Monthly Archives

June 2021

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୬୨୨୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭେଣ୍ଟିଲେଟରରୁ ବାହାରି ଜେନେରାଲ ଓ୍ବାର୍ଡକୁ ଗଲେ

ଭୁବନେଶ୍ୱର : ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଜେନେରାଲ ଓ୍ବାର୍ଡକୁ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଭୁବନେଶ୍ୱର ଏମସରେ ସେ ଚିକିତ୍ସାଧୀନ ଅଛନ୍ତି
Read More...

ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ସଇଁନ୍ତଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଆଜି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି ଦଳର କର୍ମୀ ମାନେ ଏକଜୁଟ
Read More...

ତହଁକ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ସାବିତ୍ରୀ ବ୍ରତ ଉପରେ ଆଲୋଚନା ଚକ୍ର ଓ କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ପୁରପଲ୍ଲୀରେ ପାଳନ ହୋଇଥିଲା ସାବିତ୍ରୀ ବ୍ରତ କରୋନା କଟକଣା ଯୋଗୁଁ କିଏ କିଏ ଘରେ ପାଲନ କରିଥିଲେ ତ ଆଉ କିଏ ମନ୍ଦିର ସମ୍ମୁଖରେ ପାଲନ କରିଥିବା ଜଣାପଡିଛି । ହେଲେ ଆଜି ନାରୀ ମାନଙ୍କୁ ନେଇ ତହଁକ ସାହିତ୍ୟ କୁଟୁମ ବଲାଙ୍ଗିର ପକ୍ଷରୁ ଅନଲାଇନ
Read More...

ଆସନ୍ତା କାଲି ସଇଁନ୍ତଲା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି ଏହାର ପ୍ରତିବାଦରେ ଆସନ୍ତା କାଲି କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ
Read More...

ଯୁବପିଢିଙ୍କ ନିଆରା ଉଦ୍ୟମରେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ଶିକ୍ଷକ ନିରାକାର ପ୍ରଧାନ ଓ ଗ୍ରାମର ଯୁବକଙ୍କ ମିଳିତ ଉଦ୍ୟମରେ ଗ୍ରାମ ନିକଟରେ ଯାଇଥିବା ପଦ୍ମପୁର ବସନା ମୁଖ୍ୟ ରାସ୍ତାର ଜାମନାଲି ଠାରୁ ଗଛଡୁଙ୍ଗୁରି ପାହାଡ଼ ଯାଏଁ ଉଭୟ ପାର୍ଶ୍ଵରେ ୧୫୦ ଗାତ ଖୋଳି ଖତ ଦେଇ ଶୁଖିଲା
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୭ ଆକ୍ରାନ୍ତ, ୧୧୩ ସୁସ୍ଥ ଓ ୨ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୭୭ ଜଣ ସଂକ୍ରମିତ, ୧୧୩ ଜଣ ସୁସ୍ଥ ଓ ୨ଜଣ ମୃତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ଗ୍ରାମାଞ୍ଚଳରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୫ଜଣ,
Read More...

ସାବିତ୍ରୀ ବ୍ରତରେ ସ୍ୱକୀୟ ଅନୁଭୂତି

ଶ୍ରୀମତୀ ମୃଗାକ୍ଷୀ ପଣ୍ଡା ଗତ ୨୪ ବର୍ଷ ହେଲା ଏଇ ସାବିତ୍ରୀ ବ୍ରତ ମୁଁ କରି ଆସୁଛି । ପୂଜା ଆସିଯିବା ସମୟରେ ମନରେ ନୂତନ ଉତ୍ସାହ, ଉନ୍ମାଦନା, ପୁଲକ ସ୍ୱତଃ ଆସି ଯାଇଥାଏ । ସବୁ ଜିନିଷ ଯୋଗାଡ କରିବା, ପୂଜା ଜାଗା ସଜାଡିବା ଆଦି କାମ ଖୁବ୍‌ ଖୁସିରେ କରିଥାଏ । କୌଣସି ଗୋଟେ ବି ଜିନିଷ ନ
Read More...

ମନୋଜଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା (୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପିଡିତ ଥିଲେ । ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଇ୩୧ ତାରିଖରେ
Read More...

ଟ୍ରାକ୍ଟରରୁ ଖସି ପଡି ଶ୍ରମିକ ମୃତ : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରମିକ ଟ୍ରାକ୍ଟରରୁ ଖସି ପଡିଯିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ମୃତ୍ୟୁ ହୋଇଥିବା ଶ୍ରମିକ ଜଣକ
Read More...