Daily Archives

ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମ ପଞ୍ଚାୟତର ଭାଲୁକାନା ଗାଁ କଲ୍ୟାଣ ସମିତି ପକ୍ଷରୁ ସାବୁନ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ କରୋନା ରୋଗର ଲକ୍ଷଣ କିପରି ହୁଏ ସେ ବିଷୟରେ ଲୋକଙ୍କୁ
Read More...

ଭୁବନେଶ୍ୱରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ଵରେ ଓଡ଼ିଶାରେ ଧାନ କିଣାବିକାର ଅବ୍ୟବସ୍ଥା, ଚାଷୀଙ୍କ ଟୋକନ ଲେପ୍ସ, ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି, କେନ୍ଦ୍ର ସରକାର ବସ୍ତା ସୁତୁଲି ପରିବହନର ଖର୍ଚ୍ଚ
Read More...

ବିପଦ ପୋଲ ଦେଇ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ : ନିର୍ମାଣ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ କାମ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଅଧିନସ୍ଥ ଦାବିଜୋରି ଠାରୁ ଭୋଇରପଡା ଏବଂ ଭିର୍କାପଡାକୁ
Read More...

ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପଞ୍ଚାୟତ ଅନ୍ତର୍ଗତ ଡିଆନାଳି ଗ୍ରାମର ପାଙ୍ଗାଲା ମୁଣ୍ଡା ୪୦ ବର୍ଷ ତାଙ୍କର ସ୍ୱାମୀ ଗୋବିନ୍ଦ ମୁଣ୍ଡା ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ତାକୁ କଣ କାମୁଡି ଦେଇଥିବା ଭାବି ସେ ଗୁରୁତ୍ୱ ଦେଇନଥିଲେ । ଆଜି ସକାଳୁ
Read More...

ଚାଷୀମାନଙ୍କ ଲାପ୍ସ ଟୋକନକୁ ରିନ୍ୟୁୟଲ କରାଯିବ ସହ ସମସ୍ୟାକୁ ପ୍ରାଥମିକତା ଦିଆଯିବ

ଯାଜପୁର : ଦଶରଥପୁର ବ୍ଲକସ୍ଥ କମାରଡ଼ିହି ସେବାସମବାୟ ସମିତିରେ ରବିଧାନ କିଣାକୁ ନେଇ ଶନିବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କାରଣ ଥିଲା ତାରିଖ ୬,୭,୮ ତାରିଖରେ ଥିବା ପ୍ରାୟ ୭୦ ଜଣ ଚାଷୀ ମାନଙ୍କର ଟୁକନ ଲାପସ କରିଯାଇଥିଲା । ଏହି ଘଟଣାକୁ ନେଇ ଚାଷୀ ମାନେ ସମବାୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବରଗଡ଼, କଟକ ଜିଲ୍ଲାରୁ ୫ଜଣ ରହିଛନ୍ତି ।
Read More...

ମୁଖ୍ୟ ଡାକଘର ଆନୁକୂଲ୍ୟରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ମୁଖ୍ୟଡାକ ପ୍ରାଙ୍ଗଣରେ ବିଶେଷ ଡାକ ମୋହର ରଦ୍ଦକରଣ, ଔଷଧୀୟ ବୃକ୍ଷରୋପଣ, ସାମୁହିକ ଯୋଗ ଅଭ୍ୟାସ ତଥା ଶପଥପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ
Read More...

ପାଟଣାଗଡ଼ର ନାଗରିକମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଓ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନାଗରିକ କମିଟି ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୂହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ
Read More...

ମୂଲ୍ୟବାନ କାଠ ଓ ଗାଡି ଜବତ କଲା ବନ ବିଭାଗ : ଡ୍ରାଇଭର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସ୍ଥିତ ଭୋଇରପଡା ନିକଟରେ ଆଜି ସକାଳୁ ପ୍ରାୟ ୪ ଲକ୍ଷ ଟଙ୍କାର ମୂଲ୍ୟବାନ ଖଇର ମଞ୍ଜ କାଠ ଜବତ କରିବା ସହ ଓଆର୧୫ବି୪୮୪୭ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁସାରେ ଆଜି ସକାଳୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୪୯୬୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...