Monthly Archives

June 2021

ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଲିସକୁ ବଡ ସଫଳତା ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀକୁ ଭୁବନେଶ୍ୱର ବରମୁଣ୍ଡା ଅଂଚଳରୁ ଅଟୋ ଚଳାଉଥିବା ଅବସ୍ଥାରେ ଗିରଫ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଂଚାୟତ ଓଉପଡା
Read More...

ଡେଲାଙ୍ଗ ବିଦ୍ୟୁତ୍‌ର ଲୁଚକାଳି ଖେଳ : ଉପଭୋକ୍ତା ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବିଦ୍ୟୁତ୍‌ ବିଭାଗ ଅଧିନ ଘୋରଡ଼ିଆ ଫିଡର ଉପରେ ନିର୍ଭରଶୀଳ ଉପଭୋକ୍ତାମାନଙ୍କ ପ୍ରତି ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବୈମାତୃକ ମନୋଭାବ ସଂପ୍ରତି ଚରମ ସୀମାରେ ପହଂଚିଛି । ଆକାଶ ସାମାନ୍ୟ ମେଘାଛନ୍ନ ହେଲେ ସତେ ଯେପରି କାଳ ମାଡ଼ିବସୁଛି ।
Read More...

ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ’

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସାରାଦେଶରେ ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବୀ ପୂରଣ ନେଇ ବୁଧବାର ଠାରୁ ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୫୮୦୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୬୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କବିତା : ତଅପୋଇ

ପିନାକୀ ମିଶ୍ର ବଉଦ ଭାସୁଛି ପକ୍ଷୀ ଉଡୁଛିବୋଇତ ଯେ ଫେରୁନାହିଁ,ଆକାଶ ସାଗର ମିଳନ ରେଖାକୁଅନେଇଛି ତଅପୋଇ । ଏପଟେ ବାଲୁକା ସେପଟେ ବଳୟମଝିରେ ଅଥଳ ସିଂଧୁ,ଆଖି ପାଉ ନାହିଁ ଆଶା ମରିନାହିଁବେଳାରେ ଲୋତକ ବିନ୍ଦୁ । ସାତଭାଇ ଘେରା ସୁନାର ଚଢେଇରାଗରେ ପାଦକୁ ପିଟେ,ମୁହଁକୁ ଫୁଲେଇ ଲିଭାଏ
Read More...

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି, ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧରେ । ଏହାକୁ ନେଇ
Read More...

ଯଶୋଦା ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ମହାବିଦ୍ୟାଳୟ ପରିସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଛି । କଲିକତାର ଲିଲି ଫାଉଣ୍ଡେସନର ସହଯୋଗରେ ଏହି କରୋନା ସୁରକ୍ଷା ସାମଗ୍ରୀକୁ ଅନୁଷ୍ଠାନର
Read More...

ସାଂସ୍କୃତିକ ପରିଷଦ ତରଫରୁ ରଜ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍ଚୁଆଲ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭାପତି ଡ. ହୃଷିକେଶ ମଲ୍ଲିକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବ ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ
Read More...

ଗୁଡ଼୍‌ ନିଉଜ୍‌ ହେଲ୍‌ଥ୍‌ କେୟାର୍‌ ସର୍ଭିସେସ୍‌ ପକ୍ଷରୁ ଅକ୍ସିଜେନ୍‌ ବ୍ୟାଙ୍କ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼୍‌ ନିଉଜ୍‌ ଓ ଏଫ୍‌ଏଚ୍‌ଡ଼ି ଇଣ୍ଡିଆ ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟରେ ଦାସ କମ୍‌ପ୍ଲେକ୍ସରେ ଏକ ଅକ୍ସିଜେନ୍‌ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଓ ବଲାଙ୍ଗିର ସିଭିଲ୍‌
Read More...

ମୟୂର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ କଣେ ମହିଳା ଟୋଲ ସଂଗ୍ରହ ପାଇଁ ବିଳକୁ ଯାଇଥିବା
Read More...