Daily Archives

ମର୍ମନ୍ତୁଦ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ଟ୍ରକ ଡ୍ରାଇଭର

ଢେଙ୍କାନାଳ : ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍‌ନାକୁ ଆସିଛି । ଏକ ହାଇୱାକୁ ପଛପଟୁ ଅନ୍ୟ ଏକ ହାଇୱା ପିଟିବା ପରେ ରାସ୍ତା ଉପରେ ଜଳିଯାଇଛି ଗାଡି ଏବଂ ଗାଡି ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଶ
Read More...

କରୋନାର ମୃତ୍ୟୁ ତାଣ୍ଡବ : ୩.୨୬ କୋଟି ଜନସଂଖ୍ୟା ଥିବା ପେରୁରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

ଲିମା : ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଅବସ୍ଥିତ ପେରୁରେ କରୋନା ଭୂତାଣୁ ଭୟଙ୍କର ଧ୍ୱଂସ ଘଟାଇଛି । ପେରୁ କହିଛି ଯେ, କୋଭିଡ -୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ । ସେ କହିଛନ୍ତି ଯେ, ଗତ ବର୍ଷ ଦେଶରେ କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରଠାରୁ ଏଠାରେ ୧,୮୦,୦୦୦ରୁ ଅଧିକ ଲୋକ ପ୍ରାଣ
Read More...

୯୩୪୬ ଶିଶୁ କୋଭିଡ କାରଣରୁ ଅନାଥ ହୋଇଗଲେ : ସୁପ୍ରିମକୋର୍ଟଙ୍କୁ କହିଲେ ଏନସିପିସିଆର

ନୂଆଦିଲ୍ଲୀ : ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟ ଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୯୩୪୬ ଜଣ ଶିଶୁ କରୋନା ମହାମାରୀ ହେତୁ ଅନାଥ ତଥା
Read More...

ଦେଶରେ ଖସୁଛି କରୋନା ସଂକ୍ରମଣ ହାର, ସୁସ୍ଥତା ହାରରେ ଉନ୍ନତି : ୨୪ ଘଣ୍ଟାରେ ୧.୩୨,୭୮୮ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ବିପଦ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ ଏହି ସମୟରେସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ଉନ୍ନତି କରୁଛି । ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି, ଯଦିଓ
Read More...

ସୁନ୍ଦରଗଡ଼ ଡ଼ିଟିସିସିର ଜିଲ୍ଲା ପରିଚାଳକ ଧରାପଡ଼ିଲେ ଭିଜିଲାନ୍ସ ଜାଲରେ : କାର ଭିତରୁ ୧୯ ଲକ୍ଷ ଟଙ୍କା ହେଲା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା (ଡ଼ିଟିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଧରାପଡ଼ିଲେ ଭିଜିଲାନ୍ସ ଜାଲରେ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶଙ୍କୁ ଭିଜିଲାନ୍ସ ବିଭାଗ ଧରିଥିବା
Read More...

ଦୁଗ୍ଧ ବିକ୍ରି ପାଇଁ ଯିବା ବେଳେ ମୋଟର ସାଇକେଲର ପଛ ଚକା ଫାଟି ଦୁଗ୍ଧ ବ୍ୟବସାୟୀଙ୍କ ମୃତ୍ୟୁ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରାସ୍ତା ଦୁର୍ଘଟଣାରେ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପଧାନ (୪୩)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପ୍ରତି ଦିନ
Read More...

“ଦାଦନ” ଶୀର୍ଷକ ଉପରେ କୋଶଲି କବିତା ଆସର ଆୟୋଜିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ "କବିର କବିତାଥି ଦାଦନ" ବିଷୟ ଉପରେ ଆଧାରିତ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି, କଥାକାର, ସାମାଜିକ କର୍ମୀ ରାଜିବ ସଗରିଆ କାର୍ଯ୍ୟକ୍ରମରେ ଯୋଗଦେଇ ଦାଦନ ସମସ୍ୟାର ଐତିହାସିକ ଓ
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ରୁ ଅଧିକ ବାଲି ଗାଡି ଜବତ : ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ନଦୀ ପଠାରୁ ବାଲି ଚୋରା ଚାଲାଣ ହେବା ବିଷୟରେ କେଉଁ ଅନାଦି କାଳରୁ ଏହି ଚୋରା ପ୍ରଥା ଏଠାରେ ପ୍ରଚଳିତ ହୋଇଅଛି । ଏହା ଏକ ପ୍ରାକୃତିକ ଖଣିଜ ପଦାର୍ଥ ଏବଂ ଏଠାକାର ବାଲି ଗୃହନିର୍ମାଣ/ କୋଠାବାଡି ସକାଶେ ଋଷିକୁଲ୍ୟାର ବାଲି ଖୁବ
Read More...

ଦୁର୍ଘଟଣା : ଗଛରେ ପିଟିହେଲା ଆମ୍ବୁଲାନ୍ସ, ରୋଗୀ ଓ ସମ୍ପର୍କୀୟ ମୃତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ଆସିଛି । ଆମ୍ବୁଲାନ୍ସରେ ହସ୍ପିଟାଲକୁ ରୋଗୀ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଆମ୍ୱୁଲାନ୍ସ । ଦୁର୍ଘଟଣାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି
Read More...

କଟକ ସହରର ଉର୍ଦ୍ଦୁ ସାହିତ୍ୟ ଅଧ୍ୟାପିକାଙ୍କ କୋରନାରେ ଦେହାନ୍ତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଟକ ସହରର ନିମସାହିରେ ଅବସ୍ଥାପିତ ମକାମ ମହାବିଦ୍ୟାଳୟର ଉର୍ଦ୍ଦୁ ସାହିତ୍ୟର ଅଧ୍ୟାପିକା ଶ୍ରୀମତୀ ସାଇର ବିବି କୋରନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତ ୩୧ ତାରିଖ ରାତିରେ ସୃଷ୍ଟି ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ବର୍ଗଙ୍କ ଠାରୁ
Read More...