Monthly Archives

June 2021

ଇରାନ ନୌସେନାର ସବୁଠୁ ବଡ ଜାହାଜରେ ଲାଗିଗଲା ନିଆଁ : ବୁଡ଼ିଗଲା ସମୁଦ୍ରରେ

ତେହେରାନ : ଇରାନର ନୌସେନାରେ ଏକ ବଡ଼ ଧରଣର ବିପର୍ୟ୍ୟୟ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ଇରାନ ନୌସେନାର ସବୁଠାରୁ ବଡ ଜାହାଜ ଓମାନ ଗଲ୍ଫରେ ନିଆଁ ଲାଗି ବୁଧବାର ଦିନ ବୁଡ଼ିଯାଇଛି । ନ୍ୟୁଜ୍ ଏଜେନ୍ସି 'ଦି ଫାର୍ସ' ଏବଂ 'ଟସ୍ନିମ୍' ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଖାର୍ଗ
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ରାଉରକେଲା : କରୋନା ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ତରଫରୁ ତାପସ
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ମହିଳା ଶକ୍ତିର ମିଳିତ ଉଦ୍ୟମରେ ଅସହାୟଙ୍କୁ ସହଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ମହିଳା ଶକ୍ତିର ମିଳିତ ଉଦ୍ୟମରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନ ତଥା ରେଳ ଷ୍ଟେସନ ପାଖରେ ରହୁଥିବା ଅସହାୟ ଲୋକ, ରାଜୀବ ନଗର, ବିଜାଖମାନ, କାମକ୍ଷୀ ନଗର, ମଳମୁଣ୍ଡା ଓ ଠିକାଦାରପଡା ଆଦି ଜାଗାକୁ ଯାଇ ଅସହାୟ
Read More...

ପଦ୍ମପୁରରେ ଅକ୍ସିଜେନ ବ୍ୟାଙ୍କ ଉଦ୍‌ଘାଟନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧାମାନେ କରାଯାଉଥିବା ବେଳେ ଜାଗା ଜାଗାରେ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ମାନେ କରାଯାଇଅଛି । କିନ୍ତୁ କୋଭିଡ ଆକ୍ରାନ୍ତମାନଙ୍କ
Read More...

ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । କିଛି ଦିନ ପୂର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତିର ବ୍ୟକ୍ତି କୁହୁଡ଼ି ନଦୀକୁ ନିଜର ଅକ୍ତିଆର କରି ନଦୀ ମଝିରେ ମାଟି ପକାଇ ଦେଇଥିଲା । ଏହା
Read More...

ଟ୍ରକ୍‌ରୁ ଜବତ ହେଲା ୬ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଟ୍ରକ୍‌ରୁ ଜବତ ହୋଇଛି ୬ କ୍ୱିଣ୍ଟାଲ ଗଞ୍ଜେଇ । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାର୍ଡ ଏକ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍‌ଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ କେଛୋମୁହାଣ ଗ୍ରାମରେ ନାବାଳିକା ଝିଅର ବିବାହ କରାଯାଉ ଥିବା ଏନେଇ ପ୍ରଶାସନ ପାଖରେ ଖବର ପହଞ୍ଚିଲା ପରେ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି
Read More...

ଲୋଇସିଂହା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାଗଣା ଖାଦ୍ୟ ଯୋଗାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲକଡାଉନ ସମୟରେ ସମସ୍ତ ଦୋକାନ ବଜାର ହୋଟେଲ ଗୁଡିକୁ ବନ୍ଦ ରହିଛି । ଫଳରେ ଲୋଇସିଂହା ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ତାଙ୍କ ପରିଜନ ଖାଦ୍ୟ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ବ୍ଲକ ଛକ ସ୍ଥିତ ମାଁ
Read More...

ବିଭିନ୍ନ ସମସ୍ୟା ନେଇ ତଦାରଖ କଲେ ସିଡିପିଓ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେଛୋମହାଣ ଗ୍ରାମରେ ଅନେକ ଲୋକଙ୍କ ଘରକୁ ଘର ବୁଲି ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ସିଡିପିଓ ସବିତା ଦାଶ । ସୂଚନା ମତେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସିଡିପିଓ ଶ୍ରୀମତୀ ସବିତା ଦାଶ
Read More...

ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡିଲା ୨ ମହଲା କୋଠା, ୩ ଶିଶୁ ସମେତ ୭ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗୋଣ୍ଡାରେ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୨ ମହଲା କୋଠା ଭୁଶୁଡି ପଡିଥିଲା । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳେ ଫସି ରହିଥିଲେ ।
Read More...