Monthly Archives

May 2021

୫ ବର୍ଷ ହେଲା ପଡିପାରୁନାହିଁ ବିଜୁ ପକ୍କାଗୃହର ଛାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଟିକେମଣି ସେଠ ୨୦୧୫-୧୬ ମସିହାରେ ଏକ ବିଜୁ ପକ୍କାଗୃହ ପାଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ଘରର ଛାତ ପଡ଼ି ପାରିନାହିଁ । ଟିକେମଣି ଜଣେ ଦିନ ମଜୁରିଆ ହୋଇ ପରିବାର ପ୍ରତିପୋଷଣ
Read More...

ବଢ଼ିବାରେ ଲାଗିଛି କୋରୋନାର ଦ୍ୱିତୀୟ ଲହର : ପ୍ରଶାସନ ତରଫରୁ ଚାଲିଛି କଡାକଡି ଭାବେ ମାକ୍ସ ଚେକିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଲକଡାଉନର ଦ୍ୱିତୀୟ ଦିନ, ରାଜ୍ୟ ସରକାର କାଲି ଠାରୁ ମେ ୧୯ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଖୋଲା ରହୁଛି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ ଜିଲ୍ଲାରେ କୋରୋନାର
Read More...

ଯୁବାଖୋଲ ଗ୍ରାମରେ ଭଲ ଭାବେ ଆସୁନି ଟାୱାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମ ଟି ଚାରି ଆଡେ ପାହାଡ ପର୍ବତ ଘେରା ଜଙ୍ଗଲ । ଏଇ ଗାଁରେ କୈାଣସି ଟାୱାର ଭଲ ଭାବେ ନ ଆସୁଥିବାରୁ ଛୁଆ ମାନଙ୍କର ପାଠ ପଢାରେ ବ୍ୟାହତ ସଙ୍ଗେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୫ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଙ୍ଗୋମୁଣ୍ଡା ବ୍ଳକରୁ ୨୦ ଜଣ, ବେଲପଡ଼ା ବ୍ଲକରୁ ୩୨
Read More...

ଟିକା ଅପଚୟ ହ୍ରାସ ଲାଗି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ଟିକା ଅପଚୟ ହ୍ରାସ କରିବାରେ ଏକ ଉଦାହରଣ ସୃଷ୍ଟି କରିଥିବାରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଏକ ଟ୍ଵିଟ୍ ରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ
Read More...

ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୦୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ…

● ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ● ଏହାବ୍ୟତୀତ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର
Read More...

ହାତୀ ଆକ୍ରମଣରେ ବଳଦେବଙ୍କ ଜୀବନ ଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ତେବେ ଆଜି ପୁଣି ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଲଛିପୁର ସେକସନ ମାଟିଆପାଲି ଗାଁ ଜଙ୍ଗଲରେ ଜଣଙ୍କୁ ଦଳି ଦେଲା ହାତୀ । ମୃତକ ଜଣକ ହେଲେ
Read More...

ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ମମତା
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା
Read More...

ଜିଲ୍ଲା କଂଗ୍ରେସ ଆରମ୍ଭ କଲା ୨୪×୭ କୋଭିଡ କଣ୍ଟ୍ରୋଲ ସେଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନାର ଭୟାବହତା ଓ ସଂଖ୍ୟାକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା କଂଗ୍ରେସ ୨୪×୭ କୋଭିଡ କଣ୍ଟ୍ରୋଲ ସେଲ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହାରେଙ୍କ ଉପସ୍ଥିତିରେ ସ୍ତାନୀୟ କଂଗ୍ରେସ ଭବନ ଠାରେ ଏହି ସେବା ଯୋଗାଇ ଦିଆଯିବ । ଦିନକୁ
Read More...