିବା ଗାଈଟି ଡ୍ରେନ ଭିତରେ ଫସି ଯାଇଥିଲା । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ
Read More...

ସଜନା ଗଛକୁ ନେଇ ମରଣାନ୍ତକ ଆକ୍ରମଣ : ଉଭୟ ପକ୍ଷରୁ ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଉଡାର ଗାଁର ଗଣେଶ ପଧାନ ଅଭିଯୋଗ କରିଛନ୍ତି ଯେ, ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୯ଟାରେ ଶୋଇଥିବା ସମୟରେ ପଡୋଶି ସନ୍ତୋଷ ପଧାନ ଘରୁ ଡାକି ଏକ ଟାଙ୍ଗିଆରେ ଚୋଟ ମାରିଥିଲା । ମୁଣ୍ଡରେ ଜୋର ଆଘାତ ଯୋଗୁଁ ବେହୋଶ ହୋଇଥିବାରୁ ସ୍ତ୍ରୀ ଉଠାଇ
Read More...

ହର୍ କଦମ୍ ଆପକେ ସାଥ୍ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର "ହର୍ କଦମ୍ ଆପକେ ସାଥ୍" ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଗଦଲପୁର ଗ୍ରାମଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ୨୦୦ ଜଣଙ୍କୁ
Read More...