Monthly Archives

June 2021

ପାଇକମାଲ ଅଞ୍ଚଳରେ ମାଟିର ମଣିଷ ଭାବେ ପରିଚିତ ଲକ୍ଷ୍ମଣ ମାଝୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଚେରଙ୍ଗାଝାଞ୍ଜ ଗ୍ରାମର ଲକ୍ଷ୍ମଣ ମାଝୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟ ବେଳକୁ ୭୩ ବର୍ଷ ବୟସ ହେଉଥିଲା । ସ୍ଵର୍ଗତ ମାଝୀ ଜଣେ ଚାଷୀ ଭାବରେ ବେଶ ପରିଚିତ ଥିଲେ । ସେ ସର୍ବଦା କଠିନ ପରିଶ୍ରମ କରି
Read More...

ମଦ ମୃତ୍ୟୁ ମାମଲା : ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ, ଏ ପର୍ଯ୍ୟନ୍ତ ୯୮ ଜଣଙ୍କର ମୃତ୍ୟୁ

ଆଲିଗଡ : ବିଷାକ୍ତ ମଦ ପିଇବା ପରେ ଆଲିଗଡରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଥିବା ବେଳେ ୨୦ ଜଣ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆଲିଗଡର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ମୁଖ୍ୟ ଚିକିତ୍ସା
Read More...

କବିତା : ମୋ ପରିବେଶ

ବିଜୟ ପ୍ରଧାନ ଆଜି ସକାଳୁ ସକାଳୁ ଶାଗବାଲିରମୁଲଚାଲ କରି କିଣିଥିବାନଳିତା ଶାଗର ସବୁଜିମାରୁ ଆରମ୍ଭମୋର ପରିବେଶ ଦିବସ। ଆମ୍ବଗଛରୁ ଗତରାତିର ଦୁର୍ଦ୍ଦାନ୍ତ ପବନରେଖସିଥିବା କଂଚା ପାଚିଲା ପତ୍ରସହ ଆମ୍ବ ସବୁକୁଝାଡୁକରି ଅଲଗା ରଖୁଥାଏଝାଡୁବାଲି ନବମ ଶ୍ରେଣୀରେ ପଢ଼ୁଥିବାଆର ସାହିର ଝିଅ ।
Read More...

କବିତା ଝଙ୍କାରର ସାହିତ୍ୟ ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କବିତା ଝଙ୍କାର’ ସାହିତ୍ୟ ସଂସଦ ତରଫରୁ ୱେବିନାର ମାଧ୍ୟମରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ସାହିତ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ ପୂର୍ବକ ସାରା ଓଡିଶାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା, ମନ୍ଦାକିନୀ କବିତା ଝଙ୍କାର,
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୮୬୮୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ : ବଞ୍ଚିବା ଓ ବଞ୍ଚେଇବା

ରଶ୍ମି ରଞ୍ଜିତା ସିଂହସୃଷ୍ଟିର ଦାନ ସ୍ୱରୂପ ଆମେ ସମସ୍ତେ ପ୍ରାଣୀ ଜଗତ, ସମସ୍ତେ ଆପଣା ଆପଣା କର୍ମରେ ବନ୍ଧା ଏଇ ପୃଥିବୀ ରଙ୍ଗମଞ୍ଚରେ । ଅଭିନୟ ସାରିବା ପରେ ନିଜ ନିଜ ରାସ୍ତାରେ ବାହୁଡ଼ିବା ବିଧେୟ । କିନ୍ତୁ କିଏ ବି ଜାଣନ୍ତିନି ସେ ବାହୁଡ଼ିବାର ବେଳା ଯେ କେତେବେଳେ କାହା ପାଖରେ କେମିତି
Read More...

ବର୍ତ୍ତମାନ ରୁଷିଆର ଟିକା ସ୍ପୁଟ୍‌ନିକ୍ ଭି ମଧ୍ୟ ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ : ଡ଼ିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକ ସହିତ ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ଭାରତରେ ଆଣ୍ଟି-କୋଭିଡ଼-୧୯ ଟିକା ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)କୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡ଼ିସିଜିଆଇ) ଅନୁମୋଦନ ଦେଇଛି ।
Read More...

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅଟଳ ବିହାରୀ ପଣ୍ଡା ଚାଲିଗଲେ

ସମ୍ବଲପୁର, (କରୁଣାକର ଶତପଥୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଅଟଳ ବିହାରୀ ପଣ୍ଡା(୯୨) ଚାଲିଗଲେ । ଆଜି ଭୋର୍‌ ୩.୪୫ରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିବା ପ୍ରାପ୍ତ
Read More...

୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ
Read More...