Monthly Archives

May 2021

ଶିକ୍ଷକଙ୍କୁ ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ : ବାପ ପୋଡିଲା ପୁଅର ଶବ, ଗ୍ରାମବାସୀଙ୍କ ତରଫରୁ ୧୪ ଦିନ ବାସନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ
Read More...

ତାମିଲନାଡୁ ଆସନ୍ତା ମେ ୧୦ରୁ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’

ତାମିଲନାଡୁ : ଦିନକୁ ଦିନ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁକୁ ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ 'ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌' ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ
Read More...

ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାର ଭାଇ ଗିରଫ

ଢେଙ୍କାନାଳ : ଅବକାରୀ ବିଭାଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢ଼ାବା ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ
Read More...

ସାଲେଭଟାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ : ଗରିବ ମାନଙ୍କୁ ମାସ୍କ, ସାବୁନ, ବିସ୍କୁଟ, ଚାଉଳ ଓ ପରିବା ବଂଟନ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା ସରକାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସ ପ୍ରତିଷ୍ଠାତା ସାର ଜାଁ ହେନେରୀ ଡୁନାଂଟଙ୍କ ତୈଳଚିତ୍ର ପ୍ରତି ମାଲ୍ୟାର୍ପଣ ସହ
Read More...

କେନାଲ ପାଣିରୁ ହରିଣ ଉଦ୍ଧାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କ୍ଷୀରପୁର ଗ୍ରାମରେ ଆଜି ଅପରାହ୍ନରେ ଏକ ହରିଣ ଶୋଷରେ ଜଙ୍ଗଲରୁ ପାଣି ପିଇବା ଉଦ୍ଦେଶ୍ୟରେ କେନାଲକୁ ଆସିଥିବା ବେଳେ କୁକୁରମାନେ ଦୌଡାଇବାରୁ ଜୀବନ ବିକଳରେ ହରିଣ ଟି କେନାଲ ପାଣିକୁ ଡେଇଁ ପଡିଥିଲା । ଏ
Read More...

ଦିବଂଗତ ଅଜାମ୍ବର ମଲ୍ଲ ଥିଲେ ଜଣେ ପ୍ରଚଣ୍ଡ ପ୍ରତିଭା ଓ ନମସ୍ୟ ପୁରୁଷ, ଏ ମାଟି ତାଙ୍କୁ ସବୁବେଳେ ମନେ ପକାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଗ୍ମୀ, ଗୁଣି ଅଧ୍ୟାପକ ଡଃ. ଅଜାମ୍ବର ମଲ୍ଲ ମହୋଦୟଙ୍କ ଗତ ୭ ତାରିଖ ଭୋର୍ ୫ ପାଖାପାଖି କୋରନାରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର କିମ୍‌ସ୍‌ କୋଭିଡ଼୍‌ କେୟାର୍‌ ସେଂଟର୍‌ ଠାରେ ପରଲୋକ ଘଟିଛି । ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବାଗ୍ମୀ,
Read More...

କାମ କରିବା ବେଳେ କରେଣ୍ଟ ଲାଗି ହାତ ହରାଇଥିବା ଗଣନାଥକୁ ମିଳୁନି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ.ର ଗଣନାଥ ମଲିକ(୪୫) ନାମକ ଜଣେ ଆଦିବାସୀ ସଂପ୍ରଦାୟର ଯୁବକ କାମ କରିବା ବେଳେ ହାତ ହରାଇ ଅକ୍ଷମ ହୋଇଯାଇଥିଲେ ବି ସେ ବିକଳାଂଗ ଭତ୍ତା ପାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଣନାଥ କୁଲି ମଜୁରି କାମ କରି ନିଜର ପରିବାର ଭରଣ
Read More...

ନଳକୂପକୁ ପାଣି ନେବାକୁ ଆସୁଥିବା ବେଳେ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ଥାନା ବିରମହାରାଜପୁର-ସମ୍ବଲପୁର ରାସ୍ତାର ମହଦା ଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମହଦା ଗାଁର ୬୨ ବର୍ଷିୟା କଳାବତୀ ଭୋଇ ଗାଁ ନଳକୂପକୁ ପାଣି ନେଇ ଆସୁଥିବା ବେଳେ
Read More...

ବିଶ୍ୱ ରେଡକ୍ରସ ଦିବସରେ ରକ୍ତଦାନ ଶିବିର

କଂଟାବାଂଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ଆଜି ବିଶ୍ୱ ରେଡକ୍ରସ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସ ସୋସାଇଟି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲ୍ଲା
Read More...

ବିଚାରାଧୀନ କଏଦୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜଣେ ବିଚାରାଧୀନ କଏଦୀଙ୍କ କୋଭିଡ୍‌ ସଂକ୍ରମଣ ଯୋଗୁଁ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ ଦେଖାଦେଇଛି । ସୂଚନା ଅନୁସାରେ ଏହି ଉପକାରାଗାରରେ ୧୧୭ ଜଣ କଏଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା
Read More...