Daily Archives

ଡବ୍ଲ୍ୟୁଟିସି ଫାଇନାଲ୍ : ଟସ୍ ହାରି ଭାରତ କରୁଛି ବ୍ୟାଟିଂ

ବର୍ଷା ପାଇଁ ମ୍ୟାଚ ଏକାଧିକ ଥର ବନ୍ଦଶୀର୍ଷ ୩ବ୍ୟାଟରଙ୍କ ଶୀଘ୍ର ଆଉଟ୍ ପରେ ପାଲି ସଜାଡୁଛନ୍ତି କୋହଲି-ରାହାଣେ ସାଉଥମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲ୍‌ର ପ୍ରଥମ ଦିନର ଖେଳକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା । ଦ୍ୱିତୀୟ ଦିନରେ ବି
Read More...

ଭାରତ-ଇଂଲଣ୍ଡ ଏକମାତ୍ର ଟେଷ୍ଟ ଅମିମାଂସିତ

ବ୍ରିଷ୍ଟଲ୍‌ : ସେଫାଳି ବର୍ମାଙ୍କ ଉଭୟ ପାଳିରେ ଅର୍ଦ୍ଧଶତକ ପରେ ଦୀପ୍ତି ଶର୍ମା ଓ ସ୍ନେହା ରାଣାଙ୍କ ଦ୍ୱିତୀୟ ପାଳି ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌କୁ ଅମିମାଂସିତ ରଖିଛି । ପ୍ରଥମ ପାଳିରେ ୨୩୧ ରନ୍‌ କରି ୧୬୫ ରନ୍‌ରେ ପଛୁଆ ରହିବା ପରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୯୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଟକ ଓ ବରଗଡ ଜିଲ୍ଲାରୁ ୫ ଜଣ, କୋରାପୁଟ, ମୟୂରଭଞ୍ଜ, ରାୟଗଡାରୁ ୪ ଜଣ ଲେଖାଏଁ, ଗଞ୍ଜାମ,
Read More...

ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଲିଉଡ୍‌ର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ ସଙ୍ଗୀତ ଜଗତରେ ସେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ୫୭୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୮୭୨୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ଉପାଧ୍ୟକ୍ଷ ହେଲେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ପ୍ରଦେଶରେ ସଦାସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମାନ ଆରଥା ମାଥୁର ଓଡ଼ିଶା ପ୍ରଦେଶର
Read More...

ଚାଲିଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଲିଉଡ୍‌ର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହେଉଥିଲା । ଗତ ମେ' ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ତପୁ ସ୍ପର୍ଶ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ
Read More...

ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପିଲାଙ୍କ ନାମଲେଖା, ଇ-ଅଭିଭାବକ-ଶିକ୍ଷକ ସମ୍ମିଳନୀ, ଅନ୍‌ଲାଇନ୍
Read More...