Monthly Archives

June 2021

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହେଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ରାଜ୍ୟ ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ ସହ ଜଡିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଦଢ଼ ମନ୍ତବ୍ୟ ଦେଇଛନ୍ତି । କୋର୍ଟ
Read More...

କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶେଷ ହୋଇଯାଇଛି । ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ଥିରତା ପରେ କାଶ୍ମୀରରେ
Read More...

ଉପ ନିୟୋଜନ ଅଧିକାରୀ ନିଯୁକ୍ତ ଦାବୀରେ ସାଂସଦ ପ୍ରତିନିଧିଙ୍କ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ହେଲା ପଦ୍ମପୁରରେ ଉପନିୟୋଜନ କାର୍ଯ୍ୟାଳୟରେ ଉପନିୟୋଜନ ଅଧିକାରୀ ଏବଂ କିରାଣୀ ପଦ ଖାଲି ପଡ଼ିଛି, କେବଳ ଗୋଟିଏ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଦ୍ୱାରା କାର୍ଯ୍ୟାଳୟ ଚାଲିଛି । ସେ ବି ସବୁଦିନ କାର୍ୟ୍ୟାଳୟ ଖୋଲୁ ନାହାନ୍ତି । ଫଳରେ
Read More...

ବିବାହିତ ମହିଳାଙ୍କ ନିଖୋଜ ଖବର ପାଇବା ପରେ ଖୋଜିବାକୁ ଯାଇ ଆଖୁ ବାଡ଼ିରେ ମୃତ ଶବ ପାଇଲେ ଭାଇ : ମହିଳାଙ୍କ ଅସ୍ୱଭାବିକ…

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷରା ଥାନା ଅଧିନସ୍ଥ ଟେବଡ଼ାମୁଣ୍ଡା ଗାଁରେ ଗତ ୭ତାରିଖ ରାତିରେ ଜଣେ ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ଦେଓଗାଁ ଥାନା ଅଧୀନସ୍ଥ ଥିବା ନାଇକେନଶିରା ଗାଁର ତାଙ୍କ ଭାଇ ଗୋପାଲ ବଗର୍ତ୍ତି ୨୪ ତାରିଖ ବୁଧବାର ଦିନ ତୁଷରା ଥାନାରେ ଭଉଣୀକୁ ହତ୍ୟା
Read More...

ଗାଁ ଗାଁ ବୁଲି କରୋନାରେ ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କଲେ ବିଧାୟକ ସରୋଜ ମେହେର

ବେଲପଡା, (କରୁଣାକର ବୁଡ଼େକ) : କରୋନା ସଂକ୍ରମଣ ଯୋଗୁଁ ବହୁ ପରିବାର ଉଜୁଡି ଯାଇଛି । ଅକାଳରେ ବହୁ ଲୋକ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ଦୁଖଃର ସାଥି ହେବାପାଇଁ ପାଟଣାଗଡ଼ ବିଧାୟକ ନିଷ୍ପତି ନେଇଛନ୍ତି ଏବଂ ବିଭିନ୍ନ ଗାଁ
Read More...

ବାଇକ ଦୁର୍ଘଟଣାଗ୍ରସ୍ତ : ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଆହତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ୪୨ ନମ୍ବର ମୁଖ୍ୟରାସ୍ତା ବେହେରା ମେଡିକାଲ ଷ୍ଟୋରଠାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛି । ଆଜି ଅପରାହ୍ନରେ ସାମ୍ବାଦିକ ଅଶୋକ
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ରାଣୀ ଦୂର୍ଗବତୀଙ୍କ ୪୫୮ତମ ବଳିଦାନ ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆୟୋଜନ ସମିତି ଦ୍ୱାରା ୪୫୮ତମ ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଖଲିଆପାଲିରେ ପାଳନ କରାଯାଇଛି । ଏହି ଉତ୍ସବରେ ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଦେଓଗାଁ ବ୍ଲକ
Read More...

ଦେଓଗାଁ ବ୍ଲକରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକର ଦେଓଗାଁ ଓ ଗୁଡଖାପଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ବ୍ଲକ ପ୍ରାଥମିକ ଶିକ୍ଷକ କଲ୍ୟାଣ ପାଣ୍ଠି ପକ୍ଷରୁ ଶିକ୍ଷକଙ୍କୁ ସହାୟତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ କଲ୍ୟାଣ ପାଣ୍ଠି ତରଫରୁ ଖାତିମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଦା ମହାନନ୍ଦଙ୍କ ଚିକିତ୍ସା ନିମନ୍ତେ ତାଙ୍କ ଆକାଉଣ୍ଟ ନମ୍ବରରେ ୫ ହଜାର ଟଙ୍କା ସହାୟତା ରାଶି ଜମା
Read More...

ଲୋଇସିଂହାରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଲୋଇସିଂହା ବ୍ଲକ ତରଫରୁ ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ସ୍ଥାନୀୟ ଆଦିବାସୀ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ଦ୍ୱାରା ବଡଦେଓ ପାଠାଗାରର ଶୁଭ ଉନ୍ମୋଚନ
Read More...