Daily Archives

ଦେଶରେ ୨୪ ଘଣ୍ଟାରେ ମଧ୍ୟରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ : ୨୩୩୦ ମୃତ

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟାରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୩୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୩୩୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ-ନ୍ୟୁଜିଲାଣ୍ଡ ଲଢେ଼ଇ ୧୮ରୁ ୨୨, ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଉଭୟ ଦଳ : ମ୍ୟାଚରେ…

ସାଉଥମ୍ପଟନ୍ : ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ଏହି ଲଢ଼େଇ ‌ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ
Read More...

ରାଜ୍ୟରେ ଗତ ୨୪ଘଣ୍ଟାରେ ୩୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ଜଣ
Read More...

ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଲିସକୁ ବଡ ସଫଳତା ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀକୁ ଭୁବନେଶ୍ୱର ବରମୁଣ୍ଡା ଅଂଚଳରୁ ଅଟୋ ଚଳାଉଥିବା ଅବସ୍ଥାରେ ଗିରଫ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଂଚାୟତ ଓଉପଡା
Read More...

ଡେଲାଙ୍ଗ ବିଦ୍ୟୁତ୍‌ର ଲୁଚକାଳି ଖେଳ : ଉପଭୋକ୍ତା ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବିଦ୍ୟୁତ୍‌ ବିଭାଗ ଅଧିନ ଘୋରଡ଼ିଆ ଫିଡର ଉପରେ ନିର୍ଭରଶୀଳ ଉପଭୋକ୍ତାମାନଙ୍କ ପ୍ରତି ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବୈମାତୃକ ମନୋଭାବ ସଂପ୍ରତି ଚରମ ସୀମାରେ ପହଂଚିଛି । ଆକାଶ ସାମାନ୍ୟ ମେଘାଛନ୍ନ ହେଲେ ସତେ ଯେପରି କାଳ ମାଡ଼ିବସୁଛି ।
Read More...

ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ’

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସାରାଦେଶରେ ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବୀ ପୂରଣ ନେଇ ବୁଧବାର ଠାରୁ ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୫୮୦୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୬୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କବିତା : ତଅପୋଇ

ପିନାକୀ ମିଶ୍ର ବଉଦ ଭାସୁଛି ପକ୍ଷୀ ଉଡୁଛିବୋଇତ ଯେ ଫେରୁନାହିଁ,ଆକାଶ ସାଗର ମିଳନ ରେଖାକୁଅନେଇଛି ତଅପୋଇ । ଏପଟେ ବାଲୁକା ସେପଟେ ବଳୟମଝିରେ ଅଥଳ ସିଂଧୁ,ଆଖି ପାଉ ନାହିଁ ଆଶା ମରିନାହିଁବେଳାରେ ଲୋତକ ବିନ୍ଦୁ । ସାତଭାଇ ଘେରା ସୁନାର ଚଢେଇରାଗରେ ପାଦକୁ ପିଟେ,ମୁହଁକୁ ଫୁଲେଇ ଲିଭାଏ
Read More...

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି, ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧରେ । ଏହାକୁ ନେଇ
Read More...

ଯଶୋଦା ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ମହାବିଦ୍ୟାଳୟ ପରିସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଛି । କଲିକତାର ଲିଲି ଫାଉଣ୍ଡେସନର ସହଯୋଗରେ ଏହି କରୋନା ସୁରକ୍ଷା ସାମଗ୍ରୀକୁ ଅନୁଷ୍ଠାନର
Read More...