Daily Archives

ବଜରଙ୍ଗ ଦଳ ତରଫରୁ କରୋନା ସଚେତନତା ସହ ମାସ୍କ ବଣ୍ଟନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କରୋନା ମହାମାରୀକୁ ଦୂରେଇବାକୁ ହେଲେ ସଚେତନତା ନିହାତି ଆବଶ୍ୟକ । ତେବେ ଆଜି ଜାମଗାଁ ବଜରଙ୍ଗ ଦଳ ତରଫରୁ ଜାମଗାଁ ଗ୍ରାମରେ ମାସ୍କ ବଣ୍ଟନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ
Read More...

ଘୁନସର ଡାକ୍ତରଖାନାରେ ଯୋଗ ଦେବେ ନୂତନ ଡାକ୍ତର ସୁବନ୍ତ ନାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲାଣି ଡାକ୍ତରଙ୍କ ପଦବୀ ଖାଲି ରହିଥିଲା ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅନେକ ଥର ବିଧାୟକ, ସାଂସଦଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ୟ୍ୟନ୍ତ ଅନୁରୋଧ
Read More...

କୋଭିଡ ଯୋଗୁଁ ଭାରତରେ ଅଟକି ରହିଥିବା ଭାରତୀୟ ଭିସାଧାରୀ ବିଦେଶୀ ନାଗରିକ ଚଳିତ ବର୍ଷ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ଯୋଗୁଁ ବ୍ୟାବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଏହି ତାରିଖ ପୂର୍ବରୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିଏସଆଇଆର ସୋସାଇଟିର ବୈଠକ ଅନୁଷ୍ଠିତ

ଚଳିତ ଦଶନ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଆଗାମୀ ଦଶନ୍ଧିର ଆବଶ୍ୟକତା ଅନୁସାରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ସୋସାଇଟିର
Read More...

ଦୁର୍ଗମ ମାଓପ୍ରବଣ ଅଂଚଳରେ ପହଂଚିଲା ରାଜସ୍ୱ ରଥ : ହିତାଧିକାରୀଙ୍କୁ ଘର ଅଗଣାରେ ପଟ୍ଟା ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ ତୁରେକେଲା ବ୍ଲକର ମାଓ ପ୍ରବଣ ଦୁର୍ଗମ ଅଂଚଳକୁ ଶୁକ୍ରବାର ଦିନ ରାଜସ୍ୱ ରଥ ପହଂଚିଥିଲା । ରାଜସ୍ୱ ରଥର ଶୁଭାରମ୍ଭ ମାଓ ପ୍ରବଣ ମହଖଣ୍ଡ ଆରଆଇ ସର୍କଲ ଅଂଚଳର ବିଭିନ୍ନ ଗାଁ ମଧ୍ୟରେ ମହଖଣ୍ଡ, କନ୍ଦେଇ, ନାନ୍ଦୋଲ,
Read More...

ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଏହି ମହାମାରୀ କରୋନା ବେଳାରେ ଲକଡାଉନର ସୁଯୋଗ ନେଇ ମଦ ବେପାରୀମାନେ ଖୁଲମଖୁଲ୍ଲା ଦେଶୀ ମଦ ବିକ୍ରୀ କରୁଛନ୍ତି । ତେବେ ଅବକାରୀ ବିଭାଗ ସହିତ ଏନଫୋରସମେଣ୍ଟ ଏଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ ଭାବେ ସଦର
Read More...

ପରିବେଶ ଦିବସ ପାଳିତ

ରାଉରକେଲା : ବିଶ୍ଵ ପରିବେଶ ଦିବସ ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଓ ବବିତା ସିଂଙ୍କ ନେତୃତ୍ବରେ ଗଛର ଚାରା, ସାନିଟାଇଜର ଓ ମାସ୍କ ଆଦି ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଥିଲା । କଲୁଙ୍ଗା ଖ ପଞ୍ଚାୟତର ମାରଙ୍ଗିପିଡି ଓ ଗୋଇଭଙ୍ଗା ଗାଁରେ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଯାଜପୁର : ପାଲଟପୁର ପଞ୍ଚାୟତ ଅନ୍ତର୍ଗତ ଷାଠିବାଟି ଗ୍ରାମରେ ମା କାଳୀ ୟୁଥ କ୍ଳବ୍ ଓ ଆମ ଓଡ଼ିଶା ମିଳିତ ଉଦ୍ୟମରେ ମଞ୍ଜୁଶ୍ରୀ ପଣ୍ଡାଙ୍କ ସ୍ମୃତିରେ ୩ୟ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ଶିବିରରୁ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟ
Read More...

ପାଇକମାଲ ଅଞ୍ଚଳରେ ମାଟିର ମଣିଷ ଭାବେ ପରିଚିତ ଲକ୍ଷ୍ମଣ ମାଝୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଚେରଙ୍ଗାଝାଞ୍ଜ ଗ୍ରାମର ଲକ୍ଷ୍ମଣ ମାଝୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟ ବେଳକୁ ୭୩ ବର୍ଷ ବୟସ ହେଉଥିଲା । ସ୍ଵର୍ଗତ ମାଝୀ ଜଣେ ଚାଷୀ ଭାବରେ ବେଶ ପରିଚିତ ଥିଲେ । ସେ ସର୍ବଦା କଠିନ ପରିଶ୍ରମ କରି
Read More...

ମଦ ମୃତ୍ୟୁ ମାମଲା : ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ, ଏ ପର୍ଯ୍ୟନ୍ତ ୯୮ ଜଣଙ୍କର ମୃତ୍ୟୁ

ଆଲିଗଡ : ବିଷାକ୍ତ ମଦ ପିଇବା ପରେ ଆଲିଗଡରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଥିବା ବେଳେ ୨୦ ଜଣ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆଲିଗଡର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ମୁଖ୍ୟ ଚିକିତ୍ସା
Read More...