Monthly Archives

June 2021

ଡେଙ୍ଗରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ନାରା ଦେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାଂସଦ ଓ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୫୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୫୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୩୦୧୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡିଶା ମଡେଲ୍‌କୁ ବେଷ୍ଟ୍ ପ୍ରାକ୍ଟିସ୍ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପଦକ୍ଷେପ ଯୋଗୁଁ ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ ହ୍ରାସ ପାଇବା ସହ ଏହି ସମୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣରେ ଓଡିଶା
Read More...

ବିରାଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ଆତ୍ମ ସୁରକ୍ଷା ତାଲିମ

ନୂଆପଡା, (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆନ୍ତଃ-ରାଜ୍ୟ ଡକାୟତି ଗ୍ୟାଙ୍ଗ ଦଳକୁ ଧରିବାରେ ଛତ୍ରପୁର ପୋଲିସର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଠାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଚୋରୀ, ଡକାୟତି ଓ ରାହାଜନୀ ଭଳି ଘଟାଇ ଆସୁଥିବା ଏକ ଡକାୟତି ଗ୍ୟାଙ୍ଗଷ୍ଟାରକୁ ଧରିବାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି । ଜାତୀୟ ରାଜପଥରେ ଅବସ୍ଥାପିତ ବିଭିନ୍ନ ବାଇକ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬କିଲୋ ଲିଟର ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ
Read More...

ଅପହଞ୍ଚ ନେଟୱର୍କ : ୟୁଟ୍ୟୁବ୍ ପାଠପଢା ସାତସପନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବା ବେଳେ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସରକାର । ଖପ୍ରାଖୋଲ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର
Read More...

କରୋନା ଟୀକାକରଣ ପାଇଁ ସଚେତନତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାମାରୀ କରୋନା ସଂକ୍ରମଣକୁ ରୋକିରବା ଏକମାତ୍ର ବିକଳ୍ପ ଟୀକା । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ପ୍ରକାଶ ଦେଇଛନ୍ତି । ହେଲେ ଟୀକାକୁ ନେଇ ଅନେକ ଗୁଜବ ଉଠୁଥିବା ବେଳ କିଛି ଲୋକଙ୍କ ମନରେ ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହାକୁ ଲକ୍ଷ୍ୟ କରି
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ବ୍ଲକ୍‌ ଅର୍ନ୍ତଗତ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମର ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା
Read More...

ଲଖନା ଜାମସେଠ ରାସ୍ତା ପ୍ରଶସ୍ତିକରଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ ଏକ ଅବହେଳିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର ଶେଷ ସୀମାରେ ଥିବାରୁ ଏଠାରେ ପ୍ରଶାସନର ନିଘା ପଡେ ନାହିଁ । ବହୁଦିନରୁ ଲଖନା ଠାରୁ ବରଗଡ଼ ଜିଲ୍ଲାର ଜାମସେଠ ୧୫ କିଲୋମିଟର ରାସ୍ତାକୁ ପ୍ରଶାସ୍ତିକରଣ
Read More...