Daily Archives

ଜଙ୍ଗଲୀ ମାଂସ ସହ ଦୁଇ ଶିକାରୀ ଗିରଫ

ଅନୁଗୁଳ : କରୋନା ମହାମାରୀର ଦ୍ୱିତୀୟ ଲହରୀରେ ପୁରା ଦେଶ ଡରି ରହିଥିବା ବେଳେ କିଛି ଶିକାରୀ ମାନଙ୍କ ପାଇଁ ଏହା ଆଶୀର୍ବାଦ ହୋଇଛି । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଶିକାରୀ ମାନେ ସକ୍ରିୟ ହୋଇଉଠିଛନ୍ତି । ଏପରି ଶିକାର କରୁଥିବା
Read More...

ଆନ୍ଧ୍ରପ୍ରଦେଶ ଇଟାଭାଟିରେ ଓଡ଼ିଶାର ଦଳିତ ଦାଦନ ଶ୍ରମିକ ନିର୍ୟ୍ୟାତିତ : ପ୍ରାଣ ଭୟରେ ଓଡିଶା ପ୍ରତ୍ୟାବର୍ତ୍ତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୭ ମାସ ଧରି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୈଦାପଲ୍ଲୀ ଜିଲ୍ଲା ଅନ୍ତର୍ଗତ କରଲାଚିର୍ଲା ଗାଁରେ ଥିବା ଶ୍ରୀ ଆରିଫଙ୍କ ଇଟାଭାଟିରେ କାର୍ୟ୍ୟ କରୁଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ନିଲାଥର ଗ୍ରାମର ପ୍ରମୋଦ ତାଣ୍ତି (୩୦ ବର୍ଷ), ତାଙ୍କ ସ୍ତ୍ରୀ
Read More...

ସାବିତ୍ରୀ ଅମାବାସ୍ୟାକୁ ନେଇ ବଜ଼ାରରେ ପ୍ରବଳ ଭିଡ଼ : ୧୮ଟି ଦୋକାନକୁ ସିଲ୍‌ କଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ
Read More...

ଗୋଷ୍ଠୀ ସହଭାଗିତାରେ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ଠାରେ ଜୁନିୟର ରେଡକ୍ରସର ଉଦ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ସହିତ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଯାଇଛି । କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ନଜରରେ ରଖି ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ
Read More...

କରୋନାର ଦ୍ୱିତୀୟ ଲହରୀରେ ସାବିତ୍ରୀ ନିରାଶ : ବ୍ୟବସାୟୀ ହତାଶ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତି ପାହିଲେ ସାବିତ୍ରୀ ବ୍ରତ । ଏହି ଦିନକୁ ସବୁ ବିବାହିତା ମହିଳା ଅପେକ୍ଷାରେ ରହିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ଦିନ ଉପବାସରେ ରହି ସାବିତ୍ରୀ ବ୍ରତ କରିଥାନ୍ତି । ତେବେ ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସାବିତ୍ରୀ ମାନେ
Read More...

କମେଡି କଳାକାର ଡୋଲୁଙ୍କର ଏକାଦଶାହ ସମ୍ପର୍ଣ୍ଣ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଖ୍ୟାତ କମେଡି କଳାକାର ଡୋଲୁଙ୍କର ୧୧ଦିନିଆ ଶୁଦ୍ଧି କ୍ରିୟା କାର୍ଯ୍ୟ ତାଙ୍କ ବାସଭବନରେ ସମ୍ପର୍ଣ୍ଣ ହୋଇଯାଛି । ଏଥିରେ ପଶ୍ଚିମ ଓଡ଼ିଶା କଳାକାର ସଂଘ ଏବଂ ବିଭିନ୍ନ କଳାକାର ମାନେ ଯୋଗ ଦେଇ ତାଙ୍କ ପରିବାରକୁ ସାନ୍ତ୍ଵନା ଦେଇଥିଲେ ।
Read More...

୩୬ ବର୍ଷରେ ପାଦ ଦେଲେ ବଲିଉଡର ଲୋକ ପ୍ରିୟ ଅଭିନେତ୍ରୀ ସୋନମ କପୂର

ନୂଆଦିଲ୍ଲୀ : ୩୬ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ଲୋକ ପ୍ରିୟ ଅଭିନେତ୍ରୀ ସୋନମ କପୂର । ୯ ଜୁନ୍ ଆଜି ହେଉଛି ସୋନମ କପୂରଙ୍କ ଜନ୍ମଦିନ । ଜନ୍ମ ଦିନରେ ତାଙ୍କ ଶୁଭେଚ୍ଛୁମାନେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ : ସମ୍ପର୍କୀୟ ଦମ୍ପତି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସମ୍ୟ ହରାଇ ଗଛରେ ପିଟିଲା କାର । ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ସୂଚନା ଅନୁଯାୟୀ
Read More...

ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ଏକ ଠକେଇ ଓ ଜାଲିଆତି ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର
Read More...

ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ଲକ୍ଷରୁ କମ୍ କରୋନା ରୋଗୀ ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ ନୂତନ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର ଗତି ବର୍ତ୍ତମାନ ଥମି ଆସୁଥିବା ଜଣାପଡିଛି । ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨,୫୯୬ ନୂତନ କରୋନା ରୋଗୀ ଦେଖିବାକୁ ମିଳିଛି ଏବଂ
Read More...