Monthly Archives

June 2021

ପଶ୍ଚିମ ଓଡିଶା ବିକାଶ ପରିଷଦର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ଟୁକୁନୀ ସାହୁଭୀମ ଭୋଇ ମେଡିକାଲରେ ଏକ୍‌ମୋ ମେସିନ ଦାବୀ କଲେ ନରସିଂହ୩ କୋଟିର ପ୍ୟାକେଜ ସମୁଦ୍ରକୁ ସଂଖେ ପାଣି : ସାଲୁଜା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଞ୍ଚଳରେ ଥିବା ୧୧ଟି ଜିଲ୍ଲା କୋଭିଡ୍‌
Read More...

ଡୁମେରପିଟା ପଞ୍ଚାୟତର ସମସ୍ୟାକୁ ନେଇ ଭିଆଇପି ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର : ସମାଧାନ ନ କଲେ ୧୮ରୁ ଅନିଶ୍ଚିତକାଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ମାସ ହେଲା ଡୁମେରପିଟା ପଂଚାୟତର ନୂଆ କାର୍ଯ୍ୟାଳୟ କୋଠା ସଂପନ୍ନ ହେବା ସତ୍ୱେ ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ କୋଠା ଉଦଘାଟନ ହୋଇପାରିନାହିଁ । ବର୍ଷା ଦିନରେ ପୁରୁଣା ଭଙ୍ଗାରୁଜା କାର୍ଯ୍ୟାଳୟରେ ସେଲସ୍‌ମ୍ୟାନ ଦ୍ୱାରା ରାସନ ସାମଗ୍ରୀ ବଂଟନ କାର୍ଯ୍ୟ
Read More...

ଅହେତୁକ ଦର ବୃଦ୍ଧି ଯୋଗୁଁ ଦେଓଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ପେଟ୍ରୋଲ, ଡିଜେଲର ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପାଉଥିବା ଯୋଗୁଁ ଆଜି ସକାଳ ୧୦ଟା ବେଳେ ପ୍ରଦେଶ କଂଗ୍ରେସର ଆହ୍ଵାନରେ ଦେଓଗାଁ ବ୍ଲକର କଂଗ୍ରେସ କମିଟି ପକ୍ଷରୁ ବଙ୍ଗଳା ଛକ ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ
Read More...

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା
Read More...

କେନ୍ଦୁଝର ସଦରରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦୁଝର ସଦର ବ୍ଳକ ପଦ୍ମପୁର ଛକର ଏକ ଆମ୍ବତୋଟାରୁ ଜଣେ କିନ୍ନରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ସଦର ପୋଲିସକୁ ଏ ବାବଦରେ ଖବର ଦେବା ପରେ ପୋଲିସ ପହଂଚି ଝୁଲନ୍ତା ମୃତଦେହକୁ ଗଛରୁ ଓହ୍ଲାଇଥିଲେ । ତେବେ କିନ୍ନରର ପରିଚୟ
Read More...

ଅସୁରକ୍ଷିତ ଶ୍ରମିକ : ଇଟା କାରଖାନାରେ ଚାପିହୋଇ କାର୍ଯ୍ୟରତ ଶ୍ରମିକ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ସହର ଠାକୁରପାଟଣା ଠାରେ ଥିବା ଏକ ଇଟାକାରଖାନାରେ ଜଣେ ଶ୍ରମିକ ଚାପିହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ମୃତକ ଜଣକହେଲେ ଲକ୍ଷ୍ମୀଧର ମୁଣ୍ଡା ।ସୂଚନା ଅନୁସାରେ ଆଜି
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୪୧ ଆକ୍ରାନ୍ତ : ୮୯ ସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୪୧ ଜଣ ସଂକ୍ରମିତ ଓ ୮୯ ଜଣ ସୁସ୍ଥ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୫ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ଜଣେ,
Read More...

ୱେବିନାର ମାଧ୍ୟମରେ ଆନ୍ତଃ ବ୍ଲକସ୍ତରୀୟ ବିଜ୍ଞାନ ଭିତ୍ତିକ ଆଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମ୍ପ୍ରତିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ, ତେଣୁ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଭିତ୍ତିକ କାର୍ୟ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ନେଇଛନ୍ତି, ଅନେକଗୁଡ଼ିଏ ଯୁଗାନ୍ତକାରୀ
Read More...

ଆଇଜିଏସଏସଏସ ପକ୍ଷରୁ କୋଭିଡ ସଚେତନତା ରଥର ଶୁଭାରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡି ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ)ପକ୍ଷରୁ କରୋନା ସଚେତନତା ପାଇଁ କୋଭିଡ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତହସିଲଦାର
Read More...

ତୈଳଦରକୁ ବିରୋଧ କରି ପ୍ରତିବାଦ କଲା କଂଗ୍ରେସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ସହରରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ପଦ୍ମପୁର ନଗର କଂଗ୍ରେସର
Read More...